ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ହାତୀ ଉତ୍ତରାଖଣ୍ଡ ହାଲଡୱାନିର ହରିପୁର ଭଣ୍ଡେଭ ଗ୍ରାମରେ ପଶି ଉତ୍ପାତ କରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ହାତୀଟି ଗ୍ରାମ ଭିତକୁ ଖାଦ୍ୟ ଅନ୍ବେଷଣରେ ପଶି ଆସିଛି। ପରେ ସେଠାରେ କିଛି ସମୟ ଧରି ଉତ୍ପାତ ମଚାଇଛି। ଏହାପରେ ସ୍ଥାନୀୟ ଲୋକଙ୍କ ଚିତ୍କାର ଶୁଣି ହାତୀଟି ଦୌଡି ଦୌଡି ଜଙ୍ଗଲ ଅଭିମୁଖେ ପଳାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦିନେଶ ମନସେରା ଟୁଇଟ କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନମତ ଦେଇଛନ୍ତି।
उत्तराखंड के हल्द्वानी के
हरिपुर भानदेव गांव में एक घर के आंगन में हाथी आ पहुँचा है जहां जिसके बाद गांव वालों ने काफी शोर-शराबा मचाए तो हाथी जंगल की ओर निकल गया , जब तक हाथी इलाके में रह तब तक लोगो मे दहशत रही, आगे खतरा इस बात को लेकर बना हुआ है pic.twitter.com/21LOrz8BBO— DineshMansera (@dineshmansera) November 20, 2020