Posted inଜାତୀୟ

ଅତୀତର ଭୁଲ୍‌ ପାଇଁ ବର୍ତ୍ତମାନର ଶାନ୍ତି ଭଙ୍ଗ ହେବା ଉଚିତ ନୁହେଁ…

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ମେହରୁଲି ଅଞ୍ଚଳରେ ଥିବା କୁତବ୍‌ ମିନାର ପରିସରରେ ୨୭ ମନ୍ଦିରର ପୁନରୁର୍ଦ୍ଧାର ନେଇ ଏକ ମାମଲା କୋର୍ଟରେ ଦାଖଲ ହୋଇଛି। ଏହାର ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ କହିଛନ୍ତି ଯେ, ଅତୀତର ଭୁଲ୍‌ ପାଇଁ ବର୍ତ୍ତମାନର ଶାନ୍ତି ଭଙ୍ଗ ହେବା ଉଚିତ ନୁହେଁ।

ଏନେଇ ଦାଖଲ ହୋଇଥିବା ସିଭିଲ୍‌ ସୁଟ୍‌ରେ ଉଲ୍ଲେଖ କରାଯାଇଛି ଯେ, କୁତବ୍‌ ମିନାର ପରିସରରେ ଜୈନ ତୀର୍ଥଙ୍କର ପ୍ରଭୁ ରିଶଭ ଦେବଙ୍କ ମୂର୍ତ୍ତି ସହିତ ପ୍ରଭୁ ବିଷ୍ଣୁଙ୍କର ମୂର୍ତ୍ତି ମଧ୍ୟ ରହିଥିଲା। ଏହାର ପରିସର ମଧ୍ୟରେ ଥିତ୍ବା କ୍ୱୟତ୍‌-ଉଲ୍‌-ଇସଲାମ୍‌ ମସଜିଦ୍‌ ମଧ୍ୟରେ ଏସବୁ ମୂର୍ତ୍ତି ଥିବା ଆବେଦନ ପତ୍ରରେ ଦର୍ଶାଯାଇଛି।

କୋର୍ଟ କହିଛନ୍ତି ଯେ, ୧୯୯୧ ଉପାସନା ପୀଠ ଅଧିନିୟମ (ପ୍ଲେସ୍‌ ଅଫ୍‌ ଓ୍ବରଶିପ୍‌ ଆକ୍ଟ)ର ଧାରା ୭ର ୧୧-କ ଅନୁସାରେ ସ୍ଥିତାବସ୍ଥା ବଜାୟ ରଖାଯିବା ଆବଶ୍ୟକ ବୋଲି ସିଭିଲ୍‌ ଜଜ୍‌ ନେହା ଶର୍ମାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି।

୧୧୯୮ରେ ମୋଗଲ ରାଜା କୁତ୍‌ ବୁଦ୍ଦିନ୍‌ ଆଇବାକ୍‌ ଏଠାରେ ଥିବା ୨୭ ହିନ୍ଦୁ ଏବଂ ଜୈନ ମନ୍ଦିର ଭାଙ୍ଗି କୁତବ୍‌ ମିନାରର ନିର୍ମାଣ କରିଥିବା ଆବେଦନ ପତ୍ରରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri