ଭତା, ଆବାସ ଯୋଜନାରୁ ବଁଚିତ୍‌ ଦମ୍ପତି: ବୁରୁଧ୍‌ କାଲେ କୁଲବୁରତି ସାହାଭରସା

ପର୍ଲା, ୧୯।୩ (ଡି.ଏନ୍‌.ଏ.)- କେନ୍‌ କାଲୁ ଆମର ଦେଶ୍‌ରେ ଲୁକ୍‌କର କାମ୍‌ଧାମ, ବୁରତିକେ ନେଇ ସମାଜ, ଜାତିପାତି ସୁରୁଷ୍‌ଟି ହେଇଛେ। ପୁରଖାପାତିନୁ ନିଜର କୁଲବୁରତିକେ ଆପ୍‌ନେଇ ଅନେକ ସମାଜର ଲୋକ୍‌ ନିଜର ଜୀବନ୍‌ ଜିବ୍‌କା ଚଲଉଛନ୍‌। ଏନ୍‌ତା ନିଜର କୁଲବୁରତିକେ ଆପ୍‌ନେଇ ସଖାଲୁ ବେଲବୁଡ଼ାତକ୍‌ ନିଅଁାରେ ଯୁଝି ଯୁଝି ଲୁକ୍‌କର ମନ୍‌ପସନର ଲୁହା ସାମାନ ତିଆର କରୁଥିବାର ଝନେ କାରିଗରକୁଁ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ପର୍ଲା ଗଁାରେ।
ସୂଚନା ଅନ୍‌ସାରେ ପର୍ଲା ଗଁାର ବୁରୁଧ୍‌ ରାଏଧର ମୁଣ୍ଡା(୬୦)। ପରିବାର କହେଲେ ମାଏକିନା ଆର ଦୁଇ ପୁଓକୁଁ ନେଇ ସଁସାର। ପରିବାରର ସଭେ କୁଲିମଜୁରି କରି ଦୁଇ ପଏସା ରୁଜଗାର କରୁଥିଲାବେଲେ ରାଏଧର ନିଜର ବାପ୍‌ ଅଜାରନୁ ଶିଖିଥିବାର କୁଲବୁରତିକେ ବଁଚେଇ ରଖିଛନ୍‌। ସଖାଲ ପାଏଲେ ସେ ସାଲରେ ନିଅଁାର ସଂଗେ ଯୁଝି ଲୁକ୍‌କର ମନପସନର ଲୁହା ସାମାନ ତିଆରୁଛନ୍‌। ରାଏଧରକଁର ଜମିବାଡ଼ି ବଲି କିଛି ନାଇଁ। ପେଟ୍‌ ପାଲବାର ଲାଗି କୁଲବୁରତି ନ ଏକା ସାହାଭରସା। ଝାଟିମାଟିର ଗୁଟେ କୁରିଆରେ ପଲିଥିନ୍‌ ଢାପି କୁଟୁମବସିଆ ମୁଡ଼ ଗୁଁଜିଛନ୍‌। ସରକାରୀ ଯୋଜନା କହେଲେ ରାଶନକାର୍ଡରେ ମାସିକ ମିଲୁଥିବାର ୨୦ କେ.ଜି. ଚାଉଲ। ଇତାର ବାହାରେ ପରିବାରଟା ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ଥିବାର କହିଛନ୍‌। ଭତା ଆର ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ସରପଁଚ୍‌ନୁ ଥାନୀଅ ପରଶାସନକେ ଗୁହାରି କରି ନିରାଶ ହେଇଥିବାର କହିଛନ୍‌ ରାଏଧର। ଇଆଡ଼େ ଦିନୁଦିନ୍‌କେ ପରିବାର ବଢ଼ୁଛେ। ରାଏଧର ଦୁଖ୍‌ସୁଖ କରି ଦୁଇପୁଓକୁ ବିହାଚୁରା କରିଛନ୍‌। ଏହେଦେ ସେମାନେ ତାକର ପରିବାରକେ ନେଇ ଚଲୁଛନ୍‌। ଏନ୍‌ତାଥି ରାଏଧର ଲୁହୁରା ସାଲୁ ଫିଦିନ ଯାହା କମାନି କରୁଛନ୍‌ ସେଥ୍‌ରେ ଦମ୍ପତି ବଡ଼ା କଷ୍‌ଟେ ଚଲୁଛନ୍‌। ଇ ଗରିବ୍‌ ବୁରୁଧ୍‌ ଦମ୍ପତିକଁର ଉପରେ ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ଲିଖିତ ଦରଖାସ୍ତ ଖଁଡ଼େ ମୋତେ ଦେଲେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ମୃତ୍ୟୁର ୨୪ ଘଣ୍ଟାରେ ସ୍ତ୍ରୀଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା ଅଫିସ,୨୯ା୧୧: ଖୋର୍ଦ୍ଧା ଗୁରୁଜଙ୍ଗ ଦଓ୍ବୋନ ସାହିର ସୌମ୍ୟରଞ୍ଜନ ସାହୁଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ତରତୁଆ ନିକଟ କାଜୁ ଜଙ୍ଗଲରୁ ମିଳିଥିଲା। ଏହାର ୨୪ଘଣ୍ଟା ନ...

ଦାବିରେ ରହିଗଲା ‘ଫିଲିଗ୍ରୀ ହବ୍‌’

କଟକ ଅଫିସ, ୨୨ା୮(ପୁରୁଷୋତ୍ତମ ସାହୁ): କଟକର ତାରକସି ହସ୍ତକଳା କାରୁକାର୍ଯ୍ୟ ଦିନକୁ ଦିନ ଲୁପ୍ତ ହେବାକୁ ଯାଉଛି। ଯେଉଁ ହସ୍ତକଳା କଟକକୁ ଏକଦା ରୌପ୍ୟ ନଗରୀ(ସିଲ୍‌ଭର...

ମିସ୍‌ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ଓଡ଼ିଆ ଝିଅ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା),୧ା୭: ଗ୍ଲାମର ଦୁନିଆରେ ଓଡ଼ିଆ ଝିଅଙ୍କ କମାଲ। ମିସ୍‌ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ମନ ଜିଣିଲେ ଗଜପତି ଜିଲା ପାରଳାଖେମୁଣ୍ଡି ନୂଆ ନଡିଆତୋଟା ସାହିର...

କେନ୍ଦୁଝର ମେଡିକାଲ କଲେଜରେ ୧୦୦ ସିଟ୍‌କୁ ଅନୁମତି

କେନ୍ଦୁଝର,୨୪।୮(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ସହର ନିକଟ କବିତାଠାରେ ନୂତନ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷଠାରୁ ୧୦୦ଜଣ ଛାତ୍ରୀଛାତ୍ରଙ୍କ ନାମ ଲେଖିବା ନେଇ...

ଆଜି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଭବାନୀପାଟଣା,୨।୧୦(ସ୍ବ.ପ୍ର.): ସୋମବାର କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଗତ ୨ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ମା’ଙ୍କ...

ବୁଢ଼ାଦାନୀ ଗ୍ରାମବାସୀଙ୍କୁ ନାଳ ଭରସା

ଫୁଲବାଣୀ ଅଫିସ, ୧୫ା୫-କନ୍ଧମାଳ ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ| ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ...

ଟାଏକୋଣ୍ଡୋ ମାଷ୍ଟର ସୌମ୍ୟବ୍ରତଙ୍କୁ ଜାତୀୟସ୍ତରୀୟ କୋଚ୍‌ ମାନ୍ୟତା

ଢେଙ୍କାନାଳ ଅଫିସ, ୨।୭ ଜାତୀୟସ୍ତରରେ କୋଚ୍‌ ମାନ୍ୟତା ପାଇଛନ୍ତି ଢେଙ୍କାନାଳର ଟାଏକୋଣ୍ଡୋ ମାଷ୍ଟର ସୌମ୍ୟବ୍ରତ ସାହୁ। କେରଳ ଥିରୁଭାନନ୍ତପୁରମ୍‌ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ...

କୁଟୀର ଶିଳ୍ପରେ ପରିଣତ ହୋଇଛି ଦେଶୀମଦ

ପାଟଣା,୧୪ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ଅଞ୍ଚଳରେ ମହୁଲି ମଦ ତିଆରି ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଛି। ପାଟଣା ଓ ସାହାରପଡ଼ା...

Advertisement
Archives

Model This Week