ଅଷ୍ଟ୍ରେଲିଆରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ ମୋଦି, ଟୁଇଟ କରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ସିଡନୀ,୨୪।୫: ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ବୁଧବାର ଟୁଇଟ କରି ସୂଚନା ଦେଇଛନ୍ତି କି ୩ ଦେଶର ସଫଳ ଯାତ୍ରା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ, ପପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ ଯାତ୍ରା କରିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆରୁ ଭାରତ ଫେରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ ଅଷ୍ଟ୍ରେଲିଆ, ଅଷ୍ଟ୍ରେଲିଆ ସରକାର ଏବଂ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଆଲବନିଜଙ୍କୁ ଆତିଥ୍ୟ ପାଇଁ ମୁଁ ଧନ୍ୟବାଦ ଜଣାଉଛି। ଆମେ ଏକ ଜୀବନ୍ତ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତା ଦିଗରେ କାର୍ଯ୍ୟ ଜାରି ରଖିବୁ, ଯାହା ମଧ୍ୟ ବିଶ୍ୱବ୍ୟାପୀ ହିତ ପାଇଁ ଉଦ୍ଦିଷ୍ଟ ହେବ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଜନେସ ଲିଡର୍ସଙ୍କ ରାଉଣ୍ଡ ଟେବୁଲ ବୈଠକ ପରେ ୟୁନିଭରସିଟିଜ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟର୍ନିବାହୀ କ୍ୟାଟ୍ରିଓନା ଜ୍ୟାକସନ କହିଛନ୍ତି ଯେ ଆଜି ଆମ ସହିତ ପ୍ରଧାନମନ୍ତ୍ରୀ ମୋଦି ରହିବା ଏକ ସୌଭାଗ୍ୟର ବିଷୟ। ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ସମ୍ପର୍କ ଏକ ସୁବର୍ଣ୍ଣ ଯୁଗରେ ପ୍ରବେଶ କରୁଛି, ଏହା ଚମତ୍କାର ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲା ବିତର୍କ ପାଇଁ ମୁଁ ପ୍ରସ୍ତୁତ, ମୋଦି ରାଜି ତ: ରାହୁଲ

ନୂଆଦିଲ୍ଲୀ,୧୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ଆହ୍ବାନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଗ୍ରହଣ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ବିତର୍କରେ ସାମିଲ...

ପାକିସ୍ତାନ ଅଧିକୃତ କଶ୍ମୀରରେ ବିକ୍ଷୋଭକାରୀଙ୍କୁ ପୋଲିସର ଗୁଳି: ୨ ମୃତ

ଇସ୍‌ଲାମାବାଦ,୧୧ା୫: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଟିକସ ବୃଦ୍ଧି, ବିଦ୍ୟୁତ୍‌ ଅଭାବ ଏବଂ ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଜୋର୍‌ଦାର ହୋଇଛି। ଆନ୍ଦୋଳନକୁ ଦମନ କରିବା...

ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା: ୩୦୦ ରୁ ଅଧିକ ମୃତ, ହଜାର ହଜାର ଘର ନଷ୍ଟ

ନୂଆଦିଲ୍ଲୀ,୧୧ା୫: ଆଫଗାନିସ୍ତାନରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୩୦୦ ରୁ ଉର୍ଦ୍ଧ ଲୋକେ ପ୍ରାଣ ହରାଇଥିଲା ବେଳେ ହଜାର ହଜାର ଘର ନଷ୍ଟ ହୋଇଥିବା ମିଳିତ ଜାତିସଂଘ...

ଝାଡ଼ଖଣ୍ଡର ଆଦିବାସୀଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ? ଆସାମ ମୁଖ୍ୟମନ୍ତ୍ରୀ କହିଲେ କାରଣ…

ଦିସ୍‌ପୁର,୧୧।୫: ଆସାମ ଏବଂ ପଶ୍ଚିମବଙ୍ଗ ଭଳି ସୀମାନ୍ତ ରାଜ୍ୟ ପାଇଁ ବାଂଲାଦେଶର ଅନୁପ୍ରବେଶକାରୀମାନେ ଚିନ୍ତାର ବିଷୟ ପାଲଟିଛନ୍ତି। ଅନୁପ୍ରବେଶକାରୀଙ୍କ ଯୋଗୁ ଏହି ରାଜ୍ୟଗୁଡ଼ିକର ସୀମାନ୍ତ ଜିଲାଗୁଡ଼ିକର...

ଭାଜପା ସମ୍ବିଧାନରେ ବୟସକୁ ନେଇ କୌଣସି ବ୍ୟବସ୍ଥା ନାହିଁ- ମୋଦିଙ୍କ ଅବସରକୁ ନେଇ ଜବାବ ରଖିଲେ ନଡ୍ଡା

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦାବିକୁ ନେଇ ଭାଜପା ପ୍ରତିକ୍ରିୟା ରଖିଛି। ଜେଲରୁ ମୁକୁଳିବା ପରେ କେଜ୍‌ରିଓ୍ବାଲ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବସରକୁ ନେଇ...

ଭାଜପା ନିଜ ନେତାଙ୍କୁ ଛାଡ଼ିନାହିଁ, ଏଥର ନିର୍ବାଚନ ଜିତିଲେ ସବୁ ବିରୋଧୀ ଦଳ ନେତା ଜେଲ ଯିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରୁ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଯଦି...

ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି ପାଇଁ ଜାତିସଂଘରେ ସ୍ୱର ଉଠାଇଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ,୧୧।୫: ଦେଶରେ ଏବେ ମଧ୍ୟ କେତେକ ଅଞ୍ଚଳରେ ମହିଳାମାନଙ୍କ ମାସିକ ଋତୁସ୍ରାବ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲୋକମାନେ ପଛଘୁଞ୍ଚା ଦେଉଥିଲା ବେଳେ ମିଳିତ ଜାତିସଂଘର...

ଆସନ୍ତାକାଲି ବଡ଼ ବୈଠକ ଡାକିବେ କେଜ୍‌ରିଓ୍ବାଲ, ଏଜେଣ୍ଡାକୁ ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ,୧୧ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଛନ୍ତି। ଏହା ସହ ଜେଲ୍‌ରୁ ବାହାରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri