ଓଡ଼ିଶା: ଆଜିର ଫଟୋ (ମେ ୨୧, ୨୦୨୨)

ସନ୍ତ୍ରାସବାଦ ନିରୋଧ ଦିବସ: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଛାତ୍ର ସଂସଦ ଡ୍ରାମାଟିକ ସୋସାଇଟି ପକ୍ଷରୁ ପୁରୁଣା ଆଉଟଡୋର ସମ୍ମୁଖରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ

 

ସନ୍ତ୍ରାସବାଦ ନିରୋଧ ଦିବସ  ଅବସରରେ ରାଜ୍ୟ ପୋଲିସର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ସୁନୀଲ କୁମାର ବଂଶଲ  ଶପଥ ପାଠ କରାଉଛନ୍ତି

 

କଟକ ପୌରନିଗମ କନ୍ଫରେନ୍ସ ହଲରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ  ସନ୍ତ୍ରାସବାଦ ନିରୋଧ ଦିବସ  ଉପଲକ୍ଷେ ଓଡ଼ିଶା ବିଧାନସଭାରେ ସଚିବ ଦାଶରଥି ଶତପଥି କର୍ମଚାରୀଙ୍କୁ ଶପଥପାଠ କରାଉଛନ୍ତି

ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ଭୁବନେଶ୍ୱର ରାଜୀବ ଭବନରେ ଥିବା ପ୍ରତିମୂର୍ତ୍ତିରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଉଛି

ସନ୍ତ୍ରାସବାଦ ନିରୋଧ ଦିବସରେ ଭୁବନେଶ୍ୱରସ୍ଥିତ ଲୋକ ସୂଚନା ଓ ସମ୍ପର୍କ ବିଭାଗ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସମୂହ ଶପଥପାଠ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୮ ଏପ୍ରିଲ, ୨୦୨୪)

ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରାରେ ଲୋକ ମାନେ ଯିବା ଆସିବା କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (୨୭ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ଓଲର୍ଡ ଟାଉନ୍ ଅଞ୍ଚଳରେ ତୃଷାର୍ତ୍ତ ବତକ ମାନେ ପାଣି ପିଉଛନ୍ତି     ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ଖରା     କଟକ ତୁଳସୀପୁର...

ଓଡ଼ିଶା: ଆଜିର ଫଟୋ (୨୫ ଏପ୍ରିଲ, ୨୦୨୪)

ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ପ୍ରଭାବିତ   ଖୋର୍ଦ୍ଧା ଜିଲ୍ଲା ପ୍ରସାଶନ ଏବଂ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବିଜେବି କଲେଜ ପରିସରରେ ଭୋଟର...

ଓଡ଼ିଶା: ଆଜିର ଫଟୋ (୨୪ ଏପ୍ରିଲ, ୨୦୨୪)

 କଟକ ନେତାଜୀ ବସ ଟର୍ମିନାଲ

ଓଡ଼ିଶା: ଆଜିର ଫଟୋ (୨୩ ଏପ୍ରିଲ, ୨୦୨୪)

କଟକ ଚୌଧୁରୀ ବଜ଼ାର ମଠ ସାହି ଠାରେ ଚୈତ୍ର ପୂର୍ଣ୍ଣିମାରେ ଅନୁଷ୍ଠିତ ଝାମୁ ଯାତ୍ରା       ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଇ.ଏସ୍.ଏଲ୍ ସେମିଫାଇନାଲ୍...

ଓଡ଼ିଶା: ଆଜିର ଫଟୋ (୨୨ ଏପ୍ରିଲ, ୨୦୨୪)

ମାତା ମଠ ରିଙ୍ଗରୋଡ ପାର୍ଶ୍ୱରେ ତାଳସଯ କିଣି ଖାଉଥିବା ଲୋକମାନେ

ଓଡ଼ିଶା: ଆଜିର ଫଟୋ (୨୧ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସୂର୍ଯ୍ୟଜ୍ୟୋତି କଳା କେନ୍ଦ୍ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ଶିଳ୍ପୀ ମାନେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି      ...

ଓଡ଼ିଶା: ଆଜିର ଫଟୋ (୨୦ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପପ୍ ଚିକ୍ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା     ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri