କଫ୍‌ତାନ୍‌ ଫ୍ୟାଶନ

କଫ୍‌ତାନ୍‌ ହେଉଛି ଲମ୍ବା, ଢ଼ିଲାଢ଼ାଲା କୁର୍ତ୍ତୀ ଷ୍ଟାଇଲ୍‌ର ଏକପ୍ରକାର ଆଉଟ୍‌ଫିଟ୍‌; ଯାହାକୁ ମୁଖ୍ୟତଃ କଟନ୍‌ ହେଉ ଅବା ସିଲ୍କ ମ୍ୟାଟେରିଆଲ୍‌ରେ ତିଆରି କରାଯାଇଥାଏ। ଖରାଦିନେ ପିନ୍ଧିବା ପାଇଁ ଏହା ବେଷ୍ଟ। ଏହା ଦେଖିବାକୁ ଯେମିତି ଆକର୍ଷଣୀୟ, ପିନ୍ଧିବାକୁ ବି ସେମିତି କମ୍ଫଟେବଲ୍‌। ସବୁଠୁ ବଡ଼ କଥା, ଏହି ଷ୍ଟାଇଲ୍‌ର ଆଉଟ୍‌ଫିଟ୍‌ ସବୁ ପ୍ରକାରର ବଡ଼ି ଟାଇପ୍ସକୁ ବେଶ୍‌ ଭଲ ମାନିଥାଏ। ତେବେ କଫ୍‌ତାନ୍‌ ଆଉଟ୍‌ଫିଟ୍‌ର କ’ଣ ସବୁ ଲାଟେଷ୍ଟ ଟ୍ରେଣ୍ଡ ରହିଛି ଜାଣନ୍ତୁ ସେ ସମ୍ପର୍କରେ…

* ମାକ୍ସି ଡ୍ରେସ୍‌ ଓଭରସାଇଜ୍‌ କଫ୍‌ତାନ୍‌ : ଏହି ଟାଇପ୍‌ର କଫ୍‌ତାନ୍‌କୁ କ୍ୟାରି କଲେ ଲୁକ୍‌ ବେଶ୍‌ ଷ୍ଟାଇଲିଶ୍‌ ଲାଗିଥାଏ। ଅଫିସ୍‌କୁ ବି ଏହାକୁ ପିନ୍ଧି ଗଲେ କମ୍ଫଟେବଲ୍‌ ଲାଗେ। ତେବେ ପ୍ରିଣ୍ଟ ହେଉ ଅବା ପାର୍ଟନ ଡିଜାଇନ୍‌ର ମାକ୍ସି ଡ୍ରେସ୍‌ ଓଭରସାଇଜ୍‌ କଫ୍‌ତାନ୍‌ର ଏବେ ବେଶ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି।
* ସର୍ଟ ନାଇଟ୍‌ କଫ୍‌ତାନ୍‌: ଯେଉଁମାନଙ୍କୁ ସର୍ଟ ଲେଙ୍ଗ୍‌ଥ ଆଉଟ୍‌ଫିଟ୍‌ ପିନ୍ଧିବା ପସନ୍ଦ, ସେମାନେ ଚାହିଁଲେ ଏହି ଟାଇପ୍‌ର କଫ୍‌ତାନ୍‌କୁ ଟ୍ରାଏ କରିପାରିବେ। ବିଶେଷକରି ରାତି ସମୟରେ ଏହାକୁ ପିନ୍ଧିବା କମ୍ଫଟେବଲ୍‌ ହୋଇଥାଏ। କଳା, ନାଲି, ଧଳା ଓ ଆକାଶୀ ନୀଳ ରଙ୍ଗର ଏହି କଫ୍‌ତାନ୍‌ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

* କଫ୍‌ତାନ୍‌ କୁର୍ତ୍ତୀ : ଏହି ଷ୍ଟାଇଲ୍‌ର କୁର୍ତ୍ତୀ ଦେଖିବାକୁ ବେଶ୍‌ ଷ୍ଟାଇଲିଶ୍‌ ଓ ଏଲିଗେଣ୍ଟ ହୋଇଥାଏ। ଆଉଟିଂ ହେଉ ଅବା ଡେଲି ଓ୍ବେର୍‌ ଭାବେ ବି ଏହାକୁ ଆରାମରେ ଟ୍ରାଏ କରାଯାଇପାରେ।

* ଲଙ୍ଗ୍‌ ଟ୍ୟୁନିକ୍‌ କଫ୍‌ତାନ୍‌: ଅଫିସ୍‌ ପାର୍ଟି ହେଉ କିମ୍ବା କକ୍‌ଟେଲ୍‌ ପାର୍ଟି ଅଥବା ଘରେ କୌଣସି ଛୋଟମୋଟ ଗେଟ୍‌ ଟୁଗେଦର୍‌ ପାର୍ଟି ହେଉନା କାହିଁକି; ଏସବୁ କ୍ଷେତ୍ରରେ ଲଙ୍ଗ୍‌ ଟ୍ୟୁନିକ୍‌ କଫ୍‌ତାନ୍‌ ପିନ୍ଧିଲେ କମ୍ଫଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ।

