୧୧ରେ ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭିର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଜେଏସ୍‌ଡବ୍ଲ୍ୟୁ ଏମ୍‌ଜି ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭି (କ୍ରସଓଭର ୟୁଟିଲିଟି ଭେଇକିଲ) ଏମ୍‌ଜି ୱିଣ୍ଡସରର ଶୁଭାରମ୍ଭ ୨୦୨୪ ସେପ୍ଟେମ୍ବର ୧୧ରେ ହେବ ବୋଲି ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ଇଣ୍ଟେଲିଜେଣ୍ଟ ସିୟୁଭିରେ ଉଭୟ ଦୁନିଆର ସର୍ବୋତ୍ତମ ସୁବିଧା ସାଙ୍ଗକୁ ସେଡାନର ଆରାମ ଏବଂ ଏସୟୁଭି ପରି ପର୍ଯ୍ୟାପ୍ତର ସ୍ଥାନ ରହିଛି। ସେହିଭଳି ସିୟୁଭି ‘ଏରୋଗ୍ଲାଇଡ୍‌ ଡିଜାଇନ୍‌’ର ଉନ୍ନତ କାରିଗରି କୌଶଳ ସହିତ ଏକ ଉନ୍ନତ ଏରୋଡାଇନାମିକ୍ସକୁ ସମନ୍ବିତ କରିଥାଏ। ଏପରିକି ଏଥିରେ ୧୮ ଡାଇମଣ୍ଡ କଟ୍‌ ଆଲୟ ହୁଇଲ୍‌ ସହିତ ସର୍ବବୃହତ ଇନ୍‌ ସେଗମେଣ୍ଟ ହ୍ବିଲ୍‌ ବେସ୍‌ ରହିବ। ବିଶେଷ କରି ଏହା ଉତ୍ତମର ଡ୍ରାଇଭ୍‌ ଅନୁଭୂତି ପ୍ରଦାନ କରିବା ପାଇଁ ଏକ ଉନ୍ନତ ଗ୍ରାଉଣ୍ଡ କ୍ଲିୟରାନ୍ସ ପ୍ରଦାନ କରିବ। ଏମ୍‌ଜି ୱିଣ୍ଡସର ଇଭି ଆହ୍ବାନପୂର୍ଣ୍ଣ ପରିବେଶ ଏବଂ ଅତ୍ୟଧିକ ଗରମରେ ଉଚ୍ଚ ସହନଶୀଳତା ଓ କ୍ଷମତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି, କଚ୍ଛ, ଲେହ ଏବଂ ଉଦୟପୁରର ଆହ୍ବାନପୂର୍ଣ୍ଣ ଅଞ୍ଚଳରେ ଏହା ଯାତ୍ରା କରି ପ୍ରମାଣିତ ହୋଇଛି। ଏମଜି ୱିଣ୍ଡସର ଅଟୋ-ଟେକ୍‌ ବ୍ରାଣ୍ଡ୍‌ର ପୋର୍ଟଫୋଲିଓର ୬ଷ୍ଠ ଉତ୍ପାଦ ହୋଇଥିଲାବେଳେ ଏଥିରେ ଅନେକ ସେଗମେଣ୍ଟ ଫାର୍ଷ୍ଟ ବୈଶିଷ୍ଟ୍ୟ ସାମିଲ ରହିଛି। ଏପରିକି ଶିଳ୍ପ ପ୍ରଥମ ୧୫.୬ ଇଞ୍ଚର ‘ଗ୍ରାଣ୍ଡ ଭ୍ୟୁ ଟଚ୍‌ ଡିସପ୍ଲେ’ ସେଗମେଣ୍ଟର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ସହିତ ମନୋରଞ୍ଜନ, ନେଭିଗେଶନ୍‌ ଏବଂ ଯାନ ସେଣ୍ଟିସ ପାଇଁ ଏକ ସେଣ୍ଟ୍ରାଲ ହବ୍‌ ଭାବେ ଏହା କାର୍ଯ୍ୟ କରିଥାଏ। ବିସ୍ତୃତ ସ୍କ୍ରିନ୍‌ ଆକାର ଯାତ୍ରୀମାନଙ୍କୁ ସହଜରେ ନାଭିଗେଟ୍‌ ଓ ମନୋରଞ୍ଜନ ନିୟନ୍ତ୍ରଣ କରିବା ଏବଂ ଗାଡ଼ି ସେଣ୍ଟିସ୍‌କୁ ସହଜରେ ଆଡଜଷ୍ଟ କରିବାକୁ ସୁଯୋଗ ଦେଇଥାଏ। ଏମ୍‌ଜି ୱିଣ୍ଡସରରେ ଥିବା ୧୫.୬ ଇଞ୍ଚର ଟଚସ୍କ୍ରିନ୍‌କୁ ଇନ-କାର୍‌ ଅନୁଭୂତି ପୁନଃପରିବର୍ଦ୍ଧିତ କରିବା ପାଇଁ ଡିଜାଇନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri