Posted inଫୁରସତ

ଅଣ୍ଡା ଭାଙ୍ଗିବା ପାଇଁ ଏମିତି କିଛି କରୁଛି ପକ୍ଷୀ, ଦେଖିଲେ ହସି ହସି ଗଡିଯିବେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। କେତେକ ଭିଡିଓ ଦେଖି ହସ ନିୟନ୍ତ୍ରଣ ହେଉ ନ ଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ପକ୍ଷୀ ଅଣ୍ଡା ଫଟାଇବାକୁ ଚେଷ୍ଟା କରୁଛି। ଶେଷରେ ସେଥିରେ ସଫଳ ହୋଇଛି । ପକ୍ଷୀଟି ଏକ ଗୋଡିକୁ ଥଣ୍ଟରେ ଆଣି ଅଣ୍ଡା ଉପରେ ପକାଉଛ,ି ପରେ ଅଣ୍ଡା ଭାଙ୍ଗିଗଲେ ତାହାକୁ ଖାଉଛି।
ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ଯଦି ଆପଣ ଅଣ୍ଡା ଭାଙ୍ଗିବା ପାଇଁ ଉପକରଣ ବ୍ୟବହାର କରୁଥିବା ପକ୍ଷୀମାନଙ୍କୁ ଦେଖି ନାହାଁନ୍ତି …। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନ୍ୟବାଦ କରୋନା ଯୋଦ୍ଧା

ନୂଆଦିଲ୍ଲୀ: ବର୍ଷ ୨୦୨୦ ଆରମ୍ଭରୁ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିଲା କରୋନା। ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ନାନାଦି ଉପାୟ ଅବଲମ୍ବନ କରାଯାଇଥିଲା। ମାସ ମାସ...

ମାସ୍କ ପିନ୍ଧିବା ଜୀବନଶୈଳୀର ଅଂଶ ହେଉ: ଡା. ଗୀତାଞ୍ଜଳୀ

ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ପ୍ରତିଦିନ ୩ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ...

ପକ୍ଷୀ ନେଲା ମାଲିକଙ୍କ ଜୀବନ

ଗୋଟିଏ ପକ୍ଷୀ ମାଲିକଙ୍କ ଜୀବନ ନେଇଯାଇଛି। ଏବେ ମନରେ ପ୍ରଶ୍ନ ଉଠୁଥିବ ମାଲିକ ଏମିତି କ’ଣ କଲେ ଯେ ସାମାନ୍ୟ ପକ୍ଷୀଟି ଜୀବନ ନେବାକୁ ପଛାଇଲାନି।...

ପାଠ ପଢ଼େଇବାର ଅଭିନବ ତରିକା

ଭେରୋନିକା ଡକ୍‌! ସେ ବିଜ୍ଞାନ, ଇଂଲିଶ ଏବଂ ସ୍ପାନିଶ ଭାଷାର ଶିକ୍ଷୟିତ୍ରୀ। ତେବେ ସେ ଏମିତି ଜଣେ ମହିଳା ଯିଏ ଚାହାନ୍ତି ତାଙ୍କର ଛାତ୍ରୀଛାତ୍ରମାନେ ଭଲଭାବରେ...

ରହସ୍ୟମୟୀ ପିରାମିଡ୍‌ ‘ ଦ ଗ୍ରେଟ୍‌ ପିରାମିଡ୍‌ ଅଫ୍‌ ଗିଜା’

ମିଶରରେ ଥିବା ୪ ହଜାର ବର୍ଷର ପୁରୁଣା ପିରାମିଡ୍‌ର ରହସ୍ୟ ସମ୍ପର୍କରେ ସଠିକ୍‌ ତଥ୍ୟ ଆଜିପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ ରାଜା ରାଣୀଙ୍କ କବର ପାଇଁ ଏହା...

ମାତ୍ର ୯ ବର୍ଷରେ ବିବାହ କରିଥିଲେ ଦେଶର ପ୍ରଥମ ମହିଳା ଡାକ୍ତର

ଜୁଲାଇ ୧, ଅର୍ଥାତ୍‌ ଆଜି ପାଳନ କରାଯାଉଛି ଡାକ୍ତର ଦିବସ। କରୋନା ଭଳି ମହାମାରୀରୁ ଲୋକଙ୍କୁ ବଞ୍ଚାଇବାରେ ଡାକ୍ତରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ...

ମହିଳା ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଆଇଫୋନ୍‌: ପ୍ୟାକେଟ ଖୋଲିବା ପରେ…

ଆଇଫୋନ୍‌ର କ୍ରେଜ୍‌ ସମସ୍ତଙ୍କର ରହିଛି। ଏହି ଫୋନ୍‌ ବହୁତ ମହଙ୍ଗା । ଏହା ସତ୍ତ୍ୱେ ମଧ୍ୟ ସମସ୍ତେ ଏହାକୁ କିଣିବା ପାଇଁ ସ୍ବପ୍ନ ଦେଖିଥାନ୍ତି। ବିଦେଶରେ...

ପବନରୁ ମିଳିବ ପାନୀୟ ଜଳ

ଚେକ୍‌ ଗଣରାଜ୍ୟର ପ୍ରାଗ ବିଶ୍ୱବିଦ୍ୟାଳୟର ଗବେଷକମାନେ ସ୍ବୟଂଚାଳିତ ସୋଲାର ସିଷ୍ଟମ୍‌ ଦ୍ୱାରା ପବନରୁ ପାଣି ସଂଗ୍ରହ କରିବାର ଏକ ପଦ୍ଧତି ପାଇଛନ୍ତି। ଏହାକୁ ସୋଲାର ଏୟାର...

Advertisement


Archives

Model This Week