ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଜାରି କଲା ରିପୋର୍ଟ, ଶାହବାଜ-ଇମ୍ରାନ ସରକାର ଆରମ୍ଭରୁ ଅଧିକ ଭ୍ରଷ୍ଟ

ଇସଲାମାବାଦ,୨ ।୨: ଜର୍ମାନୀର ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ(ଟିଆଇ) ସଂସ୍ଥା ବାର୍ଷିକ ରିପୋର୍ଟ ଜାରି କରିଛି । ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଇମ୍ରାନ ଖାଁଙ୍କ ଅନୁଗାମୀ ସରକାରଙ୍କ ଅନୁଯାୟୀ, ପାକିସ୍ତାନ ପୂର୍ବାପେକ୍ଷା ଅଧିକ ଭ୍ରଷ୍ଟ ବୋଲି କୁହାଯାଇଛି । ଟିଆଇ ପାକିସ୍ତାନର ଅଧ୍ୟକ୍ଷ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି କି ପାକିସ୍ତାନର ସ୍କୋର ୨୭ ହୋଇଯାଇଛି ।
ଟ୍ରନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ମଙ୍ଗଳବାର ବାର୍ଷିକ ଭ୍ରଷ୍ଟାଚାର ରିପୋର୍ଟରେ ୨୦୨୨ କରପଶନ ପରସେପଶନ ଇଣ୍ଡେକ୍ସ(ସିପିଆଇ) ରିପୋର୍ଟ ଜାରି କରିଛି । ଯେଉଁଥିରେ ପାକିସ୍ତାନକୁ ସେହି ୧୦ ଦେଶ ସହ ଘୋଷଣା କରାଯାଇଛି, ଯେଉଁମାନେ ସିପିଆଇ ସ୍କୋରରେ ମହତ୍ୱପୂର୍ଣ୍ଣ ଅବନତି ଘଟିଛି । ପାକିସ୍ତାନର ୨୦୨୨ ସିପିଆଇ ସ୍କୋର ୨୦୨୧ର ୨୮ ତୁଳନାରେ ୨୭ ହୋଇଛି । ଟିଆଇ ଦ୍ୱାରା ୨୦୨୨ର ରିପୋର୍ଟରେ ମୁଲ୍ୟାଙ୍କନ କରାଯାଇଥିବା ମୋଟ ୧୮୦ ଦେଶ ମଧ୍ୟରୁ ପାକିସ୍ତାନର ର‌୍ୟାଙ୍କ ୧୪୦ରେ ରହିଛି । ସୂଚନାଯୋଗ୍ୟ, ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ପ୍ରତିବର୍ଷ ଭ୍ରଷ୍ଟାଚାର ସହ ଜଡିତ ସଂଖ୍ୟା ଉପରେ ରିପୋର୍ଟ ଜାରି କରିଥାଏ । ଏଥିରେ ବିଶ୍ୱରେ ଦେଶର ସ୍ଥିତିର ବର୍ଣ୍ଣନା କରାଯାଇଥାଏ ଓ ସଂସ୍ଥା ଭ୍ରଷ୍ଟାଚାରର ସ୍ଥିତି ଅନୁସାରେ ଦେଶର ସୂଚୀ ପ୍ରସ୍ତୁତ କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri