ସୁଆସ୍‌ତିଅ ସେବାରୁ ବଁଚିତ୍‌ ୩ ଗରଭ୍‌ବତୀ ମହିଲା

 

ପର୍ଲା, ୭ା୧୨ (ଡି.ଏନ.ଏ.)-
ସରକାର ଗରଭ୍‌ବତୀ, ପ୍ରସୂତି ଆର ଛୁଆକର ଲାଗି ଅନେକ ଆଏଁଖ୍‌ ଦୁର୍‌ଶିଆ ପଦକ୍ଷେପ ନେଉଛନ୍‌। ଇଥିରଲାଗି ଗଁାଗଁାରେ ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲିଛନ୍‌। ସେନ୍‌ତା ଗଁାରେ ଆଶା କରମୀ ଆର ପଁଚେତ୍‌ ସ୍ତରରେ ସୁଆସ୍‌ତିଅ କରମୀ କାଯ୍‌ କରୁଛନ୍‌। ହେଲେ ଅନେକ ଜାଗାରେ ସରକାରୀ ଅଧ୍‌କାରୀ କରମ୍‌ଚାରୀକଁର ଖାମ୍‌ଖିଆଲି ମନଭାବ ଲାଗି ଗରଭ୍‌ବତୀ, ପ୍ରସୂତି ମହିଲାମାନେ ସୁଆସ୍‌ତିଅ ସେବା ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଲି ପଁଚେତ୍‌ ପଲସପାଣି ଗଁାରେ।
ସୂଚନା ଅନ୍‌ସାରେ ପଲସପାଣି ଗଁାର ୩ ଝନ୍‌ ମହିଲା ସରିତା ଦୂରିଆ(୨୬), ଧରିତ୍ରୀ କୋଟା(୨୦), ବାସନ୍ତି ନାଏକ(୨୫) ଗରଭ୍‌ବତୀ ଥିଲାବେଲେ ସୁଆସ୍‌ତିଅ ସେବାରୁ ବଁଚିତ୍‌ ହେଇ ରହିଛନ୍‌। ଗଁାରେ କେହି ମହିଲା ଗରଭ୍‌ଧାରନ କଲେ ପାସର ଅଙ୍ଗନଓ୍ବାଡି କେନ୍ଦ୍ରରେ ତାକର ନଁା ଲେଖାଯିବାର ବେବସ୍‌ତା ରହିଛେ। ହେଲେ ଦୁଖର କଥା ସରିତା ଦୂରିଆ ଗରଭ୍‌ଧାରନ କରବାର ଆଏଜ୍‌କେ ୫ ମାସ ବିତିଯାଇଥିଲେ ବି ସବୁ ପରକାର ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଗଁାର ଧରିତ୍ରୀ କୋଟା (୩ ମାସ) ଆର ବାସନ୍ତୀ ନାଏକ (୫ ମାସ) ଗରଭ୍‌ଧାରନ୍‌ କରବାର ବିତିଯାଇଥବଲେ ବି ସୁଆସ୍‌ତିଅ ସେବାରୁ ବଁଚିତ୍‌ ହେଇଥିବାର ଅଭିଯୋଗ କରିଛନ୍‌। ଥାନୀଅ ଅଙ୍ଗନଓ୍ବାଡି କରମୀ ଆର ଏଏନ୍‌ଏମକଁର ଖାମ୍‌ଖିଆଲି ମନଭାବ ଲାଗି ଇ ଗରଭ୍‌ବତୀ ମହିଲାମାନେ ସୁଆସ୍‌ତିଅ ସେବା ପାଏବାରୁ ବଁଚିତ୍‌ ହେଇଛନ୍‌ ବଲି ଗଁାର ଟଙ୍କଧର ଖମାରି, ଖଲେନ୍ଦ୍ର ପୋଟା, ସୁସାନ୍ତ ଦୂରିଆ, ଦିଲୀପ ଦୁରିଆ ପରମୁଖ ଅଭିଯୋଗ କରବାର ସଂଗେ ତାକର ବିରୋଧ୍‌ନେ କଡ଼ା ପଦକ୍ଷେପ ନେବାକେ ଦାବି କରିଛନ୍‌। ଇ ବାବ୍‌ଦେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ସଞ୍ଜୀବ କୁମାର ନାଏକକୁଁ ପଚରାଲରୁ ଘଟନାର ତଦଁତ୍‌ କରି ଯେତେ ଜଲଦି ହେବା ସେବା ଯୁଗେଇ ଦିଆଯିବା ବଲି ସେ କହିଥିଲେ। ଅଙ୍ଗନଓ୍ବାଡି କରମୀକୁଁ ପଚରାଲରୁ ଗରଭ୍‌ଧାରନ ବାବ୍‌ଦେ ଆମ୍‌କୁ ସୂଚନା ଦେଲେ ସିନା ଆମେ ଜାନ୍‌ମୁ ଆର ତାର ବେବସ୍‌ତା କରମୁ ବଲି ସେ କହିଥିଲେ। ସେନ୍‌ତା ଏଏନ୍‌ଏମକୁଁ ପଚରାଲାରୁ ଫିମାସ ଅଦଲବଦଲରେ ବାରିକପଡ଼ା ଆର ପଲସପାଣିରେ ଟୀକାକରନ ହେଉଛେ। ସେଥିରଲାଗି ଠିକ୍‌ ସମିଆରେ ଟୀକାକରନ ନାଇଁ ହେଇପାରବାର ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା

ଭବାନୀପାଟଣା/ଜୁନାଗଡ଼(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଳଦିଆମାଳ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ହାଇଓ୍ବା ଧକ୍କାରେ...

ପଦଯାତ୍ରା କରି ପ୍ରଚାର ଆରମ୍ଭ କଲେ ଲଳିତା

କେସିଙ୍ଗା,୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନରୁ ବିଜେଡି ଲଳିତା ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ସାଗର ଚରଣ ଦାଶଙ୍କୁ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri