କୋଣାର୍କ ଏକ୍ସପ୍ରେସରୁ ଜବତ ହେଲା ୧୬ କୋଟିର ସୁନା, ୪ଟି ବ୍ୟାଗ୍‌ରେ ଥିଲା ୩୨ କେଜି

ଭୁବନେଶ୍ୱର,୨।୩(ବ୍ୟୁରୋ): କୋଣାର୍କ ଏକ୍ସପ୍ରେସରୁ ୧୬ କୋଟି ଟଙ୍କାର ସୁନା ଜିଆର୍‌ପି ପୋଲିସ ଜବତ କରିଛି। ଜବତ ସୁନା ସହ ୪ ଜଣଙ୍କୁ ଅଟକ ରଖାଯାଇଛି।
ଖବର ଅନୁଯାୟୀ, କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ଜିଆର୍‌ପିକୁ ସୂଚନା ମିଳିଥିଲା । ପୂର୍ବ ସୂଚନା ଆଧାରରେ ଚଢାଉ କରାଯାଇଥିଲା। ଚଢାଉରେ ୪ଟି ବ୍ୟାଗରୁ ପାଖାପାଖି ୩୨ କେଜି ସୁନା ଜବତ ହୋଇଥିଲା । ଯାହାର ଦାମ ପ୍ରାୟ ୧୬ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ । ସେନେଇ କିଛି ସ୍ପଷ୍ଟ ହୋଇନି । ଅଧିକ ତଦନ୍ତ ପାଇଁ ଜିଏସ୍‌ଟି ଏବଂ ଆଇଟିକୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ ସଭାପତିଙ୍କୁ ସାମାଜିକ ବାସନ୍ଦ, ଗାଁରେ ଉତ୍ତେଜନା

ଗଞ୍ଜାମ,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ବିଭିନ୍ନ ପଞ୍ଚାୟତରେ ସାମାଜିକ ବାସନ୍ଦ ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଗଞ୍ଜାମ ଥାନା ଅନ୍ତର୍ଗତ ରାଉଳିବନ୍ଧ ଗ୍ରାମର ସଭାପତି ପୁରୁଷୋତ୍ତମ...

କୂଳ ଖାଉଛି ଚିତ୍ରୋତ୍ପଳା, ପଥର ପ୍ୟାକିଂ ଦାବି

ମାର୍ଶାଘାଇ,୨୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଘବପୁର ପଞ୍ଚାୟତର ନରସିଂହପୁର ଗାଁ ନିକଟରେ ପ୍ରବାହିତ ଚିତ୍ରୋତ୍ପଳା ନଦୀ କୂଳ ଖାଇବାରେ ଲାଗିଛି। ଏଥିଯୋଗୁ ଗ୍ରାମବାସୀ...

ଜୁଲାଇ ୩୧ ଭିତରେ ମାଟ୍ରିକ ରେଜଲ୍ଟ, ଯୁକ୍ତ ୨ ଖାତା ମୂଲ୍ୟାୟନରେ ରହୁଛି ସମସ୍ୟା

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୋମବାର...

ବୁଡ଼ିଲା ପୋଲ: ଆନ୍ଧ୍ର- ଓଡିଶା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି,୧୨।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ୪ ଦିନ ଧରି ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲାର ସିଲେରୁ, ସାବେରୀ, ପୋଟେରୁ ଓ...

ଜୁନ୍‌ ୧୭ରୁ କାର୍ଯ୍ୟକ୍ଷମ ହେବ ୬୪ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର, ୧୦।୫(ବ୍ୟୁରୋ): ରାଜ୍ୟରେ ୨୫୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ରହିଛି। ଅବଶିଷ୍ଟ ୬୪ଟି ଆଦର୍ଶ ବିଦ୍ୟାଳୟକୁ ଆସନ୍ତା ଜୁନ ୧୭ ତାରିଖରୁ କାର୍ଯ୍ୟକ୍ଷମ କରାଯିବ।...

ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ,୮ା୨ (ଡି.ଏନ୍‌.ଏ.): ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଏହି...

ଲିଙ୍କ୍‌ ଫେଲ୍‌ ଯୋଗୁ ବ୍ୟାଙ୍କ ସେବା ଅଚଳ: ଗ୍ରାହକ ଅସନ୍ତୋଷ

କଣାସ, ୧୮।୭(ସ୍ବ.ପ୍ର.)-ଗ୍ରାମାଞ୍ଚଳର ଲୋକମାନଙ୍କୁ ସହଜରେ ବ୍ୟାଙ୍କସେବା ଯୋଗାଇଦେବା ପାଇଁ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଶାଖା ଖୋଲିବା ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର ଅନେକ ସମୟରେ ବ୍ୟାଙ୍କ...

ଏବେ ବି ୧୨ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୨୫ା୭(ଅନିଲଦାସ):ଲଘୁଚାପ ପରେ ଲଘୁଚାପ ହେଉଛି। ଚଳିତ ମାସରେ ୫ରୁ ଅଧିକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମାତ୍ର ଆଶାନୁରୂପ ବର୍ଷା ହେଉନାହିଁ। ଜୁଲାଇ ମାସ ଶେଷ...

Advertisement
Archives

Model This Week