ୟାମୀଙ୍କୁ ନିଜର ‘ଲେଡି ଲକ’ କହିଲେ ଆଦିତ୍ୟ ଧର, ୨୦ ବର୍ଷର ସଂଘର୍ଷ ପରେ…

ବଲିଉଡ ନିର୍ଦ୍ଦେଶକ ଆଦିତ୍ୟ ଧର ଓ ଅଭିନେତ୍ରୀ ୟାମୀ ଗୌତମଙ୍କ ଯୋଡ଼ି ପୁଣି ଚର୍ଚ୍ଚାରେ। ଧୂରନ୍ଧର-୨ର ସଫଳତା ପରେ ଆଦିତ୍ୟ ଲୋକପ୍ରିୟତା ବଢିଯାଇଛି। ଲୋକଙ୍କୁ ତାଙ୍କ ସଫଳତା ରାତାରାତି ମିଳିଥିବା ଭଳି ଲାଗୁଥାଇପାରେ, କିନ୍ତୁ ଏଥିପାଇଁ ତାଙ୍କୁ ପ୍ରାୟ ୨୦ ବର୍ଷ ସଂଘର୍ଷ କରିବାକୁ ପଡ଼ିଛି ବୋଲି ଆଦିତ୍ୟ କହିଛନ୍ତି। ୨୦୦୬ରେ ମୁମ୍ବାଇ ଆସି ସେ ଆସିଷ୍ଟାଣ୍ଟ ଡିରେକ୍ଟର, ଗୀତିକାର ଓ ସଂଳାପ ଲେଖକ ଭାବେ କାମ କରିଥିଲେ। ୨୦୧୯ରେ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ଜରିଆରେ ନିର୍ଦ୍ଦେଶକ ଭାବେ ପରିଚୟ ପାଇଥିଲେ। ଏହି ଫିଲ୍ମ ପାଇଁ ସେ ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଥିଲେ। ପରେ ‘ଧୁରନ୍ଧର’ର ସଫଳତା ତାଙ୍କୁ ଦେଶବ୍ୟାପୀ ପରିଚିତ କରାଇଥିଲା।

ଆଦିତ୍ୟଙ୍କ କହିବା ଅନୁଯାୟୀ, ୟାମୀ ତାଙ୍କ ଜୀବନକୁ ଆସିବା ପରଠାରୁ ତାଙ୍କ ଭାଗ୍ୟ ବଦଳିଛି। ୟାମୀ ଜଣେ ସୁନା ହୃଦୟର ମଣିଷ। ତାଙ୍କ ଅଭିନୟ ପ୍ରତିଭାର ମାତ୍ର ୫୦ ପ୍ରତିଶତ ହିଁ ଦର୍ଶକ ଦେଖିଛନ୍ତି। ‘ଆର୍ଟିକଲ ୩୭୦’ ଓ ‘ହକ’ ଭଳି ଫିଲ୍ମରେ ତାଙ୍କ ଅଭିନୟ ଚମତ୍କାର। ଅନ୍ୟପଟେ ୟାମୀ କହିଛନ୍ତି, ଆଦିତ୍ୟଙ୍କ ସବୁଠାରୁ ବଡ଼ ଗୁଣ ହେଉଛି ତାଙ୍କ ସଚ୍ଚୋଟତା, ଦୃଢ଼ ଚରିତ୍ର ଓ କାମ ପ୍ରତି ନିଷ୍ଠା। ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ କଠିନ ପରିସ୍ଥିତିର ସାମ୍ନା କରିଥିଲେ ମଧ୍ୟ ସେ କେବେ ମନରେ ତିକ୍ତତା ରଖିନାହାନ୍ତି। ଆଦିତ୍ୟ ସେଟ୍‌ରେ ଲଗାତାର ୭୦ ଘଣ୍ଟା ପର୍ଯ୍ୟନ୍ତ ନ ଶୋଇ କାମ କରିଛନ୍ତି।

ପତ୍ନୀଙ୍କୁ ନିଜ ଫିଲ୍ମରେ ନେବା ପ୍ରସଙ୍ଗରେ ଆଦିତ୍ୟ କହିଛନ୍ତି, ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ସେ ସ୍ପଷ୍ଟ ସୀମା ରଖନ୍ତି। ତେଣୁ ୟାମୀଙ୍କ ସହ କାମ କରିବା କ୍ଷେତ୍ରରେ ମଧ୍ୟ ସେ ପେଶାଦାର ପ୍ରକ୍ରିୟାକୁ ଗୁରୁତ୍ୱ ଦିଅନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨.୩ କିମି ଖାଲି ପାଦରେ ଚାଲି ପ୍ରୋଟକଲ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ବିଜୟ: ବିଧାୟକଙ୍କ କୋକେଇରେ ଦେଲେ କାନ୍ଧ, ପ୍ରଶଂସକଙ୍କ ଆଖିରେ ଲୁହ

ଚେନ୍ନାଇ,୨୧।୧୧: ତାମିଲନାଡୁରେମାନବିକତା ଓ ସମ୍ମାନର ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି। ଦିବଙ୍ଗତ ଟିଭିକେ (TVK) ବିଧାୟକ ଭି.ଏସ. ବାବୁଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ…

‘ମୁଁ ଗ୍ଲେନ ଫିଲିପ୍ସଙ୍କୁ କିଛି ପାନୀୟ ପିଆଇବି’… ନିଜର ଶତକୀୟ ଇନିଂସ ପରେ କାହିଁକି ଏମିତି କହିଲେ କେ.ଏଲ. ରାହୁଲ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୧: ୱେଲିଂଟନରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ପରସ୍ପରର ମୁକାବିଲା କରୁଛନ୍ତି। କେ.ଏଲ. ରାହୁଲଙ୍କ ଶତକ (୧୩୬ ରନ) ବଳରେ, ତୃତୀୟ ଦିନର…

ବିହାରକୁ ନୀତୀଶ ସେତୁ ଭେଟି ଦେଲେ ମୋଦି, ଜାଣନ୍ତୁ ଏପରି ନାମ ଦେବାର କାରଣ

ପାଟନା,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ନଭେମ୍ୱର ୨୦୨୬ରେ ବିହାରର ବୈଶାଳୀ ଜିଲାରେ ଗଙ୍ଗା ନଦୀ ଉପରେ ର୍ନିମିତ ନୂଆ ‘ନୀତୀଶ ସେତୁ’ର ଉଦ୍ଘାଟନ କରିଛନ୍ତି। ଏହି…

୨୯ ବଲରୁ ୮୨ ରନ, ଏବେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବେ କି ସୂର୍ଯ୍ୟକୁମାର ? ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ,୨୧।୧୧: ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଭାରତୀୟ ଦଳକୁ ଫେରିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ତାଙ୍କରି ଅଧିନାୟକତ୍ୱରେ ହିଁ ଭାରତୀୟ ଦଳ ୨୦୨୬ ଟି-୨୦ ବିଶ୍ୱକପ ଟାଇଟଲ…

ବଦ୍‌ନାମରୁ ବର୍ତ୍ତିବା ପାଇଁ ଶିଶୁପୁତ୍ରକୁ କୂଅରେ ଫିଙ୍ଗିଦେଇଥିଲେ ମା’, ପ୍ରେମିକଙ୍କୁ ଗିରଫ କରି…

ସମ୍ବଲପୁର,୨୧ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଜୁମୁରା ଥାନା ଅଞ୍ଚଳରେ ୧୦ ମାସର ଶିଶୁପୁତ୍ରକୁ କୂଅରେ ପକାଇ ହତ୍ୟା କରାଯିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି…

ପାକିସ୍ତାନ କ୍ରିକେଟରେ ପୁଣି ହଟଚମଟ: ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ପଡ଼ିଲେ ମହମ୍ମଦ ରିଜୱାନଙ୍କ ସମେତ ୩ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୨୧।୧୧: ପାକିସ୍ତାନ କ୍ରିକେଟ୍ରେ ପୁଣି ହଟଚମଟ ସୃଷ୍ଟି ହୋଇଛି। ଦଳର ସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ନୂଆ ସେଣ୍ଟ୍ରାଲ…

ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଯାତ୍ରାବେଳେ ରିଲ୍ସ ଦେଖିଲେ ଜେଲ! କଡ଼ା ନିୟମ ଆଣୁଛି ରେଳବାଇ

ନୂଆଦିଲ୍ଲୀ,୨୧।୧୧: ଯାତ୍ରା ସମୟରେ ପ୍ରାୟତଃ ଦେଖିବାକୁ ମିଳେ ଯେ ପାଖ ସିଟରେ ବସିଥିବା କୌଣସି ଯାତ୍ରୀ ବିନା ଇୟରଫୋନରେ ଉଚ୍ଚ ସୱରରେ ରିଲ୍ସ ଦେଖୁଥାନ୍ତି କିମ୍ୱା ଫୋନରେ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା SI, ଏମିତି ଚରମ ପଦକ୍ଷେପକୁ ନେଇ…

ପୁରୁଷୋତ୍ତମପୁର,୨୧ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରରେ ଚାଞ୍ଚଲ୍ୟ। ଥାନା କ୍ୱାର୍ଟର୍ସରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କ ମୃତଦେହ ମିଳିବା ପରେ ପୋଲିସ ମହଲରେ ଆଲୋଡ଼ନ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?