ଅମିତାଭ, ରେଖାଙ୍କ ପରେ ଜୋୟାଙ୍କ ଘର ହେଲା ସିଲ୍‌ !

ମୁମ୍ବାଇ: ବଲିଉଡ୍‌ରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ନିକଟରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାରର ୪ ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏହାସହ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଖବର ଆସିବା ପରେ ଏମାନଙ୍କ ଘରକୁ ସିଲ୍‌ କରି ଦିଆଯାଇଛି। ଏବେ ଖବର ଆସିଛି କି ବଲିଉଡ୍‌ ନିର୍ଦ୍ଦେଶକ ଜୋୟା ଅଖତରଙ୍କ ଘରକୁ ମଧ୍ୟ ସିଲ୍‌ କରାଯାଇଛି। ସୂଚନା ମୁତାବକ ଜୋୟାଙ୍କ ଘର ରେଖାଙ୍କ ଘରକୁ ଲାଗି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ବିଏମ୍‌ସି ଜୋୟାଙ୍କ ଘରକୁ ମଧ୍ୟ ସିଲ୍‌ କରି ଦେଇଛି। ଏପର୍ଯ୍ୟନ୍ତ ଜୋୟା କି ତାଙ୍କ ପରିବାରର କୌଣସି ସଦସ୍ୟ କରୋନାରେ ପୀଡ଼ିତ ଥିବା ଜଣାପଡି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ବେୟୋନ୍ସେ

ଲସ୍‌ଏଞ୍ଜେଲ୍ସ ୭ା୨:ଆମେରିକୀୟ କଣ୍ଠଶିଳ୍ପୀ, ସ୍ବର ସଂଯୋଜିକା ଏବଂ ଡ୍ୟାନ୍ସର ବେୟୋନ୍ସେ ସର୍ବାଧିକ ‘ଗ୍ରାମୀ ଆଓ୍ବାର୍ଡ’ ଜିତି ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକାର ଲସ୍‌ଏଞ୍ଜେଲ୍ସଠାରେ...

ରଣବୀରଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅନ୍ୟତମ। ଦୁହେଁ ପ୍ରଥମ ଥର ପାଇଁ ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ...

କାହାକୁ ନ ଜଣାଇ ଏହି ଅଭିନେତ୍ରୀ କରିଥିଲେ ଗୃହପ୍ରବେଶ: ଏବେ ପଡ଼ିଗଲେ ଧରା

ବଲିଉଡ୍‌ ପରେ ହଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ, ଏବେ ତାଙ୍କ ପୁସ୍ତକ ‘ଅନ୍‌ଫିନିଷ୍ଟ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ପୁସ୍ତକରେ...

ଶାହରୁଖଙ୍କ ଜନ୍ମଦିନରେ ଏମିତି କଲେ ଜୁହି ଚାଓ୍ବାଲା, ଜାଣିଲେ କରିବେ ପ୍ରଶଂସା

ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଆଜି ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖଙ୍କୁ...

ହାତକୁ ଦି’ହାତ ହେବେ ମୌନୀ ରାୟ!

ମୁମ୍ବାଇ : ବଲିଉଡ୍‌ରେ ବିବାହ ଋୁତୁ ଆରମ୍ଭ ହୋଇ ଯାଇଛି । କିଛି ସେଲିବ୍ରିଟି ଏହାରି ମଧ୍ୟରେ ହାତକୁ ଦି’ହାତ ହୋଇ ସାରି ଥିବା ବେଳେ...

ଏହି ଅଭିନେତ୍ରୀଙ୍କୁ ବୁଢ଼ି କହିବାରୁ ….

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ନିକଟରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ। ତାଙ୍କ ସହ ଅମୃତା ଅରୋରା ଓ...

‘ଥ୍ରୀଲର’ରେ ଓଡ଼ିଆ ଯୁବକ ରକ୍‌

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କ ଆଗାମୀ ଫିଲ୍ମ ‘ଥ୍ରୀଲର୍‌’ରେ ଓଡ଼ିଶା ଜନ୍ମିତ ଅପ୍‌ସରା ରାଣୀ ନାୟିକା ସାଜିଥିବାବେଳେ...

ଏହି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ଜିତିଲେ ଯୁବତୀ

ଫ୍ଲୋରିଡା,୧୭।୫: ମେକ୍ସିକୋର ଆଣ୍ଡ୍ରିଆ ମେଜା ୬୯ତମ ମିସ ୟୁନିଭର୍ସ ଟାଇଟଲ ଜିତିଛନ୍ତି। ଫ୍ଲୋରିଡାର ସେମିନୋଲ ହାର୍ଡ ରକ ହୋଟେଲ ଆଣ୍ଡ କସିନୋରେ ମିସ ୟୁନିଭସର ଗ୍ରାଣ୍ଡ...

Advertisement
Archives

Model This Week