Advertisement

ସମସିଆ ଘେରରେ କ୍ଷେମୁଣ୍ଡିପଦର ସ୍କୁଲ

 

ଭବାନୀପାଟଣା, ୭ା୧୨ (ଡି.ଏନ.ଏ.)-
ସବୁ ଛୁଆ କେନ୍‌ଥେଇ ପ୍ରାଥମିକ ଶିକ୍ଷା ପାଇପାରବେ ସେଥିରଲାଗି ସରକାର ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସେନ୍‌ତା ସ୍କୁଲ ଛାତ୍ରୀଛାତ୍ରକଁର ଲାଗି ବେଲାକେ ପୁଷ୍ଟିକର ଖାଏଦ୍‌ର ବେବସ୍‌ତା, ୟୁନିଫର୍ମ, ମାହାଲିଆ ବହିପତର, ସୁଁଦର ସ୍କୁଲ କୁଠା, ଶୌଚାଳୟ, ପିଇଲା ପାଏନ୍‌, ଖେଲପଡ଼ିଆ ଆଦିର ବେବସ୍‌ତା କରିଛନ୍‌। ଇ ସବୁର ଦେଖ୍‌ରେଖ ମରାମତି ଭାର ପଁଚେତ ହାତେ ସରକାର ସମରପି ଦେଇଛନ୍‌। ହେଲେ ଅନେକ ଜାଗାରେ ଇ ସବୁ ବେବସ୍‌ତାରେ ଖେଲ୍‌ଢ଼େପ ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍‌ ଅଧୀନ କ୍ଷେମୁଣ୍ଡିପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
ସୂଚନା ଅନ୍‌ସାରେ ସ୍କୁଲଟା ୨୦୦୭ ସାଲେ ଥାପିତ ହେଇଥିଲା। ଏହେଦେ ସ୍କୁଲରେ ୧ମରୁ ୫ମ ଶ୍ରେଣୀ ତକ୍‌ ୩୫ ଝନ୍‌ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଥିଲାବେଲେ ୨ ଝନ୍‌ ଶିକ୍ଷକ ରହିଛନ୍‌। ହେଲେ ସ୍କୁଲରେ ଛାତ୍ରୀଛାତ୍ରକଁର ସମସିଆକେ ନେଇ ବିଭାଗୀୟ ଅଧ୍‌କାରୀକୁଁ ବାରବାର କହେଲେ ବି କେହି ନାଇଁ ଶୁନବାର ବଲି ଗଁାବାସି ଅଭିଯୋଗ କରିଛନ୍‌। ସ୍କୁଲରେ ଶୌଚାଳୟ ଅଭାବୁ ଛାତ୍ରୀଛାତ୍ର ଝାଡ଼ାଝପଟ ଲାଗି ନିୟମଗିରୀ ପାହାଡ଼ ତଲେ ଥିବାର ଝରନାକେ ଯାଉଛନ୍‌। ଇ ଅଂଚଲରେ ଘଁଚ୍‌ ଜଂଗଲ ଥିଲାବେଲେ ସବୁବେଲେ ବାଘ୍‌ଭାଲୁ ଲେଖେଁ ଜଂଗଲି ଜୀବ୍‌ଜଁତୁକର ଭଏ ରହିଛେ। ସେନ୍‌ତା ରଁଧାଘର ଅଭାବୁ ସ୍କୁଲ ବାରନ୍‌ଡାରେ ଛୁଆକର ଲାଗି ରଁଧାବଢ଼ା ହେଉଛେ। ପିଇଲା ପାଏନ୍‌ ସୁବିଧା ନାଇଁଥିବାର ଲାଗି ଛାତ୍ରୀଛାତ୍ର ବେଲାକେ ଖାଇ ସାଏଲା ଉତାରୁ ନିଜର ଥାଲିଗିନା ଧୁଇବାର ଲାଗି ଝରନାକେ ଯାଉଛନ୍‌। ଇ ଦିଗେ ଜିଲା ଶିକ୍ଷା ବିଭାଗ ଆର ଜିଲା ପରଶାସନ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲରେ ଗଣବଳାତ୍କାର -ଭିଡିଓ ଭାଇରାଲ ପରେ ପୀଡିତା ଥାନାରେ ଅଭିଯୋଗ କଲେ

ଜୁନାଗଡ଼,୨୪।୯(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ଏକ ଗଣ ବଳାତ୍କାର ଘଟଣା ଘଟିଛି। ଜଣେ ନର୍ସିଂ ଛାତ୍ରୀଙ୍କୁ ଲିଫ୍ଟ ଦେବା ଆଳରେ ଜଙ୍ଗଲକୁ ନେଇ ଗଣବଳାକତ୍ାର କରାଯାଇଛି ା...

ବିପଦସଙ୍କୁଳ କୋଠାରେ ପାଠପଢ଼ା

ବେହେରା, ୧୨।୨ (ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକରେ ଥିବା ଅନେକ ବିପଦସଙ୍କୁଳ ଅଙ୍ଗନୱାଡି କେନ୍ଦ୍ରରେ ପାଠପଢ଼ା ଚାଲିଛି। ବ୍ଲକର ବେହେରା ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର ୧...

ଜାନୁୟାରୀ ୧୧ରେ ନବୋଦୟ ପରୀକ୍ଷା

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟର ଶ୍ରେଣୀ ଚୟନ ପରୀକ୍ଷା ଆସନ୍ତା ୧୧ ତାରିଖ ଶନିବାର ଅନୁଷ୍ଠିତ ହେବ।...

ଟ୍ରକ ଧକ୍କାରେ ଚାଲିଗଲା ଜୀବନ: ସ୍ଥାନୀୟ ଲୋକଙ୍କ ଉତ୍ତେଜନା, ରସ୍ତାରୋକୋ

ଭବାନୀପାଟଣା,୨୬।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ୨୬ନମ୍ବର ଜାତୀୟ ରାଜପଥ ଚାରବାହାଲ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ସୋମବାର ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କ୍ଷୀରମଣି ସେଠ୍‌ ହତ୍ୟା ମାମଲା: ୩ ଗିରଫ

କର୍ଲାମୁଣ୍ଡା,୧୪ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅଧିନସ୍ଥ ଗଜବାହାଲ ଗ୍ରାମର ଜଣେ ବିବାହିତ ଯୁବକ କ୍ଷୀରମଣି ସେଠ୍‌ (୩୮)ଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି...

ଜୁନାଗଡ: ପ୍ରଥମ ଦିନରେ ପଢିବାକୁ ଆସିଲେ ୧୦୧୮ ଛାତ୍ରୀଛାତ୍ର

ଜୁନାଗଡ଼,୮।୧: କରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୧୦ମାସ ବ୍ୟବଧାନ ପରେ ଶୁକ୍ରବାର ହାଇସ୍କୁଲଗୁଡିକ...

କଳାହାଣ୍ଡି ବନ୍ଦ ପରିବର୍ତ୍ତେ ଓକିଲ ସଂଘର କୋର୍ଟ ବର୍ଜନ

ଭବାନୀପାଟଣା,୫।୨(ଡି.ଏନ୍‌.ଏ.): ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇ ଥିବା ବେଳେ କଳାହାଣ୍ଡି ଜିଲା ଏଥିରେ ସାମିଲ ହୋଇ ନାହିଁ। ମାତ୍ର କଳାହାଣ୍ଡି ବନ୍ଦ ପାଳନ...

ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ: ଯୁବତୀ ମା’ଙ୍କ ଜୀବନ ଗଲା

କେସିଙ୍ଗା, ୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଞ୍ଚଳର ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଛି। କୌଣସି କାରଣକୁ ନେଇ ସୋମବାର ପୂର୍ବାହ୍ନରେ ପ୍ରେମିକ ଉକ୍ତ...

Advertisement
Archives

Model This Week