ନୂଆଦିଲ୍ଲୀ,୩୦।୧: ଆକ୍ସିସ୍ ବ୍ୟାଙ୍କ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି ୩ୟ ତ୍ରୈମାସିକରେ ବ୍ୟାଙ୍କ ମୋଟ ୬,୦୭୧ କୋଟି ଟଙ୍କା ଲାଭ କରିଥିବାବେଳେ ବ୍ୟାଙ୍କର ସୁଧ ଆୟ (ଏନ୍ଆଇଆଇ) ୨୦୨୩-୨୪ ଆର୍ଥତ୍କ ବର୍ଷର ୩ୟ ତ୍ରୈମାସରେ ୯% ବୃଦ୍ଧି ପାଇ ୧୨,୫୩୨ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ବ୍ୟାଙ୍କର ସୁଧ ମାର୍ଜିନ୍ (ଏନ୍ଆଇଏମ୍) ୪.୦୧% ରହିଥିଲାବେଳେ କ୍ୟୁଏବି ଭିତିରେ ବ୍ୟାଙ୍କର କାସା ବାର୍ଷିକ ୧୩% ଏବଂ ତ୍ରୈମାସିକରେ ୧% ବୃଦ୍ଧି ପାଇ କାସା ଅନୁପାତ ୪୨% ରହିଛି।
ଆଇପିଏଲ୍ ଡଗଆଉଟ୍ରେ ଅଣସ୍ବୀକୃତି ପ୍ରାପ୍ତ ଲୋକ: ଚିନ୍ତା ପ୍ରକଟ କଲା ଏସିଏସ୍ୟୁ
ନୂଆଦିଲ୍ଲୀ,୮ା୫: ଆଇପିଏଲ୍ର ଆଣ୍ଟି କରପଶନ ଏବଂ ସିକ୍ୟୁରିଟି ୟୁନିଟ୍ (ଏସିଏସ୍ୟୁ) ଚଳିତ ସିଜନରେ ଦଳର ଡଗ୍ଆଉଟ୍, ବସ୍, ହୋଟେଲ, ଖେଳାଳି ଓ ମ୍ୟାଚ୍ ଅଫିସିଆଲ୍ସ ଏରିଆ (ପିଏମ୍ଓଏ)ରେ…
ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍ ହେବାପରେ ଖୋଲିଗଲା ସବୁ ରାଜ୍
ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି।…
ଥାଲାପତି ବିଜୟଙ୍କ ସହ ୧୦୮ ବିଧାୟକ ଇସ୍ତଫା ଦେଲେ ମିଳିବ କି ପେନଶନ? ଜାଣନ୍ତୁ କଣ ରହିଛି ନିୟମ…
ଚେନ୍ନାଇ,୮।୫: ନିର୍ୱାଚନ ଫଳାଫଳ ପରେ ତାମିଲନାଡୁରେ ସରକାର ଗଠନ ପ୍ରକ୍ରିୟା ଏବେ ଏକ ନାଟକୀୟ ମୋଡ଼ରେ ପହଞ୍ଚିଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି…
ଅଖିଳେଶଙ୍କୁ ଭାଜପା ନେତାଙ୍କ ଭୟଙ୍କର ଚେତାବନୀ: ମମତା ବାନାର୍ଜୀଙ୍କୁ ଯିଏ ଯିଏ ଭେଟିବାକୁ ଯିବେ…
ନୂଆଦିଲ୍ଲୀ,୮।୫: ପଶ୍ଚିମବଙ୍ଗ ନିର୍ବାଚନରେ ଏକ ବଡ଼ ପରାଜୟ ସତ୍ତ୍ୱେ, ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ମନା କରିଦେଇଥିଲେ। ଏହି ନିଷ୍ପତ୍ତି ବଙ୍ଗଳା ବିଧାନସଭା ଭାଙ୍ଗି ଦେଇଥିଲା।…
ଟି-୨୦ ଅଧିନାୟକ ପଦରୁ ବିଦା ଦେବେ ସୂର୍ଯ୍ୟକୁମାର: ଏହି କ୍ରିକେଟର୍ଙ୍କୁ ମିଳିବ ଦାୟିତ୍ୱ
ନୂଆଦିଲ୍ଲୀ,୮।୫: ୨୦୨୬ ଆଇପିଏଲ ସିଜିନ ଶେଷ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ପୁଣି ଥରେ ଆରମ୍ଭ ହେବା ସହିତ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ। କିଛି…
ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରିବାକୁ ବିହାରରୁ ଆସିଥିଲେ ଶାର୍ପସୁଟର, ମର୍ଡର ପାଇଁ ହୋଇଥିଲା ଏତିକି ଟଙ୍କାର ଡିଲ୍
କୋଲକାତା,୮ା୫: ପଶ୍ଚିମବଙ୍ଗରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବ(ପିଏ) ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡର ତଦନ୍ତ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଶୁଭେନ୍ଦୁ ନିଜେ କହିଛନ୍ତି ଯେ, ତଦନ୍ତ…
ମଦ ନିଶାରେ ଝିଅକୁ ବଳାତ୍କାର କଲେ ବାପା, ଦେଢ଼ବର୍ଷରେ ପରେ ଥାନାରେ ଏତଲା
ମୁମ୍ବାଇ,୮।୫: ମହାରାଷ୍ଟ୍ରର ପୁଣେରୁ ରକ୍ତ ସମ୍ପର୍କକୁ ଲଜ୍ଜିତ କରୁଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ, ଜଣେ ବାପା ନିଜେ ତାଙ୍କ ନିଜ…
ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନଆକ୍ରୋଶ ସମାବେଶ: ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରି…
ମୋହନା,୮।୫( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ମଣ୍ଡଳ ଦମାଦୁଆଠାରେ ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି…
Archives

