Odisha Elections 2024
Posted inଜାତୀୟ

ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼

ପାଟନା,୨୧।୮: ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼ କରାଯାଇଛି। ଏହି ପଥର ମାଡ଼ରେ ଗାଡିର ଗ୍ଲାସ ଭାଙ୍ଗିଯାଇଛି। ଅବଶ୍ୟ ପଥର ଫିଙ୍ଗିବା ସମୟରେ ମୁଖ୍ୟମନ୍ତ୍ରୀ କାର୍‌ରେ ନ ଥିଲେ। ଏହି ଘଟଣା ସମ୍ପର୍କରେ ଅଧିକାରୀମାନେ କହିଛନ୍ତି, ଏହି ଘଟଣା ପାଟନା ଜିଲାର ଗୌରୀଚକ ପୋଲିସ ଷ୍ଟେଶନର ସୋହଗି ଗ୍ରାମରେ ଘଟିଛି। ଏଠାରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଗାଡିରେ ପଥର ଫିଙ୍ଗିଥିଲେ। ଏହି ଗାଡ଼ିରେ କେବଳ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଖରେ ଭୋଟ୍‌ ପରିଚୟପତ୍ର ନାହିଁ କି? ତଥାପି ଦେଇପାରିବେ ଭୋଟ୍‌… ଜାଣନ୍ତୁ କ’ଣ ରହିଛି ବ୍ୟବସ୍ଥା

ନୂଆଦିଲ୍ଲୀ,୨୪।୫: ସାଧାରଣ ନିର୍ବାଚନ ଲାଗି ବାଜିଛି ବିଗୁଲ। ଏପ୍ରିଲ ୧୯ରେ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ୨୦୨୪ରେ ୭ଟି ପର୍ଯ୍ୟାୟରେ ବିଭିନ୍ନ...

ମୋତେ ଭୋଟ ଦେଲେ ପୂଣ୍ୟ ମିଳିବ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪।୫:ଉତ୍ତର ପ୍ରଦେଶର ଏକ ବସ୍ତିରେ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଚାର ଅଭିଯାନ ସମୟରେ ସେ ନିଜକୁ ଇଶ୍ୱର ପ୍ରଦତ୍ତ କହିବା ସହ...

ପ୍ରଚାର ପାଇଁ ଏକାଠି ଦେଖାଯାଉ ନାହାନ୍ତି ରାହୁଲ-କେଜରିଓ୍ବାଲ, କାରଣରେ ବିସ୍ଫୋରକ ବୟାନ ଦେଲେ କଂଗ୍ରେସର ବଡ଼ ନେତା

ନୂଆଦିଲ୍ଲୀ,୨୪।୫: ଦିଲ୍ଲୀର ୭ ଲୋକ ସଭା ଆସନରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଏକାଠି ନିର୍ବାଚନ ଲଢୁଛି। ଆଉ ଏହି ସିଟ୍‌ରେ ମେ ୨୫...

୨ ମାସ ପାଇଁ କୋଲକାତାରେ ଲାଗୁ ହେବ ୧୪୪ ଧାରା

କୋଲକାତା,୨୪ା୫: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର କୋଲକାତାରେ ଧାରା ୧୪୪ ଲାଗୁ କରିବାକୁ ଚିନ୍ତା କରୁଛନ୍ତି। ଆସନ୍ତା ୨୮ ତାରିଖରୁ ୬୦ ଦିନ ପାଇଁ ୧୪୪...

ମେଧା ପାଟକର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୨୪ା୫: କୋର୍ଟ ମେଧା ପାଟକରଙ୍କୁ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତତ୍କାଳୀନ କେଭିଆଇସି ଅଧ୍ୟକ୍ଷ ତଥା ଦିଲ୍ଲୀର ବର୍ତ୍ତମାନର ଲେଫ୍ଟନାଣ୍ଟ ଗଭର୍ନର ଭି.କେ...

କର୍ନାଟକ ସେକ୍ସ ଭିଡିଓ ସ୍କାଣ୍ଡାଲ: ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ,୨୪।୫; କର୍ନାଟକ ସେକ୍ସ ଭିଡିଓ ସ୍କାଣ୍ଡାଲରେ ଜଡିତ ଏମପି ପ୍ରଜ୍ଜ୍ୱଳ ରେଭେନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି କେନ୍ଦ୍ର। ଆଜି ବୈଦେଶିକ ମନ୍ତ୍ରଣାଳୟ ଏମପି ରେଭାନ୍ନାଙ୍କୁ...

ଅଖିଳେଶଙ୍କ ଏହି ବିଧାୟିକା ଭାଜପା ପାଇଁ କରୁଛନ୍ତି ପ୍ରଚାର, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୨୪ା୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ଟି ଆସନରେ ଶନିବାର ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଏକ ଫଟୋ ସାମ୍ନାକୁ ଆସିଛି।...

ମୁଁ ପଳାତକ ନୁହେଁ, ପାସପୋର୍ଟ ସସ୍‌ପେଣ୍ଡ ହୋଇଥିବା ଯୋଗୁ ଭାରତ ଫେରିପାରୁନାହିଁ: ମେହୁଲ ଚୋକସୀ

ନୂଆଦିଲ୍ଲୀ,୨୪।୫: ଦେଶ ଛାଡ଼ିଥିବା ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କ ଏକ ବଡ଼ ବୟାନ ଶୁକ୍ରବାର ସାମ୍ନାକୁ ଆସିଛି। ତାଙ୍କୁ ‘ପଳାତକ’ କୁହାଯାଇପାରିବ ନାହିଁ, କାରଣ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri