ଲିଭର୍‌କୁ ସୁରକ୍ଷିତ ରଖେ ଏହି ପତ୍ର…

ଭୃସଙ୍ଗପତ୍ର ସ୍ବାସ୍ଥ୍ୟ ପାଇଁ ଲାଭକାରୀ । ପ୍ରତିଦିନ ସକାଳେ ଅଧାକପ୍‌ ଭୃସଙ୍ଗପତ୍ର ରସ ପିଇଲେ ଲିଭର ବିଭିନ୍ନ ସଂକ୍ରମଣରୁ ଦୂରେଇ ରୁହେ। ଏହାର କାର୍ଯ୍ୟକୁ ଭୃସଙ୍ଗପତ୍ର ରସ ସ୍ବାଭାବିକ କରେ। ଭୃସଙ୍ଗପତ୍ର ରସ ନିୟମିତ ପିଇଲେ ମଧୁମେହରୁ ମୁକ୍ତି ମିଳେ। ଏହା ରକ୍ତର କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ। ଏଥିରେ ଭିଟାମିନ ବି୧, ବି୩, ବି୯ ଏବଂ ସି ରହିଥାଏ । ଏହା ସହିତ ଏଥିରେ ଆଇରନ, କ୍ୟାଲସିୟମ ଏବଂ ଫସଫରସ ରହିଛି। ପ୍ରତିଦିନ ଭୃସଙ୍ଗପତ୍ର ଚୋବାଇବା ଖାଇଲେ ଦ୍ୱାରା ମେଦବହୁଳତାରୁ ମିଳେ ମୁକ୍ତି। ଏକ ଚାମଚ ମହୁରେ ଭୃସଙ୍ଗପତ୍ର ରସ ମିଶାଇ ପିଇଲେ କଫ ବାହାରି ଯାଇଥାଏ। ଏହାକୁ ନିୟମିତ ପିଇଲେ ହାର୍ଟ ଆଟାକ୍‌ ଆଶଙ୍କା କମିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ଭୁଲ୍‌ ରକ୍ତ ଶର୍କରାକୁ ବଢ଼ାଇ ଥାଏ, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି...

ଗର୍ଭାବସ୍ଥାରେ ଯକ୍ଷ୍ମା

ବର୍ତ୍ତମାନ ଭେଷଜ ବିଜ୍ଞାନର ଅଗ୍ରଗତି ଯୋଗୁ ଯକ୍ଷ୍ମାର ଅତ୍ୟାଧୁନିକ ଚିକିିସତ୍ା ସମ୍ଭବ ହୋଇପାରୁଛି ଓ ଅନେକ ଲୋକ ଆରୋଗ୍ୟ ମଧ୍ୟ ହେଉଛନ୍ତି ା ତଥାପି ବି...

ସତର୍କତା ଜରୁରୀ

ପରିବାରର ସୁରକ୍ଷା ଦାୟିତ୍ୱ ସାଧାରଣତଃ ଗୃହିଣୀମାନଙ୍କ ଉପରେ। ପିଲାମାନଙ୍କଠାରୁ ଆରମ୍ଭ କରି ବଡ଼ମାନଙ୍କର ବି ଦେହର ଯତ୍ନ, ଖାଦ୍ୟପେୟ, ପୋଷାକ ଆଦି ବିଷୟରେ ଟିକିନିଖି ବୁଝିବାକୁ...

ନୂଆ ଘର ପାଇଁ ବାସ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ଘରଟିଏ ତୋଳିଲେ ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇ ପରିବାରରେ ସୁଖଶାନ୍ତି ବଢିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆସିଥାଏ...

ଏହି ୫ ସମସ୍ୟା ଥିଲେ ଭୁଲରେ ଖାଆନ୍ତୁ ନାହିଁ କମଳା: ନଚେତ୍‌…

ଶୀତ ଦିନେ ବଜାରରେ ବହୁ ପରିମାଣରେ କମଳା ଉପଲବ୍ଧ ହୁଏ। ଅନ୍ୟ ଋତି ତୁଳନାରେ ଏହି ଦିନେ କମଳା ଶସ୍ତାରେ ମିଳିଥାଏ। କରୋନା ସମୟରେ କମଳା...

ନୀରବ ଘାତକ ମଧୁମେହ

ମଧୁମେହ ସାମ୍ପ୍ରତିକ ସମୟରେ ଘୋର ସମସ୍ୟା ଭାବେ ଉଭା ହୋଇ ସାଂଘାତିକ ଭାବେ ବ୍ୟାପୁଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି।...

ଏହି ୪ ରାଶିର ପୁରୁଷଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ମହିଳା; କରିପାରନ୍ତି ନାହିଁ ନା  

ଜ୍ୟୋତିଷ ଶାସ୍ତ୍ରରେ ରାଶିର ମହତ୍ତ୍ୱ ଅଧିକ। ଏହା ଆଧାରରେ କୌଣସି ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତା’ର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ।...

ଚୁମ୍ବନକୁ ସାବଧାନ ! ୮୦ ନିୟୁତ ଭୂତାଣୁ ସଂକ୍ରମଣ ଆଶଙ୍କା

ଲଣ୍ଡନ,୬।୭: ଜୁଲାଇ ୬ରେ ଅନ୍ତର୍ଜାତୀୟ ଚୁମ୍ବନ ଦିବସ ପାଳିତ ହୋଇଥାଏ। ଏହା ଅନ୍‌ ଅଫିସିଆଲ୍‌ ଭାବେ ପାଳନ କରାଯାଇଥାଏ। ସ୍ନେହ ଓ ପ୍ରେମର ପରିପ୍ରକାଶ ଭାବେ...

Advertisement
Archives

Model This Week