ନୂଆଦିଲ୍ଲୀ,୮।୫: ଜମ୍ମୁ, ରାଜସ୍ଥାନ ଏବଂ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ପାକିସ୍ତାନର ଏକାଧିକ ବିଫଳ ଆକ୍ରମଣ ପରେ, ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନ ବାୟୁସେନାର ଦୁଇଟି JF-17 ଏବଂ ଦୁଇଟି F-16 ଯୁଦ୍ଧବିମାନକୁ ସଫଳତାର ସହ ଗୁଳି କରି ଖସାଇଛି। ସୂଚନା ଅନୁସାରେ, ଭାରତୀୟ ସେନା ଜମ୍ମୁର ଅଖନୁର ଜିଲାରେ ଜଣେ ପାକିସ୍ତାନୀ ପାଇଲଟ ଏବଂ ରାଜସ୍ଥାନର ଜୈସାଲମାରରେ ବନ୍ଦୀ କରିଛି।


