ଅନୁଷ୍କା ଶର୍ମାଙ୍କ ବେବି ବମ୍ପ୍‌ ସହ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ କୋହଲିଙ୍କୁ ଅନୁଷ୍କାଙ୍କ ବେବି ବମ୍ପ୍‌ ସହ ଦେଖିବାକୁ ମିଳୁଛି।
ଏହି ଫଟୋର ସତ୍ୟତା ଯାଞ୍ଚ କରିବା ପରେ ପ୍ରକୃତ କଥା ସାମ୍ନାକୁ ଆସିଛି। ପ୍ରକୃତରେ ଏହି ଫଟୋ ହେଉଛି ଅଭିନେତ୍ରୀ ଜେନେଲିଆ ଡି’ସୁଜା ଏବଂ ରିତେଶ ଦେଶମୁଖଙ୍କର। ଏହାକୁ ଏଡିଟ୍‌ କରାଯାଇି ଅନୁଷ୍କା ଏବଂ କୋହଲିଙ୍କ ଚେହେରାରେ ପରିବର୍ତ୍ତନ କରାଯାଇଛି। ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।
କୋହଲି ଏବଂ ଅନୁଷ୍କା ୨୦୧୭ ଡିସେମ୍ବର ୧୧ରେ ବିବାହ କରିଥିଲେ। ଏହା ପରଠାରୁ ସେମାନଙ୍କ ଘରକୁ କେବେ କୁନି ବେବି ଆସିବ, ସେ ନେଇ ପ୍ରଶଂସକମାନେ ଚାହିଁ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ନେଇ ଏଭଳି ଉତ୍ତର ଦେଲେ ଜାହ୍ନବୀ…

ମୁମ୍ବାଇ,୬।୩: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଶନିବାର ନିଜର ୨୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୭ ମାର୍ଚ୍ଚ ୬ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ।...

ପିକେଏଲ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ସେମିଫାଇନାଲରେ

ଅହମ୍ମଦାବାଦ, ୧୫।୧୦ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ବୁଲ୍ସ ଓ ୟୁ ମୁମ୍ବା ଚଳିତ ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌) ୭ମ ସିଜନର ସେମିଫାଇନାଲରେ ପ୍ରବେଶ...

୫ ମ୍ୟାଚ୍‌ରେ ଋତୁରାଜଙ୍କ ଚତୁର୍ଥ ଶତକ

ରାଜକୋଟ,୧୪।୧୨: ଚଳିତ ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ଅଧିନାୟକ ତଥା ଓପନର ଋତୁରାଜ ଗାଏକ୍ୱାଡ ତାଙ୍କର ଦମ୍‌ଦାର ଫର୍ମ ଜାରି ରଖିଛନ୍ତି। ସେ ଏପର୍ଯ୍ୟନ୍ତ ୫ଟି...

କ୍ରମାଗତ ତୃତୀୟ ପ୍ଳେ- ଅଫ୍‌ରେ ଦିଲ୍ଲୀ କ୍ୟାପିଟାଲ

ଶାରଜା,୨।୧୦: ୟୁଏଇରେ ଚାଲିଥିବା ଆଇପିଏଲ୍‌ ଫେଜ୍‌-୨ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଦ୍ୱିତୀୟ ଦଳ ଭାବେ ପ୍ଳେଅପ୍‌ରେ ନିଜ ସ୍ଥାନ ପକ୍କା କରିଛି। ଦଳ ଏଥିସହିତ...

ସିଏସ୍‌ଏ ଚେୟାରମ୍ୟାନଙ୍କୁ ଖବରଦାତାଙ୍କ ସହ ବଚସା ପଡ଼ିଲା ମହଙ୍ଗା

ଜୋହାନ୍ସବର୍ଗ, ୨୯ା୧- ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍‌ଏ)ର କାମଚଳା ଚେୟାରମ୍ୟାନ ଜ୍ରାକ୍‌ ୟାକୁବଙ୍କୁ ଇସ୍ତଫା ଦେବା ପାଇଁ ଆସିଛି ନିର୍ଦ୍ଦେଶ। ଜଣେ ଜର୍ନାଲିଷ୍ଟଙ୍କ ସହ ତାଙ୍କର...

କନିକାଙ୍କ ସଂସ୍ପର୍ଶରେ ଆସିଛନ୍ତି ବାପି!

ମୁମ୍ବାଇ: ବଲିଉଡ୍‌ ଗାୟିକା କନିକା କପୁର କରୋନା ଭାଇରସରେ ପୀଡିତ ହେବା ପରେ ତାଙ୍କୁ ନେଇ ଆସୁଛି କିଛି ନା କିଛି ଖବର। ନିକଟରେ ସେ...

ବେଲାରୁଷ ଅଲିମ୍ପିଆନଙ୍କୁ ଭିଜା ମଞ୍ଜୁର କଲା ପୋଲାଣ୍ଡ

ଟୋକିଓ, ୩ା୮ (ଏପି):ପୋଲାଣ୍ଡ ସୋମବାର ବେଲାରୁଷର ଜଣେ ଅଲିମ୍ପିକ ସ୍ପ୍ରିଣ୍ଟର କ୍ରିଷ୍ଟିନା ସିମାନୋସକାୟାଙ୍କୁ ଭିଜା ମଞ୍ଜୁର କରିଛି। କ୍ରିଷ୍ଟିନା କହିଛନ୍ତି, ଟିମ୍‌ ଅଫିସିଆଲ ତାଙ୍କୁ ବାଧ୍ୟତାମୂଳକ...

ସୈଫଙ୍କ ମୁଣ୍ଡ ଫ୍ରାଇଂ ପ୍ୟାନ୍‌ରେ ଫଟାଇ ଦେବାକୁ ଚାହୁଁଥିଲେ ଅମୃତା, କାରଣ ଜାଣିଲେ…

ବମ୍ବେ: ଏକ ସମୟରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଅମୃତା ସିଂହ ଜଣେ ଥିଲେ। ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ସେ। ହେଲେ ନିଜଠାରୁ...

Advertisement
Archives

Model This Week