ନୂଆଦିଲ୍ଲୀ,୨୦।୧୧: ଦେଶର ପ୍ରମୁଖ ଇ- କମର୍ସ ପ୍ଲାଟ୍ଫର୍ମ ମିଶୋ ଅନ୍ଲାଇନ ଠକେଇ ବିରୋଧରେ ଲଢ଼େଇ କରିବା ସହ ପ୍ଲାଟ୍ଫର୍ମରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିଛି। ଏପରିକି ମିଶୋ ଟ୍ରଷ୍ଟ, ନିଶ୍ଚିତତା ଉପରେ ରିପୋର୍ଟର ଦ୍ୱିତୀୟ ସଂସ୍କରଣକୁ ଉନ୍ମୋଚନ କରିଛି। ମିଶୋର ସକ୍ରିୟ ପଦକ୍ଷେପ ଓ ସୁରକ୍ଷା ଉପଭୋକ୍ତାଙ୍କ ବିଶ୍ୱାସ ବୃଦ୍ଧି ପାଇଁ ଜାରି ରହିଛି। ଏପରିକି ବ୍ରାଣ୍ଡ ବୈଷୟିକ ଉଦ୍ଭାବନ, ବିଶ୍ୱସ୍ତରୀୟ ବିଶେଷଜ୍ଞଙ୍କ ସହ ଯୋଗାଯୋଗ ଓ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦେଇ ବିଶ୍ୱସ୍ତରୀୟ ଇ-ବାଣିଜ୍ୟ ପ୍ଲାଟ୍ଫର୍ମରେ ସୁନାମ ଅର୍ଜନ କରିଛି। ସେହିଭଳି ପ୍ରୋଜେକ୍ଟ ବିଶ୍ୱାସର ଏକ ଅଂଶ ଭାବେ କମ୍ପାନୀର ଉତ୍ସର୍ଗୀକୃତ ବିଶ୍ୱାସ ଓ ସୁରକ୍ଷା ଦଳକୁ ମଜଭୁତ କରିବାକୁ ପ୍ରୟାସ କରୁଛି। ପ୍ଲାଟ୍ଫର୍ମରେ ଉପଭୋକ୍ତାଙ୍କ ବିଶ୍ୱାସ ବଜାୟ ରଖିବା ଉପରେ କମ୍ପାନୀ ଧ୍ୟାନଦେଇଛି। ରିସ୍କ ଇଣ୍ଟେଲିଜେନ୍ସ ବିଶେଷଜ୍ଞଙ୍କ ସହିତ ସହଭାଗିତା ଓ ଏହାର ସାମର୍ଥ୍ୟ ବଢ଼ାଇବା ଲାଗି କମ୍ପାନୀ ଏହାର ଗତିଶୀଳ ଦୃଶ୍ୟପଟରେ ବିପଦ ସୁରକ୍ଷାକୁ ସକ୍ରିୟ ଭାବେ ମୁକାବିଲା ଲାଗି ପ୍ରସ୍ତୁତ ରହିଛି। ଗତ ୧୨ ମାସ ମଧ୍ୟରେ ମିଶୋ ୨.୨ କୋଟିରୁ ଅଧିକ ଠକେଇ କାରବାରକୁ ରୋକିଛି। ମିଶୋର ମହାପ୍ରବନ୍ଧକ (ଫୁଲ୍ଫିଲ୍ମେଣ୍ଟ ଓ ଏକ୍ସପେରିମେଣ୍ଟ) ସୌରଭ ପାଣ୍ଡେ କହିଛନ୍ତି, ମିଶୋର ରଣନୀତିର ପ୍ରମୁଖ ଉପାଦାନ ହେଉଛି, ପ୍ରୋଜେକ୍ଟ ବିଶ୍ୱ ଏକ ବ୍ୟାପକ ପଦକ୍ଷେପ, ଯାହା ଉଭୟ ଗ୍ରାହକ ଓ ବିକ୍ରେତାଙ୍କ ମଧ୍ୟରେ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଇବା ଲାଗି ବିଭିନ୍ନ ପଦ୍ଧତିକୁ କାର୍ଯ୍ୟକାରୀ କରିଥାଏ। ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗକରି ସ୍ବତନ୍ତ୍ର ଏଜେନ୍ସି ଓ ପରାମର୍ଶଦାତାଙ୍କ ସହ ଯୋଗାଯୋଗ କରିବା ସହ କଠୋର ଅନ୍ ଗ୍ରାଉଣ୍ଡ ଅଡିଟ୍ କରିବା ସହ ଆମେ ଠକେଇ ରୋକିବା ଲାଗି ଚେଷ୍ଟା କରୁଛୁ।
ବାଇକ୍କୁ ଧକ୍କାଦେଲା ବାଇକ୍, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...
ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ
ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର ଗଣିଆନାଳ ଛକ...
ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...
କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!
୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...
ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…
ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...
ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍
ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...
ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି
ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...
ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର
ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...
Archives