* ଡିପ୍‌ ନେକ୍‌ କଫ୍‌ତାନ୍‌: ହଲିଉଡ୍‌ ଅଭିନେତ୍ରୀମାନଙ୍କର ଏହା ବେଶ୍‌ ପସନ୍ଦ। ଟ୍ରେଣ୍ଡି ଲୁକ୍‌ ପାଇଁ ଏ ଟାଇପ୍‌ର କଫ୍‌ତାନ୍‌ ବେଷ୍ଟ।

* କଲର୍‌ଫୁଲ୍‌ ସିଲ୍କ କଫ୍‌ତାନ୍‌ ଡ୍ରେସ୍‌: ବିଚ୍‌ରେ ବୁଲାବୁଲି କଲାବେଳେ ସିଲ୍କ ଫାବ୍ରିକ୍‌ର କଫ୍‌ତାନ୍‌ ପିନ୍ଧିଲେ ବେଶ୍‌ କମ୍ଫଟେବଲ୍‌ ଲାଗିଥାଏ। ଏହାକୁ ପିନ୍ଧିଲେ ଯେମିତି ଟ୍ରେଣ୍ଡି ଲାଗେ ସେମିତି ଗର୍ଜିୟସ୍‌ ଲୁକ୍‌ ବି ମିଳିଥାଏ। ବିଶେଷକରି ଏଥିରେ ହୋଇଥିବା ମଲ୍ଟିକଲର୍‌ ପାର୍ଟନ ଏହାକୁ ଅଧିକ ଆକର୍ଷଣୀୟ କରି ଦେଇଥାଏ।

* ଟି-ଲେଙ୍ଗଥ୍‌ କଫ୍‌ତାନ୍‌ ଡ୍ରେସ୍‌: ଯେଉଁମାନେ କମ୍ଫଟେବଲ୍‌ ଲୁକ୍‌ ସହ ନିଜ ଗୋଡ଼ର ସୌନ୍ଦର୍ଯ୍ୟକୁ ବି ସୋ-ଅପ୍‌ କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଟି- ଲେଙ୍ଗଥ୍‌ କଫ୍‌ତାନ୍‌ ଡ୍ରେସ୍‌ ପରଫେକ୍ଟ ହୋଇଥାଏ।

* ମଡର୍ନ ଓ୍ବାନ୍‌ ସୋଲ୍ଡର୍‌ କଫ୍‌ତାନ୍‌ ଡ୍ରେସ୍‌: ଏକ୍ସଟ୍ରିମ୍‌ଲି ଷ୍ଟାଇଲିଶ୍‌ ଓ ବୋଲ୍ଡ ଲୁକ୍‌ ଦେଇଥାଏ ଏହି ଟାଇପ୍‌ର କଫ୍‌ତାନ୍‌। ସେଥିପାଇଁ ଆଜିକାଲିର ମଡର୍ନ ଯୁବତୀମାନେ ପ୍ରାୟତଃ ଏହି ଷ୍ଟାଇଲ୍‌ର କଫ୍‌ତାନ୍‌ ଡ୍ରେସ୍‌କୁ ପିନ୍ଧିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।

ତେବେ ଯେ କୌଣସି ଟାଇପ୍‌ର କଫ୍‌ତାନ୍‌ ଡ୍ରେସ୍‌ ହେଉନା କାହିଁକି ତା’ସହିତ ସିମ୍ପଲ ଡିଜାଇନ୍‌ର ମ୍ୟାଚିଂ ଜୁଏଲେରୀ ଓ ହାଇହିଲ୍‌ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ଶରୀରର କେଉଁ କେଉଁ ଭାଗରେ ଥିବା କଳାଜାଇ ଖୋଲେ ପୂର୍ୱଜନ୍ମର ରହସ୍ୟ, ସତ ଜାଣିଲେ…

ଲୋକଙ୍କ ଶରୀରରେ ବାର୍ଥମାର୍କ ରହିଥାଏ। ଏହାକୁ ଏକ ସାଧାରଣ ଘଟଣା ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଚିହ୍ନଗୁଡ଼ିକର ଜ୍ୟୋତିଷଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ରହିଛି। ଜଣେ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

ଶନିଙ୍କ ରାଶିରେ ଗ୍ରହମାନଙ୍କର ମହାସଂଯୋଗ: ଜାନୁଆରୀରୁ ବଦଳିବ ଏହି ରାଶିଗୁଡ଼ିକର ଭାଗ୍ୟ

୨୦୨୬ ବର୍ଷର ଆରମ୍ଭ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଜାନୁଆରୀ ମାସ, ଏହାର ଦ୍ରୁତ ଗ୍ରହ ଗତି ଏବଂ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସହିତ,...

୨୦୨୬ ଆରମ୍ଭରୁ ୪ ଅଦ୍ଭୁତ ରାଜଯୋଗ: ଏସବୁ ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ସଫଳତା ସହ ଅପାର ଧନଲାଭ…

ଆଉ ଦୁଇ ସପ୍ତାହ ପରେ ଆସିବ ନୂଆବର୍ଷ ୨୦୨୬। ଏହାକୁ ନେଇ ଏବେଠାରୁ  ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି। ଏମିିତିରେ ଜ୍ୟୋତିଷମାନେ ମଧ୍ୟ ନୂଆ ବର୍ଷ କାହାପାଇଁ...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri