Posted inଫୁରସତ

ଭିନ୍ନ ଢଙ୍ଗରେ କରୋନା ବାର୍ତ୍ତା : ଅଷ୍ଟ୍ରିଆନ୍‌ ପାଇଲଟ୍‌ ଏୟାରକ୍ରାଫ୍ଟ ଦ୍ୱାରା ଆକାଶରେ ଲେଖିଲେ ‘ଷ୍ଟେ ହୋମ୍‌’

ଭିଏନା: ଅଷ୍ଟ୍ରିଆର ଜଣେ ପାଇଲଟ୍‌ କୋରନା ଭାଇରସ୍‌ ମହାମାରୀ ସମୟରେ ଘରେ ରହିବା ପାଇଁ ଆକାଶମାର୍ଗରୁ ଲୋକଙ୍କୁ ସଚେତନତା ବାର୍ତ୍ତା ଲେଖିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ‘ଷ୍ଟେ ହୋମ୍‌’ ବା ଘରେ ରହିବା ପାଇଁ ବାର୍ତ୍ତା ଲେଖିବାକୁ ପାଇଲଟ୍‌ ଫ୍ଲାଇଟ୍‌ ରାଡାରର ବ୍ୟବହାର କରିଥିଲେ। ପାଇଲଟ୍‌ ଭିଏନାରୁ ୫୦ ମାଇଲ୍‌ ଦୂର ଓ୍ବିନର ନେଷ୍ଟାଇଡ୍‌ ଏୟାର ପୋର୍ଟରୁ ସୋମବାର ଉଡ଼ାଣ କରିଥିଲେ। କେବଳ ‘ଷ୍ଟେ ହୋମ୍‌’ ବାର୍ତ୍ତା ଲେଖିବା ପାଇଁ ତାଙ୍କୁ ୨୪ ମିନିଟ୍‌ ସମୟ ଲାଗିଥିଲା।
ଗୁରୁବାର ସୁଦ୍ଧା ଅଷ୍ଟ୍ର୍ରିଆରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪୩ରେ ପହଞ୍ଚିଥିଲା। ପାଇଲଟ୍‌ ତାଙ୍କ ନାମ ଘୋଷଣା କରିନାହାନ୍ତି। ସେ କହିଛନ୍ତି, ଲୋକଙ୍କୁ ଜାଗ୍ରତ କରିବା ପାଇଁ ମୁଁ ଏମିତି କରିଛି। କରୋନା ମହାମାରୀ ସମୟରେ ଆମେ ସମସ୍ତେ ଘରେ ରହିବା ଜରୁରୀ ଅଟେ। ଯାହା ଫଳରେ ଲୋକେ ସଂକ୍ରମଣରୁ ରକ୍ଷା ପାଇବେ। ମୁଁ ‘ଦ ଲାଇଟ୍‌ ଏୟାରକ୍ରାଫ୍ଟ ଡାଏମଣ୍ଡ ଡିଏ ୪୦’ରୁ ଉଡ଼ାଣ କରିଥିଲି। ୨୪ ମିନିଟ୍‌ରେ ଆକାଶରେ ଏହି ‘ଷ୍ଟେ ହୋମ୍‌’ ବାର୍ତ୍ତା ଲେଖିଥିଲି ବୋଲି ପାଇଲଟ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ପ୍ରେମିକଙ୍କୁ ଉପହାରରେ ଦେଇଥିଲେ ଗାଡ଼ି; ବ୍ରେକ୍‌ଅପ୍‌ ପରେ ପ୍ରତିଶୋଧ ପରାୟଣ ହୋଇ ନିଆଁ ଲଗାଇଲେ ଯୁବତୀ; ଭିଡିଓ ଦେଖିଲେ…

ବ୍ୟାଙ୍କକ୍‌: ପୂର୍ବତନ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେଲେ ଜଣେ ଯୁବତୀ, ସେ ବି ଏମିତି ଯେ ଶୁଣିଲେ ଆପଣ ଚକିତ ହୋଇଯିବେ। ପ୍ରତିଶୋଧ ନେବାକୁ ସେ ପ୍ରେମିକଙ୍କ...

ଅଷ୍ଟ୍ରିଜ୍ ସହ ରେସ୍‌ରେ ଦୌଡିଲେ ଦୁବଇ କ୍ରାଉନ୍ ପ୍ରିନ୍ସ

ଆଜିକାଲି ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଲୋକେ ହସି ହସି ବେଦମ୍ ହେଉଛନ୍ତି । ଏବେ ସେମିତି ଏକ ଭିଡିଓ...

ନୀଳ ଆଲୋକରେ ଚମକିଲା ସମୁଦ୍ର ଜୁଆର: ଲକ୍‌ ଡାଉନ୍‌କୁ ଖାତିର ନ କରି ଭିଡ଼ ଜମାଇଲେ ଲୋକେ

ମେକ୍ସିକୋ ସିଟି,୨୫।୪: କରୋନା ସଂକ୍ରମଣ ନେଇ ପୃଥିବୀର ବହୁ ଦେଶରେ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏପରିସ୍ଥଳେ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି।...

ବାଇକ୍‌କୁ କରିଦେଲେ ଜେସିବି ମେଶିନ, ଆନନ୍ଦ ମହିନ୍ଦ୍ରା କହିଲେ…

ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ସେ ଅନେକ ସମୟରେ ମଜାଳିଆ ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ବର୍ତ୍ତମାନ...

ପ୍ରହ୍ଲାଦ ନାଟକ

ଓଡ଼ିଶାର ଏକ ଲୋକପ୍ରିୟ ଲୋକନାଟକ ଭାବେ ପ୍ରହ୍ଲାଦ ନାଟକ ଖୁବ୍‌ ପରିଚିତ। ଏହା ନୃସିଂହ ପୂଜାର ଲୋକପ୍ରିୟତାରୁ ନାଟ୍ୟରୂପ ନେଇଥିଲା। ନୃସିଂହ ମହାପ୍ରଭୁଙ୍କର ଆବିର୍ଭାବ କାହାଣୀ...

ବିଶ୍ୱର ସବୁଠୁ ଦାମୀ ଗିଟାର: ଯାହାର ମୂଲ୍ୟ ବଦଳରେ କିଣିପାରିବେ ୩ ବିମାନ

ବିଶ୍ୱରେ ଅନେକ ଅଧିକ ଦାମି ଜିନିଷ ଅଛି, ଯାହାର ମୂଲ୍ୟ ଆଶ୍ଚର୍ଯ୍ୟଜନକ। ବିଳାସପୂର୍ଣ୍ଣ ଘର ଏବଂ କାରଗୁଡିକ ସାଧାରଣତଃ କୋଟିକୋଟି ମୂଲ୍ୟରେ ହୋଇଥାଏ। ମାତ୍ର ଗିଟାର...

ମଦ ପିଇ ଆସିବା ଯୋଗୁ ସ୍ବାମୀଙ୍କୁ ଖୁଣ୍ଟରେ ବାନ୍ଧି ଏଭଳି ଅବସ୍ଥା କଲେ ସ୍ତ୍ରୀ: ଦେଖନ୍ତୁ ଭିଡିଓ

ମଦ ପିଇ ଘରକୁ ଆସିଥିବା ସ୍ବାମୀଙ୍କୁ ନିର୍ଧୁମ ଛେଚିଲେ ସ୍ତ୍ରୀ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କ...

ଇଣ୍ଟରଭ୍ୟୁ ଦେବେ କୁକୁର: ମିଳିବ ୧୫ ଲକ୍ଷ ଟଙ୍କାର ଅଫିସର ଚାକିରୀ…

ଓ୍ବାଶିଂଟନ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଏବଂ ଶର୍ଟଡାଉନ୍‌ ଘୋଷଣା ଦ୍ୱାରା ସାରା ପୃଥିବୀର ଅର୍ଥବ୍ୟବସ୍ଥା ଭାଙ୍ଗି ପଡ଼ିଛି।...

Advertisement
Archives

Model This Week