୧୮ରୁ ଶୀତରେ ଲାଗିବ ବ୍ରେକ୍‌

ଭୁବନେଶ୍ୱର,୧୩ା୧: ରାଜ୍ୟର ପୁଣି ଲେଉଟିଛି ଶୀତ। ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହୋଇ ଶୀତ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ୱାନୁମାନ କରାଯାଇଛି। ଏଭଳିସ୍ଥିତିରେ ରାଜ୍ୟରେ ୧୭ ତାରିଖ ଯାଏଁ ଶୀତ ଜାରି ରହିବ। ହେଲେ ପଶ୍ଚିମାଝଡ଼ ପ୍ରଭାବରେ ୧୮ତାରିଖରୁ ତାପମାତ୍ରା ବୃଦ୍ଧି ଘଟି ଶୀତରେ ବ୍ରେକ୍‌ ଲାଗିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ଏପରିକି ମଙ୍ଗଳବାର ଏବଂ ବୁଧବାର ଝାରସୁଗୁଡ଼ା, ଅନୁଗୋଳ ଏବଂ ବୌଦ୍ଧ ଜିଲାକୁ ଥଣ୍ଡା ପାଇଁ ୟେଲୋ ଓ୍ୱାର୍ନିଂ ଦିଆଯାଇଥିବା ବେଳେ ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡା, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଏବଂ ଜଗତ୍‌ତ୍ସିଂହପୁର ଜିଲାକୁ ଆଲର୍ଟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁମୁଡ଼ ହତ୍ୟାକାଣ୍ଡ ଘଟଣା: ସିନ୍‌ ରିକ୍ରିଏସନ୍‌ ପରେ ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର,୧୪ା୧(ସୁଶାନ୍ତ କୁମାର ସାହୁ): ଜମିବାଡ଼ି ବିବାଦ ପାଇଁ କକାଙ୍କ ପରିବାର ସଂଘବଦ୍ଧ ଆକ୍ରମଣରେ ପୁତୁରାଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ କକା ଓ କକାପୁଅ ଭାଇ (ବାପ-ପୁଅ)ଙ୍କୁ...

‘ରାହୁଲ ଗାନ୍ଧୀଙ୍କ ସହ ନେତୃତ୍ୱ ପରିବର୍ତ୍ତନକୁ ନେଇ କିଛି ଆଲୋଚନା ହୋଇନାହିଁ’, ସଫେଇ ଦେଲେ ଶିବକୁମାର

ବେଙ୍ଗାଲୁରୁ,୧୪।୧: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବୁଧବାର ସ୍ପଷ୍ଟ କରିଛନ୍ତି ଯେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ସମୟରେ କର୍ନାଟକରେ ନେତୃତ୍ୱ ପରିବର୍ତ୍ତନ ବିଷୟରେ...

ମଦ ପିଆଇ ନାଚ କରିବାକୁ ବାଧ୍ୟ କଲେ…ବ୍ରେନ ଟ୍ୟୁମର ପୀଡିତାଙ୍କୁ ଗଣବଳାତ୍କାର କଲେ ୬ ପୁରୁଷ

ପାଟନା,୧୪।୧:  ବିହାରର ପୂର୍ଣ୍ଣିଆରୁ ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସହରର ନେଭାଲାଲ ଚୌକରୁ ଜଣେ ଯୁବତୀଙ୍କୁ ଅପହରଣ କରି ୨୦ କିଲୋମିଟର...

ବୁର୍ଖା ପିନ୍ଧି କିଣି ପାରିବେନି ଗହଣା, ସୁନାଦୋକାନ ପ୍ରବେଶ ଉପରେ ପ୍ରତିବନ୍ଧକ!

ବିଳାସପୁର,୧୪।୧: ଛତିଶଗଡ଼ରେ ବୁର୍ଖା କିମ୍ବା ନିକାବ ପିନ୍ଧି ସୁନା ଦୋକାନରେ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଛତିଶଗଡ଼ ବୁର୍ଖା ଆସୋସିଏସନର ଏକ ଜରୁରୀକାଳୀନ ବୈଠକରେ ଏହି...

୨୦୨୬ରେ ର୍କଭ ଡିସପ୍ଲେ ଫୋନ ନେବା ଉଚିତ କି ନୁହେଁ? କିଣିବା ପୂର୍ୱରୁ ଜାଣି ନିଅନ୍ତୁ…

ଗୋଟିଏ ସମୟ ଥିଲା ଯେତେବେଳେ ଫୋଲ୍ଡେବଲ ସ୍ମାର୍ଟଫୋନଗୁଡ଼ିକୁ ଟେକ ଇଭେଣ୍ଟଗୁଡ଼ିକର ଏକ ସୱତନ୍ତ୍ର ଦୃଶ୍ୟ ଭାବରେ ବିବେଚନା କରାଯାଉଥିଲା, କିନ୍ତୁ 2026 ସୁଦ୍ଧା, ଏହି ପ୍ରଯୁକ୍ତି...

ଧରିତ୍ରୀ ପ୍ରଭାବ: ଦୀର୍ଘଦିନ ପରେ ନିର୍ମାଣ ହେଲା ରାସ୍ତା, ଭିତ୍ତିପ୍ରସ୍ତର ସ୍ଥାପନ କରି ଏମ୍‌ପି କହିଲେ…

ଜି.ଉଦୟଗିରି,୧୪ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ବୁଧବାର ଜି.ଉଦୟଗିରି ପରିଷଦ ଅନ୍ତର୍ଗତ ଦୁଇଟି ପିଚୁ ରାସ୍ତା ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିବା...

୨୦୦୦ ଟଙ୍କିଆ ମାସିକ SIP କରି ହୁଅନ୍ତୁ ମାଲାମାଲ, ବର୍ଷକୁ ୧୨ ଲକ୍ଷ ରୋଜଗାର; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୧୪।୧: ଧନୀ ହେବା ପାଇଁ ବହୁତ ପୁଞ୍ଜି ନିବେଶ କରିବା ଆବଶ୍ୟକ ନୁହେଁ। ଆପଣ ଅଳ୍ପ ସଞ୍ଚୟରୁ ମଧ୍ୟ ବଡ଼ ପାଣ୍ଠି ତିଆରି କରିପାରିବେ। ଏହା...

କ’ଣ ଏହି Digital Condom? କେମିତି କରେ କାମ, ପ୍ରାଇଭେଟ୍‌ ସମୟରେ…

କଣ୍ଡୋମ ଶବ୍ଦଟି ଯେତେବେଳେ ଆମେ ଚିନ୍ତା କରୁ ସେତେବେଳେ ପ୍ରଥମେ ଯାହା ମନକୁ ଆସେ ତାହା ହେଉଛି ବ୍ୟକ୍ତିଗତ ମୁହୂର୍ତ୍ତରେ ବ୍ୟବହୃତ ଏକ ଶାରୀରିକ କଣ୍ଡୋମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri