ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା: ଜଣେ କର୍ମଚାରୀ ପଜିଟିଭ୍‌

ନୂଆଦିଲ୍ଲୀ,୨୨।୪: କରୋନା ବିରୋଧରେ ଭାରତରେ ଲଢ଼େଇ ଜାରି ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଜଣେ କର୍ମଚାରୀଙ୍କ ନମୁନା ପରୀକ୍ଷାରେ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ସେ ଏପ୍ରିଲ୍‌ ୧୫ରେ ଅଫିସ ଆସିଥିଲେ। ଏପ୍ରିଲ୍‌ ୨୧ରେ ତାଙ୍କର ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଟୁଇଟ୍‌ କରି ଜଣାଇଛନ୍ତି। ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ସହିତ ସମ୍ପୃକ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସେ କେଉଁ ମାନଙ୍କ ସହିତ ମିଳାମିଶା କରିଥିଲେ ତାହାର ତଦନ୍ତ ଜାରି ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସଂକ୍ରମିତଙ୍କ ସହିତ ମିଶିଥିବା କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀର ବିକି କୋଟିପତି ଏହି ମହିଳା, ପ୍ରତିମାସକୁ ରୋଜଗାର…

ଗାନ୍ଧୀନଗର,୭।୧: ଜଣେ ମହିଳା କହିଛନ୍ତି କୌଣସି ବି ବ୍ୟବସାୟ ଛୋଟ ନୁହେଁ। କୌଣସି ଧର୍ମ ବି ବ୍ୟବସାୟଠାରୁ ବଡ଼ ନୁହେଁ। ୨୦୨୦ ମସିହାରେ, ଯେଉଁଠି ଲୋକମାନେ...

ଆର୍‌ଜେଡି ଛାଡିବା ପରେ ନୀତୀଶଙ୍କ ସହ ସମ୍ପର୍କ ଯୋଡୁଛନ୍ତି ରଘୁବଂଶ!

ପାଟନା,୧୧ ।୯: ବିହାରରେ ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାର ଅନୁମାନ କରାଯାଉଛି । ତେବେ ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ...

ଭାଜପା ବିଧାୟକଙ୍କ ଦାଦାଗିରି: ସରକାରୀ ଅଧିକାରୀଙ୍କୁ କହିଲେ, ତୁମେ ଚାକିରି କରିପାରିବ ନାହିଁ

ଭୋପାଳ, ୨୭।୬: ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ବିଧାୟକ ଆକାଶ ବିଜୟବର୍ଗୀୟ ଜଣେ ସରକାରୀ ଅଧିକାରୀଙ୍କୁ ପିଟି ଗିରଫ ହେବାର ଗୋଟିଏ ଦିନ ପରେ ପୁଣି...

ଦିନକ ପୂର୍ବରୁ ଟଳିଲା ଜିସାଟ୍‌-୧ର ଉତ୍‌କ୍ଷେପଣ

ବେଙ୍ଗାଲୁରୁ,୪।୩: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ବୁଧବାର ଜିସାଟ୍‌-୧ ଉତ୍‌କ୍ଷେପଣ ଉପରେ ରୋକୋ ଲଗାଇଛି। ଯାନ୍ତ୍ରିକ ତୃଟି ଯୋଗୁ ଏହି ଉତ୍‌କ୍ଷେପଣ କରାଯିବ ନାହିଁ...

ଇ-ଟିକେଟ ରାକେଟ୍‌ର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ ଇ-ଟିକେଟ୍‌ ରାକେଟ୍‌ର ପର୍ଦ୍ଦାଫାଶ୍‌ ହୋଇଛି। ଏହାର ଚେର ପାକିସ୍ତାନ, ବାଂଲାଦେଶ, ଦୁବାଇ ପ୍ରମୁଖ ଦେଶକୁ ଲମ୍ବିଛି। ଆର୍‌ପିଏଫ୍‌ ପକ୍ଷରୁ ଝାଡ଼ଖଣ୍ଡର ଗୁଲାମ ମୁସ୍ତାଫା...

କରୋନା ମୁକାବିଲା: ସାଇକେଲରେ ସଚେତନତା ବାର୍ତ୍ତା ବାଣ୍ଟିଲା ଓଲଟପୁର ପୋଲିସ

କଣ୍ଟାପଡ଼ା, ୧୭।୪(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। ଏ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମେ’ ୩ ତାରିଖ...

ଟିଏମ୍‌ସି ନେତାଙ୍କୁ ହରାଇଲେ ଝୁମ୍ପୁଡ଼ିରେ ରହୁଥିବା ଏହି ମହିଳା, ହେଲେ ଭାଜପା ବିଧାୟକ

କୋଲକାତା,୩।୫: ପଶ୍ଚିମବଙ୍ଗର ସାଲତୋରା ନିର୍ବାଚନ ମଣ୍ଡଳୀରୁ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ଚନ୍ଦନା ବାଉରୀଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି। ୩୦ ବର୍ଷୀୟା ଚନ୍ଦନା...

ମନ ପସନ୍ଦର ସିଟ୍‌ ନ ମିଳିବାରୁ ସ୍ପାଇସ୍‌ ଜେଟ୍‌ ବିମାନରେ ୨୦ ମିନିଟ୍‌ ଧାରଣା ଦେଲେ ପ୍ରଜ୍ଞା ସିଂ ଠାକୁର

ଭୋପାଳ,୨୨।୧୨: ସ୍ପାଇସ୍‌ ଜେଟ୍‌ ବିମାନରେ ମନ ପସନ୍ଦର ସିଟ୍‌ ନ ମିଳିବାରୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ୨୦ ମିନିଟ୍‌ ଧାରଣା ଦେଇଥିବା କୁହାଯାଉଛି।...

Advertisement
Archives

Model This Week