୪୯ନଂ ଜାତୀୟ ରାଜପଥରେ ଜଳିଗଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଚାଳକ

ପାଲଲହଡ଼ା,୧୨।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ଶିବ ମନ୍ଦିର ଛକ ନିକଟରେ ବୁଧବାର ଏକ ଦଶ ଚକିଆ ଟ୍ରକ୍‌ ହଠାତ୍‌ ଜଳିଯାଇଛି। ଖବର ପାଇ ପାଲଲହଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅପରପକ୍ଷେ ଗାଡ଼ିର ଚାଳକ ସୁରକ୍ଷିତ ଥିବା ଜଣାପଡ଼ିଛି। ଟ୍ରକ୍‌ଟି ଦେବଗଡ଼ରୁ କେନ୍ଦୁଝର ଯାଉଥିଲା। ତେବେ ଶର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧିପତ୍ୟ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୭ା୩ ଅନୁଗୋଳ ସହରରେ ଭିଡ଼ ନିୟନ୍ତ୍ରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ହଟାଉଛି ପୌର ପ୍ରଶାସନ। ବିଶେଷକରି ରାସ୍ତା ପାର୍ଶ୍ୱକୁ ଜବରଦଖଲ କରି...

୪୦ ଜଣଙ୍କ ନାମରେ ମାମଲା, ୪ ଅଟକ

ବଇଣ୍ଡା, ୧୨ା୬(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳରେ ଗତ ରବିବାର ରାତିରେ ପରକୀୟା ପ୍ରୀତି ବୋଲି କହି ଜଣେ ମହିଳାଙ୍କୁ...

ହାଣ୍ଡି, କଡ଼େଇ ଉଠାଇଆଣିଲା ପୋଲିସ

ଅନୁଗୋଳ ଅଫିସ, ୩।୪ – କରୋନା ସଂକ୍ରମଣ ଆଶଙ୍କା ସତ୍ତ୍ୱେ ଲୋକେ ଲକ୍‌ଡାଉନ୍‌କୁ ବେଖାତିର କରି ଭୋଜି କରିବା ଓ ତେଲଭାଜି ଦୋକାନ ଖୋଲିବା ଅନୁଗୋଳ...

ଭିତ୍ତିଭୂମି ନାହିଁ, ଶିକ୍ଷାଦାନ ବାଧାପ୍ରାପ୍ତ

ଛେଣ୍ଡିପଦା,୧୪।୩(ସ୍ବ.ପ୍ର.) ଏକଦା ଶିକ୍ଷାକ୍ଷେତ୍ରରେ ନାଁ କମାଇଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ ପୁରାତନ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବେ ନାନା ସମସ୍ୟାରେ ଗତି...

କାର୍ଯ୍ୟକ୍ଷମ ପୂର୍ବରୁ ପରିତ୍ୟକ୍ତ

ମାଧପୁର,୨୫।୫ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ନିମନ୍ତେ ସରକାରୀ ଅର୍ଥ ଖର୍ଚ୍ଚ ହେଲା। ନିର୍ମାଣ ହେଲା ଗୋଷ୍ଠୀ ଶୌଚାଳୟ। ହେଲେ ବର୍ଷେ ତଳୁ ନିର୍ମାଣ...

ଏନ୍‌ଟିପିସି ଡାକ୍ତରଙ୍କ ପ୍ରସ୍ତାବ ଉପରେ ମୋହର : ଗ୍ରହଣଖଣ୍ଡିଆ ରୋଗୀ ଯିବେ ହାଇଦ୍ରାବାଦ

ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳ ଜିଲାରେ ଥିବା ଗ୍ରହଣଖଣ୍ଡିଆ ଓ ଅଗ୍ନି ବିକଳାଙ୍ଗ ରୋଗୀଙ୍କ ପ୍ଲାଷ୍ଟିକ ସର୍ଜରୀ ଚିକିତ୍ସା ହାଇଦ୍ରାବାଦରେ କରାଯିବ। ସେଠାରେ ମାଗଣା...

ପ୍ରବେଶ ପଥ ଜଗିଛନ୍ତି ଗ୍ରାମବାସୀ

ଛେଣ୍ଡିପଦା,୫। ୪(ସ୍ବ.ପ୍ର.)- କରୋନା ସଂକ୍ରମଣରୁ ଗଁ।କୁ ସୁରକ୍ଷା ଦେବାକୁ ଛେଣ୍ଡିପଦା ବ୍ଲକ କଣଲୋଇ ଗ୍ରାମବାସୀ ପ୍ରବେଶ ପଥରେ ଜଗିବସିବା ସହ ସ୍ବଚ୍ଛତା ଓ ସାମାଜିକ ଦୂରତା...

‘ପ୍ରଗତି ପଥେ ଆଗେଇ ନିଅ’

ଅନୁଗୋଳ ଅଫିସ,୨ ।୪ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଓଡ଼ିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ...

Advertisement
Archives

Model This Week