Posted inଜାତୀୟ

ଦୁବଇ ପଳାଇଲେ ଅଶରଫଙ୍କ ଶଳା, ଅତିକଙ୍କ ଓକିଲକୁ ରିମାଣ୍ଡରେ ନେବ ୟୁପି ପୋଲିସ

ଲକ୍ଷ୍ନୌ,୨୫।୪: ଉମେଶ ପାଲ ହତ୍ୟା ଘଟଣାରେ ଅତିକ ଅହମଦଙ୍କ ଓକିଲ ସୌତଲ ହନିଫଙ୍କ ଅଡୁଆ ବଢିବାରେ ଲାଗିଛି। ସୌତଲଙ୍କୁ ପୋଲିସ କଷ୍ଟଡିରେ ନେବାକୁ ଯୋଜନା କରୁଛି। କାରଣ ମାମଲାର ଯାଞ୍ଚ କରିବା ସମୟରେ ପୋଲିସ ଜାଣିବାକୁ ପାଇଛି କି ତାଙ୍କ ଫୋନରୁ ଅସଦଙ୍କୁ ଉମେଶ ପାଲଙ୍କ ଫଟୋ ପଠାଯାଇଥିଲା।

ସୌତଲ, ହନିଫ ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରୟାଗରାଜର ନୌନି ଜେଲରେ ଆଜୀବନ କାରାଦଣ୍ଡ ଭୋଗ କରୁଥିଲେ। ତାଙ୍କୁ ଉମେଶ ପାଲ ଅପହରଣ ମାମଲାରେ ଆଜୀବନ କାରାଦଣ୍ଡ ହୋଇଥିଲା। ଏବେ ପ୍ରୟାଗରାଜରେ ଧୁମନଗଞ୍ଜ ଥାନାର ପୋଲିସ ସୌତଲଙ୍କୁ ଉମେଶ ପାଲ ହତ୍ୟାକାଣ୍ଡରେ ଅପରାଧିଙ୍କୁ ହତ୍ୟା କରିବାର ଯୋଜନା କରିବା ଓ ସୁଟରଙ୍କୁ ସାହାଯ୍ୟ କରିବାକୁ ନେଇ ଅଭିଯୋଗ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଅଶରଫଙ୍କ ଶଳା ପୋଲିସକୁ ଲୁଚି ଦୁବଇ ଚାଲିଯାଇଛନ୍ତି। ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ସେ ପଶ୍ଚିମବଙ୍ଗର କୌଣସି ବିମାନ ବନ୍ଦରରୁ ଦୁବଇ ଚାଲିଯାଇଛନ୍ତି। ସେ ୨୫ ହଜାର ଟଙ୍କିକା ପୁରସ୍କାର ଘୋଷରା ହୋଇଥିବା ଆସାମି। ସଦ୍ଦାମ ବରେଲି ଜିଲାରେ ଅଶରଫଙ୍କ ସହ ସାକ୍ଷାତ୍‌ କରୁଥିଲେ ଓ ଅତିକଙ୍କ ହତ୍ୟା ପରେ ସେ ଦେଶଛାଡି ଚାଲିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri