Posted inଫୁରସତ

ଥାନାରେ ପହଞ୍ଚି ପୋଲିସର କାନ ଧରିଲା ମାଙ୍କଡ, ଆଉ ତା’ପରେ

ସାଧାରଣତଃ ପୋଲିସ ନାଁ ଶୁଣିଲେ ଲୋକେ ଭୟଭୀତ ହୋଇଯାନ୍ତି। କିନ୍ତୁ ମଧ୍ୟ ପ୍ରଦେଶରର ବୈତୁଲର ଏକ ଥାନାରେ ମାଙ୍ଗଡ ପୋଲିସକୁ ଭୟଭୀତ କରିଦେଇଛି। ଗତ ୧୦ ଦିନ ହେବ ଏକ ମାଙ୍ଗଡ ପୋଲିସ ଅସୁବିଧାରେ ପକାଇଛି। ବାରମ୍ବାର ଥାନା ଭିତରେ ପଶିଯାଇ ଟେବୁଲ ଉପରେ ବସି ପୋଲିସ ବାବୁଙ୍କୁ କାନ ଧରୁଥିବାର ଦେଖାଯାଇଛି। ବେଳେବେଳେ ମାଙ୍ଗଡଟି ପୋଲିସଙ୍କୁ ବାଇକ୍‌ ପଛପଟେ ମଧ୍ୟ ବସିଯାଉଛି। ଏହି କାରଣରୁ ପୋଲିସକର୍ମୀମାନେ କବାଟ ବନ୍ଦ କରି ରଖୁଛନ୍ତି। କେବଳ ପୋଲିସକର୍ମୀଙ୍କୁ ନୁହେଁ ଏହି ମାଙ୍ଗଡଟି ସ୍ଥାନୀୟ ଲୋକଙ୍କୁ ମଧ୍ୟ ହଇରାଣ କରୁଛି। ମାଙ୍ଗଡଠାରୁ ବର୍ତ୍ତିବା ପାଇଁ ପୋଲିସ ବନ ବିଭାଗର ସହାୟତା ନେଇଥିଲା। ବନ ବିଭାଗ ଏକ ଜାଲ ବିଛାଇ ମାଙ୍ଗଡକୁ ଧରି ଜଙ୍ଗଲରେ ଛାଡିଥିଲା। ଗତ ୧୫ ଦିନ ହେବ ମାଙ୍କଡଟି ଚାରିଆଡେ କୋକୁଆ ଭୟ ସୃଷ୍ଟି କରିଥିଲା। ମାଙ୍କଡଟି କାହାର କ୍ଷତି କରି ନ ଥିଲା ସତ ମାତ୍ର କାମରେ ବାଧା ସୃଷ୍ଟି କରୁଥିଲା ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସତ ହେଲା ବାଇବେଲର କାହାଣୀ

ତେଲଆଭିଭ୍‌: ବାଇବେଲରେ ଥିବା ଏକ କାହାଣୀ ଅନୁସାରେ ଏବେ ପ୍ରତ୍ନତତ୍ତ୍ୱବିଦମାନେ ଏଭଳି ଏକ ସ୍ଥାନ ସମ୍ପର୍କରେ ସୂଚନା ପାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।...

ପୁରୁଣା ଫ୍ରିଜ୍‌ କିଣି ରାତାରାତି ଏମିତି ବଦଳିଗଲା ଭାଗ୍ୟ, କାରଣ ଜାଣିଲେ…

କୁହାଯାଏ, କାହାର ଭାଗ୍ୟ କେତେବେଳେ ପରିବର୍ତ୍ତନ ହେବ ତାହା କାହାକୁ ଜଣା ନ ଥାଏ। ଦକ୍ଷିଣକୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଛି। ବ୍ୟକ୍ତିଜଣକ...

ସ୍ବାମୀଙ୍କୁ ‘କୁକୁର’ ବେଶରେ ସଜାଇ ବୁଲାଇଲେ ମହିଳା: କାରଣ ଜାଣିଲେ…

ବ୍ରାଜିଲର ଏକ ରେଳ ଷ୍ଟେଶନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ‘କୁକୁର’ ବେଶରେ ସଜାଇ ଷ୍ଟେଶନ ବୁଲାଇଛନ୍ତି। ମହିଳାଙ୍କ ସ୍ବାମୀ କୁକୁରର...

୩୦ ବର୍ଷ ହେବ ପ୍ରତିଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି ଏହି ୮୦ ବର୍ଷୀୟ ବ୍ୟକ୍ତି

ମହାରାଷ୍ଟ୍ରର ସତାରାର ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରତିଦିନ ୨୫୦ ଗ୍ରାମ...

ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କଲେ ମହିଳା

ଓ୍ବାଶିଂଟନ,୧୮।୨: ଆମେରିକାରେ ଜଣେ ମହିଳା ନିଜ ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କରିଛନ୍ତି। ସ୍ଥାନୀୟ ମିସିଗାନରେ ବାସ କରୁଥିବା ରୋନିକା ଫ୍ରୋଇସେ ନିଜ ଘୋଡ଼ା...

ପିଲାଙ୍କୁ ଏମିତି ଢଙ୍ଗରେ ସ୍କୁଲକୁ ସ୍ବାଗତ ଜଣାଇଲେ ଶିକ୍ଷୟିତ୍ରୀ, ଭିଡିଓ ଦେଖିଲେ…

ପିଲାଙ୍କର ଛୁଟିଦିନ ଶେଷ ହୋଇଥିବାରୁ ସେମାନେ ପୁଣି ଥରେ ସ୍କୁଲକୁ ଆସିଛନ୍ତି। ତେଣୁ ପିଲାମାନଙ୍କୁ ବିଭିନ୍ନ ସ୍କୁଲରେ ଭିନ୍ନ ଭିନ୍ନ ଢଙ୍ଗରେ ସ୍ବାଗତ କରାଯାଇଛି। ଏବେ...

‘ସାପ ଦୁର୍ଗ’, ଜାଣନ୍ତୁ ଏପରି ନାମକରଣ ପଛରେ ଥିବା କାରଣ ସମ୍ପର୍କରେ…

ନୂଆଦିଲ୍ଲୀ: ଭାରତରେ ଏମିତି କିଛି ଦୁର୍ଗ ରହିଛି, ଯାହା ବହୁ ପୁରାତନ। ଏପରିକି ଏହି ଦୁର୍ଗ କେବେ ତିଆରି ହୋଇଛି, କିଏ ତିଆରି କରିଛନ୍ତି ତାହା...

ସାର୍ବଜନୀନ ଶିଶୁ ଦିବସ: ସଂକଳ୍ପର ଦିନଟିଏ

୨୦ ନଭେମ୍ବର ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୧୯୫୯ରେ ଏହି ଦିନ ଜାତିସଂଘ ସାଧାରଣ ପରିଷଦ ଶିଶୁ ଅଧିକାର ଘୋଷଣାନାମାକୁ ଗ୍ରହଣ କରିଥିଲା। ୧୯୮୯ରେ ଠିକ୍‌ ଏହି...

Advertisement
Archives

Model This Week