କରୋନାକୁ ହରାଇଲେ ଅମିତାଭ ବଚ୍ଚନ

କରୋନା ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ମେଗାଷ୍ଟାର ଅମିତାଭ ବଚ୍ଚନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ପୁଅ ଅଭିଷେକ ଟୁଇଟରରେ ସୂଚନା ଦେଇଛନ୍ତି। ପିତା କରୋନା ନେଗେଟିଭ୍‌ ଚିହ୍ନଟ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେ ଏବେ ଘରେ ରହି ବିଶ୍ରାମ ନେବେ ବୋଲି ସେ କହିଛନ୍ତି। ଆରୋଗ୍ୟ କାମନା କରିଥିବା ବ୍ୟକ୍ତିମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ଚର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ଐଶ୍ଚର୍ଯ୍ୟା ଏବଂ ଆରାଧ୍ୟା ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅଭିଷେକ ଏବେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଲ ଦ୍ୟାଟ୍‌ ବ୍ରିଥ୍‌ସ’କୁ ମିଳିଲାନି ଓସ୍କାର

ଚଳିତବର୍ଷର ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଓସ୍କାର ୨୦୨୩ରେ ଭାରତକୁ ଗୋଟିଏ ନୁହେଁ, ତିନୋଟି ବିଭାଗରେ ନାମାଙ୍କନ ମିଳିଥିଲା। ଶୌନକ ସେନ୍‌ଙ୍କ ‘ଅଲ ଦ୍ୟାଟ୍‌ ବ୍ରିଥ୍‌ସ’...

ଡ୍ରଗ୍ସ ମାମଲାରେ ଗିରଫ ହେଲେ ଆଉ ଜଣେ ଅଭିନେତ୍ରୀ

ନୂଆ ଦିଲ୍ଲୀ, ୪।୧: ଡ୍ରଗ୍ସ ମାମଲା ଏବେ ଆଉ ଜଣେ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ସେ ଜଣେ ଟଲିଉଡ୍‌ ଅଭିନେତ୍ରୀ ବୋଲି ଜଣାପଡ଼ିଛି। ତାଙ୍କର ବୟସ...

ଜନ୍ମଦିନରେ ଗରିବଙ୍କୁ କମ୍ବଳ ବାଣ୍ଟିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ଉର୍ବଶୀ ରୌତେଲା ଇତିମଧ୍ୟରେ ୨୭ ବର୍ଷର ହୋଇଯାଇଛନ୍ତି। ନିଜର ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପ୍ରସିଦ୍ଧ ଉର୍ବଶୀ ଜନ୍ମଦିନରେ...

ଗୁମର ଖୋଲିଲେ ଶୈଫାଲୀ: ‘ବିଗ୍‌ ବସ୍‌’ ଘରେ ହୁଏ ଚୋରି

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର କ୍ରେଜ୍‌ ପୁଣି ଥରେ ଦର୍ଶକଙ୍କୁ ମତୁଆଲା କରିଛି। ସବୁଥର ଭଳି ଚଳିତ ଥର ମଧ୍ୟ ଶୋ’ ନିର୍ମାତା...

ନିଜକୁ ମୁର୍ଖ କହିଲେ ବିଗ୍‌ ବି

ବଲିଉଡର ମହାନାୟକ ଅମିତାଭ ବଚ୍ଚନ କେବଳ ଅଭିନୟ ନୁହେଁ, ହୋଷ୍ଟିଂରେ ମଧ୍ୟ ପାରଦର୍ଶିତା ହାସଲ କରିଛନ୍ତି। ସେ ଏବେ କୌନ ବନେଗା କରୋଡପତି ହୋଷ୍ଟ କରୁଛନ୍ତି।...

ଡ୍ରଗ୍ସ ନିଶାରେ ୨ ଦିନ ପରେ ଉଠିଥିଲେ ଏହି ଅଭିନେତା, ତା’ପରେ ଘଟିଥିଲା ଏମିତିି

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଇଣ୍ଡଷ୍ଟ୍ରିରେ ତିଷ୍ଠିବାକୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଯଦିଓ ସେ କଳାକାର ପରିବାରରୁ ଆସିଥିଲେ ତଥାପି ଅଭିନୟ ଯାଦୁରେ ସେ...

ଦେଖା ହେଲା ପ୍ରେମ ହେଲା

ପ୍ରେମ କେତେବେଳେ କେଉଁଠି ହୁଏ ତାହା ଆକଳନ କରିବା କଷ୍ଟକର। ତେବେ ଅନେକ ସମୟରେ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଏ। ସେହି ପ୍ରେମକୁ ଆଗେଇ...

ଜାଣନ୍ତୁ ବାପାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ କ’ଣ କହିଲେ ପୁଅ

ବଲିଉଡ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଥୁନଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ...

Advertisement
Archives

Model This Week