ବରିଷ୍ଠାସନ

ବରିଷ୍ଠାସନ କରିବା ଫଳରେ ପେଟର ଚର୍ବି କମ୍‌ ହେବା ସହିତ ହାତ, ଗୋଡ଼ର ଚର୍ବି କମ୍‌ ହୁଏ ଓ ମସଲ୍ସ ଷ୍ଟ୍ରଙ୍ଗ୍‌ ହୋଇଥାଏ।

– ଏହି ଆସନ କରିବା ପାଇଁ ପ୍ରଥମେ ଫ୍ଲେଙ୍କ୍‌ ପୋଜ୍‌ କରନ୍ତୁ।
– ଧୀରେ ଧୀରେ ଡାହାଣ ପଟରେ ହାତରୁ ପାଦ ପର୍ଯ୍ୟନ୍ତ ଶରୀରର ଓଜନ ଦିଅନ୍ତୁ।
– ବାମ ହାତ ଓ ପାଦକୁ ଉପର ଆଡ଼କୁ ଉଠାନ୍ତୁ।
– ବାମ ହାତକୁ ଜଙ୍ଘ ଉପରେ ରଖନ୍ତୁ।
– ଏବେ ଆପଣ ଡାହାଣ ହାତକୁ କାନ୍ଧ ଆଗରେ ରଖନ୍ତୁ। ଏହାପରେ ଡାହାଣ ହାତକୁ କାନ୍ଧଠାରୁ ଟିକେ ଆଗକୁ ରଖନ୍ତୁ।
– ନିଃଶ୍ୱାସ ଭିତରକୁ ନେଇ ବାମ ହାତକୁ ଏପରି ରଖନ୍ତୁ ଯେପରି ଭୂମିରୁ ସିଧା ଉପରକୁ ରହିପାରିବ। ଏହି ପୋଜରେ କିଛି ସେକେଣ୍ଡ ରହିବା ସମୟରେ ଅନ୍ୟ ହାତକୁ ଉପରକୁ ରଖନ୍ତୁ।
– ନିଃଶ୍ୱାସ ଧୀରେ ଧୀରେ ଛାଡ଼ିବା ସହ ଫ୍ଲେଙ୍କ ପୋଜକୁ ଆସନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଷମ ଖାଦ୍ୟ ଓ ସକାରାତ୍ମକ ମାନସିକତା

ସୁଷମ ଖାଦ୍ୟ ଖାଇବା ଦ୍ୱାରା ଆମେ ଅନେକାଂଶରେ ସୁସ୍ଥ ରହିଥାଉ। କେବଳ ସେତିକି ନୁହେଁ, ଏହାଦ୍ୱାରା ମାନସିକତା ସକାରାତ୍ମକ ରହିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ...

ନିଜ ପାଇଁ କିଛି ସମୟ…

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକଙ୍କ ପାଖରେ ସମୟ ଅଭାବ। ଏହା ଭିତରେ ଯେମିତି ଅନେକେ ନିଜଠୁ ଦୂରେଇ ଯାଉଛନ୍ତି। କହିବାର ତାତ୍ପର୍ଯ୍ୟ ପାଠପଢ଼ା, ଜବ୍‌ ଏବଂ...

ସୋସିଆଲ୍‌ ମିଡିଆ ଗ୍ରୁପ୍‌

ବର୍ତ୍ତମାନ ବିଭିନ୍ନ ସୋସିଆଲ୍‌ ସାଇଟ୍‌ ଗ୍ରୁପ୍‌ ଅନେକଙ୍କୁ ଏକାଠି ଯୋଡ଼ି ରଖିବା ସହ ବିଭିନ୍ନ ସୂଚନା ଏକା ସଙ୍ଗେ ସମସ୍ତଙ୍କ ପାଖରେ ପହଞ୍ଚାଇବାର ଉତ୍ତମ ମାଧ୍ୟମ...

ଏହି ୫ ରାଶିର ବ୍ୟକ୍ତିଙ୍କ ଜାତକରେ ଲେଖା ଅଛି ପ୍ରେମ ବିବାହ

ହିନ୍ଦୁ ଧର୍ମରେ ବିବାହ ସମୟରେ ବର ଏବଂ କନ୍ୟାଙ୍କ ଜାତକ ମିଶାଇବା ପରମ୍ପରା ରହିଛି। ତେବେ ଅନେକ ଲୋକ ଜାତକ ସହିତ ଜଡିତ ପରମ୍ପରାକୁ ଅନୁସରଣ...

ଦୀର୍ଘାୟୁ ଜୀବନ ଅନ୍ତରାଳେ…

”ଆମେ ପ୍ରତିଦିନ ଜଳଖିଆ କିମ୍ବା ଭାତ, ରୁଟି ଆଦି ଖାଦ୍ୟ ଖାଇଥାଉ। ବେଳେବେଳେ କାଗଜ, କାଗଜ ପ୍ଲେଟ, ଯେକୌଣସି ପତ୍ର ଆଦିରେ ଖାଇଥାଉ। ବହୁତ ଲୋକ...

କିଡ୍‌ନୀ ଡାଏଲିସିସ୍‌

ଡାଏଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀ ଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇପଡ଼ିଲେ ଡାଏଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ...

ପେଟ ସମସ୍ୟା ଥିଲେ ସକାଳୁ ଖାଆନ୍ତୁ ଭିଜା ଚଣା

ପ୍ରତିଦିନ ସକାଳେ ଭିଜା ଚଣା ଖାଇଲେ ଅନେକ ରୋଗ ଦୂର ହୋଇଥାଏ। ଚଣାରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ଫାଇବର, ଫସଫରସ, ଆଇରନ ଏବଂ ମିନେରାଲ୍ସ ଥାଏ।...

ଫୋନ୍‌ର ଇଣ୍ଟରନେଟ୍‌ ଡାଟା ଶୀଘ୍ର ଖର୍ଚ୍ଚ ହେଉଛି କି? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା କାଳରେ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ସାଜେ। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ।...

Advertisement
Archives

Model This Week