ନଜର ଆସିଲେ ଜ୍ୟାକ ମା

ଟୋକିଓ,୩୦ ।୧୧: ଚାଇନାର ଅରବପତି ତଥା ବୃହତ୍ତ ଇ-କମର୍ସ କମ୍ପାନୀ ଆଲିବାବାର ସଂସ୍ଥାପକ ଜ୍ୟାକ ମା ପ୍ରାୟ ୬ ମାସ ହେବ ଜାପାନର ରାଜଧାନୀ ଟୋକିଓରେ ରହି ଆସୁଛନ୍ତି । ଜ୍ୟାକ ମା ୨୦୨୦ରୁ ଏକ ଲୋ ପ୍ରୋଫାଇଲ ଜୀବନ ଅତିବାହିତ କରୁଛନ୍ତି । ଏକାଧିକାର ବିରୋଧର ଉଲ୍ଲଂଘନ କରିବା ପରେ ଚାଇନା ସରକାରଙ୍କ ପକ୍ଷରୁ ଜ୍ୟାକ ମାଙ୍କ ଉପରେ ଚାପ ବଢିଯାଇଥିଲା ।
ଫାଇନାନସିଆଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜ୍ୟାକ ମା ତାଙ୍କ ପରିବାର ସହ ଜାପାନରେ ରହୁଛନ୍ତି । ଟୋକିଓ ବାହାରେ ଗାଁ ଅଞ୍ଚଳରେ ସ୍କି ରିସର୍ଟରେ ଅନେକ ସମୟରେ ତାଙ୍କୁ ଦେଖିବାକୁ ମିଳିଥାଏ । ନିକଟ ଅତିତରେ ଜ୍ୟାକ ମା ଅନେକ ଥର ଆମେରିକା ଓ ଇସ୍ରାଏଲ ବି ଗସ୍ତ କରିଛନ୍ତି ।
୫୮ ବର୍ଷୀୟ ଜ୍ୟାକ ମା ସାଧାରଣ ଜୀବନଠାରୁ ଟିକେ ଦୂରେଇ ଯାଇଛନ୍ତି । ସେ ୨୦୨୦ରେ ଚାଇନାର ନୀତିକୁ ସମାଲୋଚନା କରିଥିଲେ । ଚାଇନାର ଆର୍ଥିକ ନିୟାମକ ବ୍ୟବସ୍ଥାକୁ ସମାଲୋଚନା କରି ସେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର ଉପଭୋକ୍ତାମାନଙ୍କ ସହ ତୁଳନା କରିଥିଲେ । ସେ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡିକର ସୁଧଖୋର ମାନସିକତା ଥିବା ଅଭିଯୋଗ କରିଥିଲେ । ଆନ୍ତର୍ଜାତୀୟ ଆର୍ଥିକ ନିୟାମକ ଚୁକ୍ତି(ବେସେଲ ଆକର୍ଡସ) ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ । ସେବେଠାରୁ ତାଙ୍କ ଦ୍ୱାରା ଗଠିତ କମ୍ପାନୀ ଆଣ୍ଟ ଏବଂ ଆଲିବାବା ଚାଇନା ପ୍ରଶାସନ ଦ୍ୱାରା ହଇରାଣ ହରକତ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକା ନେବାକୁ ଚାହୁଁନାହାନ୍ତି ଏହି ଦେଶର ଲୋକେ

ଓ୍ବାଶିଂଟନ,୨୫ା୧୨: ଆମେରିକାରେ କରୋନା ଟିକାକରଣ ଅଭିଯାନ ଦ୍ରୁତ ଗତିରେ ବଢ଼ିଚାଲିଛି। କୁହାଯାଉଛି, ଏ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଏଠାରେ...

ଜାପାନ ଉପରେ ଚାଇନା ଆକ୍ରମଣ କଲେ ସୈନ୍ୟ ପଠାଇବ ବ୍ରିଟେନ: ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି…

ଲଣ୍ଡନ/ଟୋକିଓ,୧୨।୧ : ବ୍ରିଟେନ ଏବଂ ଜାପାନର ନେତାମାନେ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିଛନ୍ତି। ଚୁକ୍ତି ଅନୁସାରେ ଉଭୟ ଦେଶ ପରସ୍ପରର ସୈନ୍ୟମାନଙ୍କୁ ନିଜ ଦେଶରେ...

ତାଇବାନ ତଟରେ ଚାଇନା ଜାହାଜ

ତାଇପେ,୨୩ା୭: ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (PLA) ନୌସେନାର ଜାହାଜ ତାଇବାନର ପୂର୍ବ ଉପକୂଳରେ ଦେଖିବାକୁ ମିଳିଛି। ଦ୍ୱିତୀୟ ଅଧିବେଶନ ପୂର୍ବରୁ ଏହା ଦେଖିବାକୁ ମିଳିଛି।...

ରୁଷିଆର ଆର୍ଥିକ ସ୍ଥିତି ସଙ୍କଟରେ, ୧୧୬ କୁବେରଙ୍କର ୧୨୬ ଶହ କୋଟି ଡଲାର କ୍ଷତି …

ମସ୍କୋ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ରୁଷିଆର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଦେଶର...

ଭୂକମ୍ପ ମୃତକଙ୍କ ସଂଖ୍ୟା ୫୦ ହଜାର ଟପିବା ଆଶଙ୍କା…

ଜେନେଭା,୧୨।୨ :ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ବିନାଶ ସମଗ୍ର ବିଶ୍ୱରେ ଲୋକଙ୍କୁ ବ୍ୟଥିତ କରିଛି। ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୨୮ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ...

ପାକିସ୍ତାନରେ ତାଲିବାନ ଆତଙ୍କ: ଲୋକଙ୍କୁ କଲେ ବନ୍ଧକ…

ଇସଲାମାବାଦ,୧୯।୧୨ : ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ସେମାନେ ଏକ ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ସେହିପରି ପଶ୍ଚିମ ପାକିସ୍ତାନର...

ଖାରକିଭରୁ ପଛକୁ ହଟିଲେ ରୁଷିଆ ସେନା, ଜେଲନସ୍କି କହିଲେ ଭଲ ନିଷ୍ପତ୍ତିି

କ୍ୱିଭ,୧୧ ।୯: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଗୁୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକ ଆସିଛି । ପ୍ରଥମଟି ହେଉଛି ୟୁକ୍ରେନର ଉତ୍ତର-ପୂର୍ବର ପ୍ରମୁଖ ରେଲୱେ ସହର...

ରୁଷିଆ ରାଷ୍ଟ୍ରପତିଙ୍କ ଝିଅଙ୍କୁ ଦିଆଗଲା ପ୍ରଥମ କରୋନା ଟିକା

ମସ୍କୋ,୧୧।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଙ୍ଗଳବାର କହିଛନ୍ତି ଦେଶରେ ପ୍ରସ୍ତୁତ କରାଯାଇଥିବା କରୋନା ଭାଇରସର ପ୍ରଥମ ଭ୍ୟାକ୍ସିନକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି।...

Advertisement
Archives

Model This Week