Posted inଫୁରସତ

ବିଚିତ୍ର ଫୁଲ

ଈଶ୍ୱର ଫୁଲଗୁଡ଼ିକୁ ଖୁବ୍‌ ସୁନ୍ଦର କରି ଗଢ଼ି ତୋଳିଛନ୍ତି। ଦୁନିଆରେ ଶହ ଶହ ପ୍ରକାରର ଫୁଲ ଫୁଟିଥାଏ। କିଛି ଫୁଲ ଏମିତି, ଯାହାକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କବିମାନେ ଫୁଲ ଉପରେ ଅନେକ କବିତା ବି ଲେଖିଛନ୍ତି। ଖାସ୍‌ କରି ଫୁଲର ସୌନ୍ଦର୍ଯ୍ୟରେ ମହିଳାମାନେ ଏତେ ମୁଗ୍ଧ ହୋଇଯାଆନ୍ତି ଯେ, ସେଗୁଡ଼ିକୁ ନେଇ ମୁଣ୍ଡରେ ଖୋସି ଥାଆନ୍ତି। ମାତ୍ର କିଛି ଫୁଲ ଅଛି, ଯାହା ଦେଖିବାକୁ ଅତି ବିଚିତ୍ର। ସେଥିମଧ୍ୟରୁ ବିଶାଳକାୟ ପଦ୍ମ ହେଉଛି ଅନ୍ୟତମ। ये फूल सुमात्रा के रेनफॉरेस्ट इलाकों में पाया जाता है. इसे जायंट पदमा (giant padma) भी कहते हैं. ये एक परजीवी पौधा इस पौधे में कोई तना, पत्तियां या जड़ें नहीं होती हैं. इसके फूल (Rafflesia arnoldii) देखने में बेहद गंदे होते हैं और परागन या पॉलीनेशन करने के लिए ये कीड़ों को बेहद गंदी गंध से अपनी ओर आकर्षित करते हैं. (फोटो: Canva)

ଏହି ଫୁଲ ସୁମାତ୍ରାର ବର୍ଷା ଜଙ୍ଗଲ ଅଞ୍ଚଳରେ ଦେଖାଯାଏ। ଏହା ଏକ ପରଜୀବୀ ଉଦ୍ଭିଦ। ଏହି ଉଦ୍ଭିଦର କୌଣସି ମୂଳ, ପତ୍ର କିମ୍ବା ଚେର ନାହିଁ। ଏହି ଫୁଲ ଦେଖିବାକୁ ଖୁବ୍‌ ବିଚିତ୍ର। ଏହାର ଗନ୍ଧରେ ପାଖକୁ ଯାଇହେବ ନାହିଁ। ମାତ୍ର କିଛି କୀଟ ଏହି ଗନ୍ଧରେ ଏହି ଫୁଲଆଡ଼କୁ ଆକର୍ଷିତ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri