ଦାଉ ସାଧ୍‌ଲା ବରଷା: ବାସହୀନ ହେଲେ ମା’ବାପ୍‌ ଛେଉଁଡ୍‌ କୁବେର

ଲାଠୋର, ୧୧ା୯ (ଡି.ଏନ୍‌.ଏ.): ଗଲା କେତେଦିନ ଧରି ହେଇଥିବାର ଲଘୁଚାପ ବରଷାରେ ବଲାଙ୍ଗୀର ଜିଲାରେ ବହୁତ୍‌ ଲୁକ୍‌କର କ୍ଷୟକ୍ଷତି ହେଇଛେ। ସେନ୍‌ତା ଜିଲାର ଖପ୍ରାଖୋଲ ବ୍ଲକ ଲାଠୋର ଗଁାର ଆରଝନେ ଗରିବ୍‌କଁର ଘର ବରଷା ପାଏନ୍‌ରେ ଭାଂଗି ଯାଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ଲାଠୋର ଗଁାର ତଲିପଡ଼ାରେ ସ୍ବର୍ଗତ ମଧୁସୂଦନ ଖର୍ସେଲ। ମାଏକିନା ପୁନେ, ଝି’ ଯଶୋବନ୍ତି ଆର ପୁଓ କୁବେରକୁଁ ନେଇ ତାକର ସୁଖର ସଁସାର ଥିଲା। ସଁପତି କହେଲେ ଏକ୍‌ରେ ଜମି ରହିଛେ। ଯେନ୍‌ ଏକ୍‌ରେ ଜମି ଅଛେ ସେଟା ବି ଚାଷ୍‌ବାସ କରବାର ବତ୍‌ରେ ନଁାଇଁନ। ସେଥିରଲାଗି ମଧୁସୂଦନ କୁଲିମଜୁରି କରବାର ସଂଗେ ଦାଦନ ଯାଇ କୁଟୁମ୍‌ ପୁଷୁଥିଲେ। ଅଭାବ ଅନାଟନ ଲାଗି ସେ ଜୀବନ୍‌ରେ ଭଲ ଘରଖଁଡ଼େ କରି ନାଇଁପାରି। ଆଏଜ୍‌କେ ୨୧ ବଛର ତଲେ ମଧୁସୂଦନ କୁଟୁମବସିଆ ଦାଦନ ଯାଇଥିଲେ। ସେଠାନେ ମାଏକିନା ପୁନି ନିଖୋଜ ହେଇଗଲେ, ତାକର ପତା ନାଇଁ ମିଲ୍‌ଲା। ମନ୍‌ଦୁଖ କରି ପରିବାର ଲୋକ ଗଁାକେ ଫିରିଥିଲେ। ଇ ଘଟନାର ବଛ୍‌ରେ ଉତାରୁ ମଧୁସୂଦନ ବି ଆରପାରକେ ଚାଲିଗଲେ। ଏନ୍‌ତାଥି ଦୁଇ ଭାଇବହେନ୍‌ ଅନାଥ ହେଇଗଲେ। ପଛେ କୁବେର ନିଜେ କୁଲିମଜୁରି, ଦାଦନ ଯାଇ ବହେନ୍‌କେ ବିହାଚୁରା କଲେ। ହେଲେ ଆଏଜତକ୍‌ କୁବେର ବି ଭଲ ଘରଖଁଡ଼େ ନାଇଁ କରିପାରି। ସେ ବାପ୍‌ ଅମଲୁଥିବାର ଦଦ୍‌ରା ଖପର ଘରେ ରହୁଛନ୍‌। ହେଲେ ଦିନାକେ ତଲେ ହେଇଥିବାର ଲଘୁଚାପ ବରଷା ତାହାକୁ ବାସହୀନ କରିଦେଇଛେ। ପୁରନାକାଲିଆ ଘରଟା ବରଷାଥି ଭାଂଗି ଯାଇଛେ। ଏହେଦେ କୁବେର ନିଜର ବଡ଼ବାପା ଘରେ ଆଶ୍‌ରେ ନେଇଛନ୍‌। କୁଲିମଜୁରି କରି ନିଜର ପେଟ୍‌ ପାଲୁଛନ୍‌। ଇଆଡ଼େ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି କୁବେର ଆବେଦନ କରି ନିରାଶ ହେଇଛନ୍‌। କୁବେର ଲାଠୋର ରାଜସ୍ବ ନିରୀକ୍ଷକଁର ଅଫିସରୁ ଘରଭଂଗା ସାହାଯ୍‌ ବାବ୍‌ଦେ ପଲିଥିନ୍‌ ଖଁଡ଼େ ପାଇଛନ୍‌। ଏତ୍‌କିରେ ବିଭାଗ ବି ତାର ଦାଇତିଅ ସାରିଦେଇଛେ। ଜିଲା ପରଶାସନ ଇ ମା’ବାପ୍‌ ଛେଉଁଡ଼ ଗରିବ୍‌ ଯୁବକ୍‌କେ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପ୍ରେମ ସମ୍ପର୍କକୁ ନେଇ…

ବଲାଙ୍ଗୀର,୧୯।୧୨ : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର...

ଆଶ୍ଚର୍ଯ୍ୟ ହେଲେ ବି ସତ: ୬ ମାସରେ ୪ ଥର କାମୁଡ଼ିଛି ସାପ, ଦେଶୀ ଚିକିତ୍ସା କରି ବଞ୍ଚାଇଛନ୍ତି ଜୀବନ

ଦାରିଙ୍ଗବାଡି, ୧୯।୧୨ (ଅରୁଣ ସାହୁ ):୬ ମାସ ରେ ୪ ଥର ସାପ କାମୁଡ଼ିବା ଓ କାମୁଡ଼ିବା ପରେ ବଞ୍ଚିବା ତାହା ପୁଣି ଦେଶୀ ଚିକିତ୍ସା...

କଟକରେ ମା’ହେଲେ ଦଶମ ଶ୍ରେଣୀ ଛାତ୍ରୀ: ବଳାତ୍କାର ପରେ…

କଟକ,୧୯।୧୨: କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri