ମୃତ କୁଟୁରା ଜବତ, ଜଣେ ଗିରଫ

କାମାକ୍ଷାନଗର, ୧୪।୬(ଡି.ଏନ୍‌.ଏ.)-କୁଟୁରା ଶିକାର ଅଭିଯୋଗରେ ଗିରଫ ହୋଇଛନ୍ତି
ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମରୁଆବିଲି ପଞ୍ଚାୟତ ଅନ୍ତର୍ଗତ କମ୍ପୁଲେଇ ଗ୍ରାମର ରଥିଆ ମୁଣ୍ଡା (୪୦)। ତାଙ୍କ ନିକଟରୁ ୩୦ କେଜି ଓଜନର ମୃତ କୁଟୁରା ଏବଂ ଶିକାରରେ ବ୍ୟବହୃତ ତୀର ଜବତ କରାଯାଇଛି।
ରଥିଆ ଏବଂ ତାଙ୍କ ପୁଅ ମିଶି ଉକ୍ତ କୁଟୁରା ଶିକାର କରିଥିଲେ। ସୂଚନାପାଇ ପୂର୍ବାଞ୍ଚଳ ରେଞ୍ଜର ସତ୍ୟନାରାୟଣ ସାହୁଙ୍କ ନେତୃତ୍ୱରେ ବନ ବିଭାଗର ଏକ ଦଳ ତାଙ୍କୁ ଗିରଫ କରିଥିଲେ। ଘଟଣାସ୍ଥଳରୁ ରଥିଆଙ୍କ ପୁଅ ଫେରାର ହୋଇଯାଇଛନ୍ତି। ପ୍ରାଣୀଧନ ଚିକିତ୍ସାଧିକାରୀ ସତ୍ୟବିକ୍ରମ ତରାଇ ମୃତ କୁଟୁରାର ବ୍ୟବଚ୍ଛେଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଟ ଟଙ୍କାରେ ମଉଜମସ୍ତି, ୨ ଗିରଫ

ପରଜଙ୍ଗ, ୨୫।୭ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ବିଭିନ୍ନ ଚୋରି, ଲୁଟ୍‌, ଡକାୟତି…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri