ନାବାଲିକ୍‌ ଉପରେ ଭାଇବହେନ୍‌ର ବୋଝ୍‌ ଘଟନା: ୭ ବଛର ଉତାରୁ ପୁହୁଁଚିଲା ପରଶାସନ

 

କେସିଙ୍ଗା, ୭ା୧୨ (ଡି.ଏନ.ଏ.)-
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ପଁଚେତ୍‌ ଜୋଲକୋ ଗଁା ଗଉଡ଼ପଡ଼ାର ୪ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌ ଭୋଖ୍‌ ଉପାସରେ ଦିନ୍‌ ବିତଉଥିଲେ। ଇ ବାବ୍‌ଦେ ଗଲା ୪ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ବାପ୍‌ ଆରପାରେ, ମା’ ନିଖୋଜ: ନାବାଲିକ୍‌ ଉପରେ ଭାଇବହେନ୍‌କଁର ବୋଝ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଗୁରୁବାର ଥାନୀଅ ପରଶାସନ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କର ପାସେ ପୁହୁଁଚିଛେ।
ସୂଚନା ଅନ୍‌ସାରେ ଜୋଲକୋ ଗଁା ଗଉଡ଼ପଡ଼ାର ସୁନୀଲ ବାଗକଁର ୨୦୧୧ ସାଲେ ଟିବି ରୋଗ୍‌ରେ ମୁର୍‌ତୁ ହେଇଥିଲା। ସେ ମରବାର ବଛରକର ଉତାରୁ ତାକର ବିଧବା ମାଏକିନା ସତ୍ୟବତୀ ବି ନିଖୋଜ ହେଇଯାଇଥିଲେ। ଏନ୍‌ତାଥି ସ୍ବର୍ଗତ ସୁନୀଲକଁର ବଡ଼ ଝି’ ଝରଣାର ଉପରେ ଭାଇବହେନ୍‌ର ବୋଝ୍‌ ପଡ଼ିଥିଲା। ଆଏଜ୍‌କେ ୭ ବଛର ହେଲା ଝରଣା ପରହର କାମ୍‌ବୁତା କରି ୩ ଭାଇ ବହେନ୍‌ ସେତୁ (୧୨), ଚୈତୁ(୧୦) ଆର ସାନ ବହେନ୍‌ ଅପରାଜିତା(୯) ପେଟ୍‌ ପାଲିଆସୁଛନ୍‌। ହେଲେ ଝରଣାର ଦିହିପା ଖରାପ୍‌ ହେଲେ ଭାଇବହେନ୍‌ ସଭେ ଖାଡ଼ା ଉପାସରେ ରହୁଛନ୍‌। ସାନ୍‌ ବହେନ୍‌ ଗଁା ସ୍କୁଲ ଆର ଦୁଇ ଭାଇ ଲଇତରା ପ୍ରାଥମିକ ସ୍କୁଲରେ ପଢ଼ୁଛନ୍‌। ସେମାନେ ବେଲାକେ ସ୍କୁଲରେ ଖାଉଥିଲାବେଲେ ଅଭାବ ଅନାଟନ ଲାଗି ବଡ଼ଭାଗି ଦିନ୍‌ ରାତିରେ ଭୁଖେ ଶୁଉଛନ୍‌। ଏନ୍‌ତାଥି କେଭେ କେନ୍‌ତା ପାଖ୍‌ପଡ଼ିଶା ତାହାକୁ ଖାଏବାକେ ଦେଉଛନ୍‌। ଥାନୀଅ ଅଙ୍ଗନଓ୍ବାଡି କେନ୍ଦ୍ରରେ ବି ଛୁଆମାନେ କେତେବେଲେ କେନ୍‌ତା ଖାଉଛନ୍‌। ଭାଇବହେନ୍‌କର ଦୁରଦଶା ଦେଖି ଥାନୀଅ ଅଙ୍ଗନଓ୍ବାଡି କରମୀ ସେମାନକୁ କେସିଙ୍ଗା ବିଡିଓକଁର ପାସ୍‌କେ ଧରିକରି ଯାଇଥିଲେ। ଘଟନା ବାବ୍‌ଦେ ଉପଜିଲାପାଲକଁର ଦୁରୁଷ୍‌ଟି ଆକରଷନ୍‌ କରବାର ସଂଗେ ତାକଁର ମତାମତ ନେଇ ୪ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କର ଉପରେ ଧରିତ୍ରୀରେ ଖବର ବାହାରିଥିଲା। ଖବର ବାହାରଲାରୁ ଗୁରୁବାର ରାତି ୮ ବଜେ ପଁଚେତ୍‌ ତରଫୁ ୩୫ କେ.ଜି. ଆର ସିଡିପିଓ ୫୦ କେ.ଜି. ଚାଉଲ ସେମାନକୁ ଦେଇଥିଲେ। ଇ ବାବ୍‌ଦେ କେସିଙ୍ଗା ବିଡିଓ ଭୀମସେନ ଶବରକୁଁ ପଚରାଲାରୁ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କୁ ବ୍ଲକ ପରଶାସନ ତରଫୁ ସବୁ ପରକାର ସାହାଯ୍‌ ଯୁଗେଇ ଦିଆଯିବା। ଅପରାଜିତାକୁଁ ପାସର କେହେନ୍‌ସି ଗୁଟେ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଲୟରେ ଦାଖଲ କରେଇ ତାକର ପାଠ୍‌ ପଢ଼ବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri