ରାଏଜର ସୁଆର୍‌ଥ ଲାଗି ପଦଯାତ୍‌ରା: ଭଟଲିରେ ପୁହୁଁଚିଲେ ସତ୍ୟବ୍ରତ

ଭଟଲି,୨୦।୧୨ (ଡି.ଏନ୍‌.ଏ.)-ଆଏଜ୍‌କାଲିର ଜୀବନ୍‌ ଶଇଲିରେ ଆମେ ଯେଯାହାର କାମେ ବାଇ ରହୁଛୁଁ। ସଖାଲୁ ଉଠ୍‌ଲା ଖଟୁ ରାତିଥି ଖଟ୍‌କେ ଯିବାର ତକ୍‌ ଆମେ ସଭେ ଛୁଆପିଲାକୁଟୁମ, ବେପାରବନିଜ ଚିନ୍‌ତାରେ ରହୁଛୁଁ। ହେଲେ ଗୁରୁବାର ସଖାଲୁ ବରଗଡ଼-ଭଟଲି ରାସ୍‌ତାରେ ଏନ୍‌ତା ଝନେ ଯୁବକ ସଂଗେ ଭେଟ୍‌ ହେଇଥିଲା ଯେ, ରାଏଜର ହିତ୍‌ ଲାଗି ରାଏଜର ୩୧୪ଟା ବ୍ଲକକେ ପଦଯାତ୍‌ରାଥି ବାହାରିଛନ୍‌। ଇଆଡ଼େ ଶିତୁଆ ସକାଲ, ଲୋକ୍‌ ଖଟ୍‌ ନାଇଁ ଛାଡ଼ିଥିଲାବେଲେ ସେ ପହଁତିଆରୁ ଚାଲବାର ଆରମ୍‌ କରୁଛନ୍‌। ସେ ଯୁବକ ଝନକ ହେଉଛନ୍‌ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅଧୀନ ଭଗବାନସିନ୍ଧୋଳ ଗଁାର ସତ୍ୟବ୍ରତ ଦାଶ(୨୮)। ତାକର କହିବାର ହିସାବେ ସେ ଗଲା ଜୁଲାଇ ମାସର ୧୦ ତାରିଖରୁ ଯାଜପୁର ଜିଲା ବଡ଼ଚଣା ବ୍ଲକରୁ ନିଜର ପଦଯାତ୍‌ରା ଆରମ୍‌ କରିଛନ୍‌। ସେ ଆଏଜ୍‌ତକ ୧୬୨ ଦିନ୍‌ରେ ୧୧୫ଟା ବ୍ଲକର ବିଡିଓକୁଁ ଭେଟି ରାଷ୍ଟ୍ରପତିକଁର ଉଦେଶ୍‌ରେ ଓଡ଼ିଶାକେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଜଲ ବିବାଦର ତୁରିତ୍‌ ସମାଧାନ ଆର ପୋଲାଭରମ ପ୍ରକଳ୍ପକେ ପୂରା ବଁଦ୍‌ କରବାର ଦାବିରେ ଦାବିପତର ଦେଉଛନ୍‌। ଇ ହିସାବେ ସତ୍ୟବ୍ରତ ଗୁରୁବାର ଭଟଲି ବିଡିଓ ଧୀରେନ୍ଦ୍ର କୁମାର ସେଠୀକୁଁ ଭେଟି ଦାବିପତର ଦେଇଛନ୍‌। ତାକର ଇ ମହତ୍‌ ଉଦେଶ ଆର ପଦଯାତ୍‌ରାକେ ସମରଥନ କରି ଜନସାଧାରନ ସମେତ ଭଟଲି ସାମ୍ବାଦିକ ସଂଘ, ମାରଓ୍ବାଡି ୟୁବାମଞ୍ଚ, ଶ୍ୟାମ ବିହାରୀ ମନ୍ଦିର କରମ୍‌କରତା ଆର ଭିନେ ଭିନେ ଅନୁଷ୍‌ଠାନ ତରଫୁ ସମରଧିତ୍‌ କରାଯାଇଥିଲା। ସତ୍ୟବ୍ରତ ଇ ପଦଯାତ୍‌ରାକେ ନିଜର ବ୍ଲକ ବାଲିକୁଦାରେ ଶେଷ କରବେ ବଲି କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri