Posted inଫୁରସତ

ଜୈବ ବିବିଧତାର ସୁରକ୍ଷା କବଚ

ଭୂଭାଗରେ ପର୍ବତର ଅବସ୍ଥିତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ା ସମସ୍ତ ଭୂଭାଗର ୨୭% ଅଞ୍ଚଳ ପର୍ବତ ବା ପାହାଡ ଦ୍ୱାରା ଆଚ୍ଛାଦିତ। ଏପରିକି ସମୁଦ୍ର ମଧ୍ୟରେ ବି ପର୍ବତ ଅଛି ଯାହାକି ଦୀପ ଭାବେ ଦୃଶ୍ୟମାନ ହୋଇଥାଏ ା
ପାର୍ବତ୍ୟାଞ୍ଚଳର ଅଧିବାସୀମାନେ ମୁଖ୍ୟତଃ ସେମାନଙ୍କର ଜୀବିକା ନିର୍ବାହ ପାଇଁ ପର୍ବତ ଉପରେ ନିର୍ଭର କରିଥାନ୍ତି। ପର୍ବତ ୭୨ ମିଲିୟନ ଜନଜାତିଙ୍କ ଜୀବିକାର ଆଧାର ହୋଇଥାଏ ା ଅପରପକ୍ଷେ ପର୍ବତାଞ୍ଚଳ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣ ା ମାତ୍ର ଦୁଃଖର ବିଷୟ ଯେ, ପର୍ବତାରୋହୀ ଏବଂ ପର୍ଯ୍ୟଟକଙ୍କ ଦ୍ୱାରା ପର୍ବତାଞ୍ଚଳ ମଧ୍ୟ ଅନେକାଂଶରେ ପ୍ରଦୂଷିତ ହେଉଛି ା ସହରୀକରଣ ଓ ବ୍ୟାପକ ଶିଳ୍ପାୟନ ଦ୍ୱାରା ପର୍ବତ କ୍ଷୟ ହୋଇ ଚାଲିଛି ା ସମଗ୍ର ପୃଥିବୀର ପ୍ରାୟ ଦଶଭାଗରୁ ଏକ ଭାଗ ଲୋକେ ପାର୍ବତାଞ୍ଚଳରେ ବସବାସ କରିଥାନ୍ତି ା ତେଣୁ ପାହାଡ ପର୍ବତର ସୁରକ୍ଷା ପାଇଁ ଜାତିସଂଘ ଉଦ୍ୟମରେ ୨୦୦୩ରୁ ପ୍ରତିବର୍ଷ ଡିସେମ୍ବର ୧୧ରେ ଅନ୍ତର୍ଜାତିକ ପର୍ବତ ଦିବସ ପାଳନ କରାଯାଉଛି ା
ଦୃଷ୍ଟି କୋଣରୁ ପର୍ବତର ଉପସ୍ଥିତି ବେଶ୍‌ ରହିଛି। ପର୍ବତ ପବନର ଗତିକୁ ନିୟନ୍ତ୍ରଣ କରିଥାଏ ତେଣୁ ଏହା ହଜାର ହଜାର ମାଇଲ ଦୂରତା ପର୍ଯ୍ୟନ୍ତ ପରିବେଶକୁ ପ୍ରଭାବିତ କରିଥାଏ। ପର୍ବତ ପୃଥିବୀପୃଷ୍ଠରେ ପରିବେଶକୁ ନିୟନ୍ତ୍ରଣ କରିଥାଏ ଏବଂ ପରିସଂସ୍ଥା ଓ ଜୈବ ବିବିଧତାର ସୁରକ୍ଷା କବଚ ଭାବେ କାମ କରିଥାଏ। ପୃଥିବୀର ମଧୁରଜଳର ପ୍ରାୟ ଅର୍ଦ୍ଧାଧିକ ପର୍ବତରୁ ହିଁ ମିଳିଥାଏ। ଦକ୍ଷିଣ ଆମେରିକାର ଅଟାକାମା ମରୁଭୂମି ଓ ଆମାଜନ ଜଙ୍ଗଲ ମଧ୍ୟରେ ଆଣ୍ଡେସ୍‌ ପର୍ବତମାଳା ଅବସ୍ଥିତ। ଏହା ଦେଖାଯାଏ ଯେ ଏହି ପର୍ବତମାଳା ଯୋଗୁ ଅଟାକାମାରେ ବର୍ଷା ନ ହେଉଥିବାବେଳେ ଆମାଜନ ଜଙ୍ଗଲରେ ପ୍ରବଳ ବର୍ଷା ହୋଇଥାଏ। ହିମାଳୟ ପର୍ବତମାଳା ଦ୍ୱାରା ଭାରତରେ ତଥା ଏସୀୟ ମହାଦେଶରେ ପରିବେଶ ପ୍ରଭାବିତ ହୋଇଥାଏ। ତେଣୁ ପର୍ବତର ଗୁରୁତ୍ୱକୁ ଉପଲବ୍‌ଧି କରିବା ଆବଶ୍ୟକ।
-ଡ. ମାନସ ରଞ୍ଜନ ସେନାପତି, ଟ୍ରାଇଡେଣ୍ଟ ଏକାଡେମୀ ଅଫ୍‌ ଟେକ୍ନୋଲୋଜି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri