ବିବାହ ପୂର୍ବରୁ ଜୀବନସାଥିଙ୍କୁ ପଚାରନ୍ତୁ ଏହି ୫ ପ୍ରଶ୍ନ: କେବେ ହେବାକୁ ପଡ଼ିବନି ଅଲଗା

ପ୍ରାୟ ସମସ୍ତଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ବିବାହ କେବଳ ଦୁଇଟି ଦୃଦୟର ମିଳନ ନୁହେଁ ମାତ୍ର ଏହା ୨ ପରିବାର ମିଶ୍ରଣ। ତେଣୁ ଏହା ସହିତ ଜଡିତ କୌଣସି କଥା ପ୍ରତି ଅଣଦେଖା କରିବା ଅନୁଚିତ। ଏ ନେଇ ଉଭୟ ପକ୍ଷ ଉଭୟଙ୍କ ସମ୍ପର୍କରେ ଜାଣିବା ଉଚିତ ଯେପରି ଭବିଷ୍ୟତରେ କୌଣସି ବିଘ୍ନ ନ ଘଟେ। ଏ ନେଇ ମନରେ ଉଙ୍କିମାରୁଥିବା ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବା ଉଚିତ। ଏହା ତୁର ଭାବି ପତ୍ନୀ ସ୍ବାମୀଙ୍କ ବିଷୟରେ ଜାଣିବାକୁ ତୁମକୁ ସାହାଯ୍ୟ କରିବ।

ତେବେ ଜାଣନ୍ତୁ ବିବାହ ପୂର୍ବରୁ ପାର୍ଟନରଙ୍କୁ ପଚାରିବାକୁ ଥିବା ଏହି ପ୍ରଶ୍ନଗୁଡିକ ସମ୍ପର୍କରେ

ବିବାହ ପାଇଁ ଚାପ ଅଛିକି ନାହିଁ
ଅନେକ ସମୟରେ ମନ ଆଉ କାହା ପାଖରେ ଥିଲେ ମଧ୍ୟ ପରିବାର ଲାଗି ଅନ୍ୟତ୍ର ବିବାହ କରିବାକୁ କେହି କେହି ବାଧ୍ୟ ହୋଇଥାନ୍ତି। ଏଭଳି ସ୍ଥଳେ ଚାପରେ ବିବାହ କରିବା ଅପେକ୍ଷା ମନର କଥା ଖୋଲି କହିଦେବା ଭଲ।

ରୋମାନ୍ସ:
ପ୍ରାୟତଃ ବିବାହ ପୂର୍ବରୁ ଏସବୁ ସମ୍ପର୍କରେ କଥା ହେବାକୁ ଲଜ୍ଜା ବୋଧ କରିଥାନ୍ତି। ମାତ୍ର ଏନେଇ ଉଭୟଙ୍କ ମତାମତ ଜାଣି ନେବା ଉଚିତ।

ଫ୍ୟାମିଲ ପ୍ଲାନିଂ

ବିବାହ ପରେ ଅନେକାଂଶ ଘରେ ସନ୍ତାନ ଟିଏ ଚାହିଥାନ୍ତି। ଏ ନେଇ ଉଭୟ ପାର୍ଟନର କ’ଣ ଚିନ୍ତା କରନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ। ଉଭୟଙ୍କ ଚିନ୍ତାଧାରା ଏ ସମ୍ପର୍କରେ କେତେ ମିଶୁଛି ତାହା ସହଜରେ ଜାଣି ହେବ।

ଚାକିରି ପାଇଁ ଅନୁମତି
ବିବାହ ପରେ ସ୍ବାମୀ ବା ତାଙ୍କ ଘର ଲୋକ ଆପଣଙ୍କୁ ଚାକିରି ଅନୁମତି ଦେବେ କି ନାହିଁ ସେ ସମ୍ପର୍କରେ ବୁଝି ନେବା ଜରୁରୀ। କାରଣ କେତେକଙ୍କ ପରିବାରରେ ମହିଳାଙ୍କୁ ଚାକିର ଲାଗି ଅନୁମତି ମିଳି ନ ଥାଏ। ଏହି କଥା ବିବାହ ପରେ ଜଣା ପଡ଼ିଲେ ବେଶି କଷ୍ଟ ଲାଗିଥାଏ।

ପସନ୍ଦ ନା ପସନ୍ଦ :
ବିବାହ ପୂର୍ବରୁ ପାର୍ଟନରଙ୍କ ପସନ୍ଦ ନାପସନ୍ଦ ସମ୍ପର୍କରେ ପଚାରି ଜାଣନ୍ତୁ। ଅନେକ ସମୟରେ ଏହା ତାଙ୍କୁ ବା ତାଙ୍କ ସମ୍ପର୍କିତ ଅନେକ ତଥ୍ୟ ଜାଣିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri