ଆଇଏଏସ୍‌ ଅଫିସର ହେବେ ଦେବଗଡ଼ ଜିଲା ମାଟ୍ରିକ୍‌ ଟପ୍ପର

ଦେବଗଡ଼,୨୯।୭(ଡି.ଏନ୍‌.ଏ.): ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲାର ଅର୍ପିତା ପ୍ରିୟଦର୍ଶିନୀ ପ୍ରଧାନ ଜିଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ରିଆମାଳ ବ୍ଲକ ବୁଢ଼ାପାଳ ହାଇସ୍କୁଲର। ସେ ୫୫୩(୯୨.୨) ପ୍ରତିଶତ ମାର୍କ ରଖିଛନ୍ତି ।

ଜିଲାର ୩୧ଟି ପରୀକ୍ଷା କେନ୍ଦ୍ରରେ ୮୫ଟି ହାଇସ୍କୁଲରୁ ୪୩୯୩ ଜଣଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେଥିରୁ ୩୫୨୪ଜଣ ପାସ ହୋଇଛନ୍ତି । ଜିଲାରେ ମୋଟ ପାସ୍‌ ହାର ୮୦.୨୨ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ ସର୍ବାଧିକ ମାମଲା

ବାରିପଦା ଅଫିସ,୧୮ା୧୦: ରାଜ୍ୟର ସର୍ବବୃହତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି ନାରୀ ନିର୍ଯାତନା ା ଗଣବଳାତ୍କାର, ନାବାଳିକା ବଳାତ୍କାର, ବଧୂ ନିର୍ଯାତନା...

ମୁକୁଳା ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଚୌଦ୍ୱାର,୧୬ା୫(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ୱାର କଳିଙ୍ଗ ଛକର ବ୍ୟସ୍ତବହୁଳ ଜାଗାରେ ବସିଥିବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଦୀର୍ଘଦିନ ହେବ...

ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତିରେ ଚଢ଼ାଉ: ତଦନ୍ତବେଳେ ଅଭିଯୋଗ କଲେ ଶତାଧିକ ଚାଷୀ

ଦଶରଥପୁର,୨୨ା୬(ଡିଏନ୍‌ଏ): କଟକ ସେଣ୍ଟ୍ରାଲ୍‌ କୋ-ଅପରେଟିଭ ବ୍ୟାଙ୍କ ଦଶରଥପୁର ଶାଖା ଅଧୀନରେ ଥିବା ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତିରେ ଦୁର୍ନୀତି ସୀମା ଲଂଘିଛି। ଏ ସମ୍ପର୍କରେ...

ତିନି ମହଲା ଛାତରୁ ପଡ଼ିଗଲେ ପାଇପ୍‌ କାରିଗର: ଚାଲିଗଲା ଜୀବନ

ବରଗଡ଼ ଅଫିସ,୨୬।୧୦: ବରଗଡ଼ ସହରର ଏକ ଆପାର୍ଟମେଣ୍ଟର ତିନି ମହଲା ଛାତ ଉପରୁ ପଡ଼ି ସୋମବାର ଜଣେ ପାଇପ୍‌ କାରିଗରଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ରାତି ପାହିଲେ ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର

ସମ୍ବଲପୁର,୧୦ା୯ (ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର । ପୁରପଲ୍ଲୀ ସବୁଠି ଉତ୍ସବମୁଖର। ରାତି ପାହିଲେ ଇଷ୍ଟଦେବୀ ସମଲେଇଙ୍କଠାରେ ଧାର୍ଯ୍ୟ ଲଗ୍ନ ଅନୁସାରେ ଲାଗିହେବ ନବାନ୍ନ।...

କାଳବୈଶାଖୀର ତାଣ୍ଡବ: ଘର ଭାଙ୍ଗିଲା, ଧାନ, ପନିପରିବା ଫସଲ ନଷ୍ଟ

ତଳଗାଁ,୨୮ା୪(ଡି.ଏନ୍‌.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତରେ କାଳ ବୈଶାଖୀ ଯୋଗୁ ବହୁ ଘର ଛପର ଉଡିଯାଇଛି ା ଏଥିସହିତ ବ୍ୟାପକ ଫସଲ ସବୁ ନଷ୍ଟ...

୯୬ ବସ୍ତା ପିଡିଏସ୍‌ ଚାଉଳ ଜବତ, ତଦନ୍ତ ଜାରି

ଲହୁଣୀପଡା, ୧୨।୫ (ଡି.ଏନ.ଏ): ଲହୁଣୀପଡା ବ୍ଲକ ଭୁତୁଡା ପଞ୍ଚାୟତ ଅଞ୍ଚଳରେ ଏକ ଗୋଦାମ ଘରୁ ୯୬ ବସ୍ତା ଚାଉଳ ଜବତ କରାଯାଇଛି । ଏହି ଘଟଣାରେ...

ଆଜି ପବିତ୍ର ଅଁଳା ନବମୀ

ସାକ୍ଷୀଗୋପାଳ,୨୩ା୧୧(ଡି.ଏନ୍‌.ଏ.):ସୋମବାର ଅଁଳାନବମୀ ଉପଲକ୍ଷେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ନୀତି ଅନୁଷ୍ଠିତ ହେବ। ପାରମ୍ପରିକ ବେଶଭୂଷା ଓ ଗହଣାରେ ଲାଗି ହୋଇ ମା’ ରାଧାରାଣୀ...

Advertisement
Archives

Model This Week