ସୁଶାନ୍ତଙ୍କ ପାଇଁ ଏହି କାମ କରିବାକୁ ଯାଉଛନ୍ତି ଭୂମି

ମୁମ୍ବାଇ: ଅସମୟରେ ଆତ୍ମହତ୍ୟା କରି ସମସ୍ତଙ୍କ ନିକଟରୁ ଚୀର ବିଦାୟ ନେଇଥିବା ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତ ଆଜିବି ତାଙ୍କ ପ୍ରଶଂସକ ଓ ସାଥି କଳାକାରଙ୍କ ନିକଟରେ ଅଭୁଲା ହୋଇ ରହିଛନ୍ତି। ତାଙ୍କ ସ୍ମୃତିରେ ଏବେ ବଲିଉଡ୍‌ ନାୟିକା ତଥା ସୁଶାନ୍ତଙ୍କ କୋ-ଷ୍ଟାର ଥିବା ଭୂମି ପେଡେନେକର ୫୫୦ ଗରିବ ଲୋକଙ୍କୁ ଖାଇବାକୁ ଦେବାକୁ ସ୍ଥିର କରିଛନ୍ତି। ‘ଏକ ସାଥ ଫାଉଣ୍ଡେଶନ’ ଜରିଆରେ ସେ ଏହି କାମ କରିବେ ବୋଲି କହିଛନ୍ତି। ନିକଟରେ ସୋସିଆଲ ମିଡିଆ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଭୂମି ସୁଶାନ୍ତଙ୍କ ସହ ବଲିଉଡ୍‌ ମୁଭି ‘ସୋନଚିଡିୟା’ରେ ନଜର ଆସିଥିବା ବେଳେ ଉଭୟ ଭଲ ବନ୍ଧୁ ପାଲଟି ଯାଇଥିଲେ। ତେଣୁ ତାଙ୍କ ସ୍ମୃତିରେ ଏବେ ଏହି କାମ କରିବାକୁ ଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କାନ୍ତାରା ପାର୍ଟ-୨’ର କାହାଣୀକୁ ନେଇ ଖୁଲାସା କଲେ ରିଷଭ ଶେଟ୍ଟୀ

ମୁମ୍ବାଇ: ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି। ରିଷଭ...

ଅମିତାଭଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁନାହାନ୍ତି ଏହି ନିର୍ଦ୍ଦେଶକ

ମହାମାରୀ କରୋନା ଏବେ ବଲିଉଡ୍‌ ମୁହାଁ ହୋଇଛି। ବଚ୍ଚନ ପରିବାରଠାରୁ ଆରମ୍ଭ କରି ଅନୁପମ୍‌ ଖେର୍‌ଙ୍କ ପରିବାର ପର୍ଯ୍ୟନ୍ତ କରୋନା ବ୍ୟାପିଛି। ଏହି ସମୟରେ ସମସ୍ତେ...

ଯୋଗ କରି ଫିଟ୍‌ ରହିଛନ୍ତି ଏହିସବୁ ଅଭିନେତ୍ରୀ

ଯୋଗ ଆମକୁ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଶିଖାଇଥାଏ। ଏତଦ୍‌ବ୍ୟତୀତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗଠାରୁ ଭଲ ମହୌଷଧି କିଛି ନାହିଁ। ଖାସ୍‌ ଏଥିପାଇଁ ତ ବଲିଉଡ୍‌ର...

ନଗ୍ନ ଫଟୋଶୁଟ କରି ଆଲୋଡ଼ନ ସୃଷ୍ଟି କରିଥିଲେ ଏହି ଅଭିନେତ୍ରୀ

୧୨ ଜୁଲାଇ ୧୯୮୬ରେ ଜର୍ମାନୀର ଫ୍ରାଙ୍କଫୋର୍ଟରେ ଜନ୍ମ ହୋଇଥିଲେ ବଲିଉଡ୍‌ ଅଭିନେତ୍ରୀ ଏଭିଲିନ୍‌ ଶର୍ମା। ଆଜି ସେ ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି...

ବିଗ୍‌ବସ୍‌ ୧୬ ଘର ପାଲଟିଲା ‘ମିନି ପାକିସ୍ତାନ’!

ବମ୍ବେ: ବିଗ୍‌ବସ୍‌ ଘର ପାଲଟିଛି ‘ମିନି ପାକିସ୍ତାନ’। ପରିସ୍ଥିତି ଏଭଳି ହୋଇଛି ଯେ ଅଟା-ବେସନ-ଚାଉଳ ୫୦ ହଜାର ଟଙ୍କା, ପନିପରିବା ୬୦ ହଜାର, ଅଲମଣ୍ଡ କ୍ଷୀର...

ଜୁନ୍‌ ୧୨ରେ ରିଲିଜ୍‌ ହେବ ଉର୍ବଶୀଙ୍କ ‘ଭର୍ଜିନ ଭାନୁପ୍ରିୟା’

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ରିଲିଜ୍‌ ଅପେକ୍ଷାରେ ରହିଛି। ଫିଲ୍ମର କାହାଣୀ ଏପରି ଜଣେ ଝିଅର ରହିଛି...

ଫିଲ୍ମ ଆର୍‌ଆର୍‌ଆର୍‌ ରିଲିଜ୍‌ ପାଇଁ ୨ଟି ତାରିଖ ଘୋଷଣା କରି ଚିନ୍ତାରେ ପକାଇଲେ ନିର୍ମାତା

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ୍‌ ଅପେକ୍ଷାରେ ଦର୍ଶକ। ତେବେ ନିର୍ମାତା ଏସ୍‌.ଏସ୍‌ ରାଜାମୌଲି ଫିଲ୍ମର ଦୁଇଟି ରିଲିଜ୍‌ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି...

‘କଂସ’କୁ ନେଇ ଆଶାବାଦୀ ବିନୋଦ

ଆଗଧାଡ଼ିର ଯାତ୍ରା ନିର୍ଦ୍ଦେଶକ ଲିଟିଲ ମାଷ୍ଟର ବିନୋଦ ରାଉତ। ତାଙ୍କ ନାଟକ ପ୍ରତି ଦର୍ଶକମାନଙ୍କର ସ୍ବତନ୍ତ୍ର ଅପେକ୍ଷା ରହିଥାଏ। ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ବିନୋଦ...

Advertisement
Archives

Model This Week