୩୨ ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି, ଏହି ତାଲିକାରେ ରହିଛି…

ଓ୍ବାଶିଂଟନ,୩୦ା୧୧: ଦୁନିଆର ଅନେକ ଦେଶର ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେଇଥିବା ଦେଶ ତାଲିକାରେ ବର୍ତ୍ତମାନ ଆମେରିକାର ନାମ ଯୋଡ଼ାଯାଇଛି। ଆଜି ଅର୍ଥାତ୍‌ ନଭେମ୍ବର ୩୦ରେ ସମଲିଙ୍ଗୀ ବିବାହକୁ ଆମେରିକାରେ ଆଇନଗତ ସ୍ବୀକୃତି ମିଳିଛି। ଏହି ଦିନ ଆମେରିକା ପାଇଁ ଐତିହାସିକ ଦିନ। ଆମେରିକାର ସଂସଦ ଦ୍ୱାରା ସମଲିଙ୍ଗୀ ବିବାହ ବିଲ୍‌ ପାରିତ ହେବା ସହିତ ସୁପ୍ରିମକୋର୍ଟଙ୍କ ୨୦୧୫ ନିଷ୍ପତ୍ତି ପରେ ବିବାହ କରିଥିବା ହଜାର ହଜାର ସମଲିଙ୍ଗୀ ଦମ୍ପତିଙ୍କୁ ଆଶ୍ୱସ୍ତି ମିଳିଛି। ଏହି ନିଷ୍ପତ୍ତି ଅନୁଯାୟୀ, ସମଗ୍ର ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯାଇଥିଲା। ଏହା ସହିତ ବର୍ତ୍ତମାନ ଦୁନିଆର ଅତି କମ୍‌ରେ ୩୨ଟି ଦେଶରେ ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯାଇଛି। ଜାଣନ୍ତୁ ଏ ସମ୍ପର୍କରେ…

ସେହି ତାଲିକା ମଧ୍ୟରେ ଆର୍ଜେଣ୍ଟିନା (୨୦୧୦)
ଅଷ୍ଟ୍ରେଲିଆ (୨୦୧୭)
ଅଷ୍ଟ୍ରିଆ (୨୦୧୯ )
ବେଲ୍‌ଜିୟମ (୨୦୦୩)
ବ୍ରାଜିଲ (୨୦୧୩ )
କାନାଡା (୨୦୦୫)
ଚିଲି (୨୦୨୨ )
କଲମ୍ବିଆ (୨୦୧୬)
କୋଷ୍ଟାରିକା (୨୦୨୦)
ଡେନମାର୍କ (୨୦୧୨ )
ଇକ୍ୟୁଏଡର୍‌ (୨୦୧୯)
ଫିନ୍‌ଲାଣ୍ଡ (୨୦୧୦)
ଫ୍ରାନ୍ସ (୨୦୧୩)
ଜର୍ମାନୀ (୨୦୧୭)
ଆଇସଲ୍ୟାଣ୍ଡ (୨୦୧୦)
ଆୟର୍ଲାଣ୍ଡ (୨୦୧୫)
ଲକ୍ସେମବର୍ଗ (୨୦୧୫)
ମାଲ୍ଟା (୨୦୧୭)
ମେକ୍ସିକୋ (୨୦୧୦)
ନେଦରଲ୍ୟାଣ୍ଡ (୨୦୦୧)
ନ୍ୟୁଜିଲ୍ୟାଣ୍ଡ (୨୦୧୩)
ନରଓ୍ବେ (୨୦୦୯)
ପର୍ତ୍ତୁଗାଲ (୨୦୧୦)
ସ୍ଲୋଭେନିଆ (୨୦୨୨)
ଦକ୍ଷିଣ ଆଫ୍ରିକା (୨୦୦୬)
ସ୍ପେନ (୨୦୦୫)
ସ୍ବିଡେନ (୨୦୦୯)
ସ୍ବିଜରଲାଣ୍ଡ (୨୦୨୨)
ତାଇଓ୍ବାନ (୨୦୧୯)
ଯୁକ୍ତରାଜ୍ୟ (୨୦୨୦ )
ଯୁକ୍ତରାଷ୍ଟ୍ର (୨୦୧୫)
ଉରୁଗୁଏ ରେ(୨୦୧୩ ପରଠାରୁ) ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତ ମିଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri