ତାଲିବାନ ସ୍କୁଲରେ ଟ୍ରେନିଂ ନେଇଥିବା ପାଇଲଟଙ୍କ ଭିନ୍ନ ରୂପ

କାବୁଲ,୧୩ ।୨: ଯେବେଠାରୁ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେଲାଣି ସେବେଠାରୁ ସେଠାରେ ସଲାମିକ ରଙ୍ଗଢଙ୍ଗର କଥା ଅଧିକ ହେଉଛି । ତାଲିବାନି ନେତା ଦେଶର ଇସଲାମିକ କାଇଦା କଟକଣାକୁ କଡାକଡି ଭାବେ ପାଳନ କରୁଥିବା ବେଳେ ଏବେ ଏହି ପରିବର୍ତ୍ତନ ଫ୍ଲାଇଟର ପାଇଲଟ ଓ କ୍ର‌୍ୟୁ ମମ୍ବେରଙ୍କ ଉପରେ ବି ଲାଗୁ କରାଯାଇଛି । ଏଠାରେ ତାଲିବାନ ସ୍କୁଲରୁ ଟ୍ରେନିଂ ନେଇ ବାହାରିଥିବା ପାଇଲଟଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଫଟୋକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଫଟୋରେ ୩ ଜଣ ବ୍ୟକ୍ତିଙ୍କୁ ଦେଖିବା ପରେ ଲୋକେ ଏହାକୁ ନେଇ ହସିବେ ନା ଡରିବେ ତାହା ସ୍ଥିର କରିପାରୁ ନାହାନ୍ତି । ଫଟୋରେ ୩ ଣ ଆଫଗାନୀ ଯୁବକ ରହିଛନ୍ତି । ଏମାନେ ଆଖିରେ କଳା, ମୁଣ୍ଡରେ ଲମ୍ବା ଲମ୍ବା କେଶ ଓ ହାତରେ ଲାଇସେନ୍ସ ଧରିଥିବା ଦେଖାଯାଇଛି । ଏମାନଙ୍କ ବସିବାର ଶୈଳିବି ଅଲଗା ଲାଗୁଛି ।

ଜଣେ ଖବରଦାତା ଟୁଇଟରରେ ଏହି ଫଟୋକୁ ଶେୟାର କରି ଲେଖିଛନ୍ତି, ଏମାନେ ୩ ଜଣ ‘ତାଲିବାନ ପାଇଲଟ’ । ଏମାନେ ଆଫଗାନିସ୍ତାନର ତାଲିବାନ ସେଣ୍ଟରରେ ଗ୍ରାଜୁଏଟ ହେବାପରେ ସାର୍ଟିଫିକେଟ ଧରି ବାହାରିଛନ୍ତି । ଏମାନଙ୍କ ଲମ୍ବା କେଶ, ଦାଢି ଓ ପାଦରେ ଜୋତା ନ ଥିବା ନଜର ଆସିଛି । ଏମାନଙ୍କ ସାର୍ଟିଫିକେଟ ଉପରେ ହେଲିକପ୍ଟରର ଚିତ୍ର ଦେଖାଯାଇଛି । କୁହାଯାଉଛି କି ଏହି ସାର୍ଟିଫିକେଟ ଏମାନଙ୍କ ପାଇଲଟ ଲାଇସେନ୍ସ ଯାହାକୁ ତାଲିବାନ ଦେଇଛି । ଆଫଗାନିସ୍ତାନର ଏହି ଅଜବ ଲାଗୁଥିବା ଫଟୋକୁ ୮ମ ବ୍ରିଗେଡର ଆନ୍ତରିକ କମାଣ୍ଡର ମନ୍ତ୍ରଣାଳୟର ଜେନରାଲ ହାରୁନ ମୋବାରେଜ ବି ଶେୟାର କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମେଦବହୁଳତା ଯୋଗୁ ଜେଲ ଯିବାରୁ ବର୍ତ୍ତିଗଲେ ବଳାତ୍କାରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କାନବେରା: ଅପରାଧୀ ଯେତେ ଚାଲାକ ହୋଇଥାଉ ନା କାହିଁକି ଆଇନ ହାତରେ ଦିନେ ନା ଦିନେ ସେ ଧରାପଡେ। ହେଲେ ଜଣେ ଅବରାଧୀ ନିଜର ମେଦବହୁଳତା...

ନେପାଳ-ଭାରତ ମଧ୍ୟରେ ୭ ସୂତ୍ରୀୟ ଜଳ ସମାଧାନ ଚୁକ୍ତି

କାଠମାଣ୍ଡୁ,୨୪ା୯: ଜଳସମ୍ପଦ ସହ ଜଡ଼ିତ ନେପାଳ ଏବଂ ଭାରତର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୭ ସୂତ୍ରୀୟ ଚୁକ୍ତି ହୋଇଛି। ଜଳ ସମ୍ପଦ ମିଳିତ କମିଟିର ନବମ...

ଆଝାର ପ୍ରସଙ୍ଗରେ ସମୟସୀମାକୁ ଚାଇନାର ଅଗ୍ରାହ୍ୟ

ବେଜିଂ,୧୮ା୪(ପି.ଟି): ପାକିସ୍ତାନଭିତ୍ତିକ ଜେଇଏମ୍‌ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚାଇନା ବିଳମ୍ବ କରୁଛି। ଏପ୍ରିଲ ୨୩ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି...

ରହୁଥିବା ଠିକଣା କହିଲେ ଜେଲେନ୍‌ସ୍କି, ଶେୟାର କଲେ ଲୋକେଶନ୍‌

କ୍ୱିଭ୍‌, ୭ା୩: ୟୁକ୍ରେନ୍‌ ଉପରେ୧୩ ଦିନ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉନାହାନ୍ତି।...

ଆତ୍ମରକ୍ଷା ସହିତ ପାଲଟା ଆକ୍ରମଣ କରିବୁ: ଚାଇନାକୁ ତାଇଓ୍ବାନର ଚେତାବନୀ…

ତାଇପେ,୬।୩ : ଲଗାତର ଚାଇନା ତାଇଓ୍ବାନର ଆକାଶ ମାର୍ଗ ସୀମା ଉଲ୍ଲଂଘନ କରିବାରେ ଲାଗିଛି। ଏନେଇ ଏବେ ତାଇଓ୍ବାନ ଚାଇନାକୁ ଚେତାବନୀ ଦେଇଛି। ତାଇଓ୍ବାନ କହିଛି...

ଭାରତର କୋଭିଡ୍‌ ଭାକ୍ସିନକୁ ମିଳୁଛି ବିଶ୍ୱ ସ୍ତରରେ ପ୍ରଶଂସା; ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ନୂଆଦିଲ୍ଲୀ,୨୪।୧: କୋଭିଡ୍‌ -୧୯ ବିରୋଧରେ ଭାରତର ଭାରତର ଆଭିମୁଖ୍ୟକୁ ବିଶ୍ୱ ସ୍ତରରେ ମିଳୁଛି ପ୍ରଶଂସା। ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବିବାହ ବନ୍ଧନରେ ବାନ୍ଧି ହେଲେ ଟ୍ରମ୍ପଙ୍କ ଝିଅ

ଓ୍ବାଶିଂଟନ,୧୩ା୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଟିଫାନୀ ରବିବାର ତାଙ୍କର ଦୀର୍ଘଦିନର ପ୍ରେମିକ ମାଇକେଲ ବୋଲୋସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।...

ହିଜାବ ବିବାଦ ମଧ୍ୟକୁ ଲମ୍ଫ ମାରିଲା ପାକିସ୍ତାନ, ମରିୟମ କଲେ ଟୁଇଟ୍‌

ଇସଲାମାବାଦ,୧୦ ।୨: କର୍ନାଟକ ଉଡୁପି ଜିଲାର ଏକ ସରକାରୀ କଲେଜରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଦେଶର କିଛି ରାଜ୍ୟକୁ ବ୍ୟାପିଲାଣି । ପାକିସ୍ତାନ...

Advertisement
Archives

Model This Week