ସାମ୍‌ସଙ୍ଗ ଫୋନ୍‌ରେ ଗୁଗଲ ପ୍ରଡକ୍ଟକୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ,୨୯।୭: ଦକ୍ଷିଣ କୋରିଆ ଭିତ୍ତିକ କମ୍ପାନୀ ସାମ୍‌ସଙ୍ଗର ଫୋନଗୁଡିକରେ ଗୁଗଲ ପ୍ରଡକ୍ଟଗୁଡିକୁ ପ୍ରାଥମିକତା ମିଳିବାକୁ ଯାଉଛି। ଆଲ୍‌ଫାବେଟ୍‌ ଇଙ୍କ୍‌ର ଗୁଗଲ ଏବଂ ସାମ୍‌ସଙ୍ଗ ଇଲେକଟ୍ରୋନିକ୍ସ ମଧ୍ୟରେ ଏ ନେଇ ଏକ ବଡ ଡିଲ୍‌ ହେବାକୁ ଯାଉଛି ବୋଲି ବ୍ଲୁମବର୍ଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ଦ୍ୱାରା ସାରାବିଶ୍ୱରେ ବ୍ୟବହାର ହେଉଥିବା ସାମ୍‌ସଙ୍ଗ ହ୍ୟାଣ୍ଡସେଟଗୁଡିକରେ ହେଉଥିବା ସର୍ଚ୍ଚ କ୍ଷେତ୍ରରେ ଗୁଗଲକୁ ଅଧିକ ନିୟନ୍ତ୍ରଣ କ୍ଷମତା ମିଳିବ ବୋଲି ରିପୋର୍ଟରେ କୁହାଯାଇଛି। ସାମ୍‌ସଙ୍ଗ ବିଶ୍ୱର ସର୍ବବୃହତ୍ତ ସ୍ମାର୍ଟଫୋନ ନିର୍ମାତା ଭାବେ ପରିଗଣିତ ହେଉଛି। ଏହା ଗତ ଆର୍ଥତ୍କ ବର୍ଷରେ ସାରା ବିଶ୍ୱରେ ୩୦ କୋଟି ଫୋନ ବିକ୍ରି କରିବାକୁ ସକ୍ଷମ ହୋଇଛି। ସାମ୍‌ସଙ୍ଗର ଗାଲାକ୍ସି ଡିଭାଇସଗୁଡିକରେ ଗୁଗଲର ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ବ୍ୟବହାର ହେଉଛି। ବର୍ତ୍ତମାନର ଡିଲ୍‌ ମୁତାବକ ସାମ୍‌ସଙ୍ଗ ଫୋନରେ ଗୁଗଲର ଡିଜିଟାଲ ଆସିଷ୍ଟାନ୍ସ ବ୍ୟବହାରକୁ ବଢାଇବା, ପ୍ଲେ ଷ୍ଟୋର ଆପ୍‌ ବ୍ୟବହାର ଭଳି ପ୍ରସଙ୍ଗ ଉପରେ ଆଲୋଚନା ଜାରି ରହିଥିବା ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି। ସାମ୍‌ସଙ୍ଗ ୟୁଜରଙ୍କ ନିକଟରେ ଭାଲ୍ୟୁଯୁକ୍ତ ଦୈନିକ ଆକ୍‌ସେସ୍‌ ବଢାଇବା ଦିଗରେ ଗୁଗଲକୁ ଅଧିକ ସୁଯୋଗ ମିଳିପାରିବ। ସେହିଭଳି ସାମ୍‌ସଙ୍ଗର ଡିଭାଇସଗୁଡିକରେ ଏହାର ନିଜସ୍ବ ବିକ୍ସ ବି ଡିଜିଟାଲ ଆସିଷ୍ଟାନ୍ସ ବ୍ୟବହାର କମ୍‌ ହେବ। ଏହି ଡିଲ୍‌ ସାମ୍‌ସଙ୍ଗ ଲାଗି ଲାଭଜନକ ହେବ ବୋଲି କୁହାଯାଉଛି। କାରଣ କୋଭିଡ୍‌ ଯୋଗୁ କମ୍ପାନୀ ବର୍ତ୍ତମାନ ଚାହିଦା ହ୍ରାସର ସମ୍ମୁଖୀନ ହୋଇଛି। ଅନ୍ୟ ଆଣ୍ଡ୍ରଏଡ ଡିଭାଇସ ମେକରଙ୍କ ଭଳି ସାମ୍‌ସଙ୍ଗ ନିଜସ୍ବ ଆପ୍‌ଷ୍ଟୋର ଏବଂ ଡିଜିଟାଲ ଆସିଷ୍ଟାନ୍ସ ପ୍ରସ୍ତୁତ କରିପାରିବ ବୋଲି ଗୁଗଲର ମୁଖପାତ୍ର କହିଛନ୍ତି। ଆଣ୍ଡ୍ରଏଡ ପ୍ଲାଟଫର୍ମରେ ଏହା ଏକ ସର୍ବୋତ୍ତମ ଫିଚର। ୟୁଜର ଅଭିଜ୍ଞତା ବଢାଇବା ଲାଗି ଅଂଶୀଦାରଙ୍କ ସହ ନିୟମିତ ସମ୍ପର୍କରେ ରହିଛୁ। ଏଥିରେ କୌଣସି ପରିବର୍ତ୍ତନ କରିବା ଯୋଜନା ନାହିଁ ବୋଲି ମୁଖପାତ୍ର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri