ପଶିଆସିଛନ୍ତି ୧୫ ହାତୀ, ଲୋକେ ଆତଙ୍କିତ

ବଅଁରପାଳ, ୩୧।୭ (ଡି.ଏନ୍‌.ଏ.)-ବଅଁରପାଳ ବ୍ଲକ ମହୀଧରପୁର ଅଞ୍ଚଳକୁ ପଶି ଆସିଥିବା ଏକ ହାତୀପଲକୁ ନେଇ ମହୀଧରପୁର, ତଳମୂଳ, କାଳିହୁଣ୍ଡି, କୁରୁମିଠା, ମାଧିଆପଶି ଆଦି ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ପଲରେ ୩ ଛୁଆ ହାତୀ ଥିବା ଖବର ପାଇ ହିନ୍ଦୋଳ ବନ ବିଭାଗ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ହାତୀ ଘଉଡ଼ାଇବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ହାତୀଙ୍କ ଯୋଗୁ ମହୀଧରପୁର, ତଳମୂଳ, କାଳୁହୁଣ୍ଡ ଅଞ୍ଚଳରେ ବହୁ ଫସଲ ନଷ୍ଟ ହୋଇଥିବାରୁ କ୍ଷତିପୂରଣ ଦେବାକୁ ବନ ବିଭାଗ ନିକଟରେ ଚାଷୀମାନେ ଦାବି କରିଛନ୍ତି। ବନ ବିଭାଗର ସୂଚନା ଅନୁଯାୟୀ, ଏହି ହାତୀପଲ ଢେଙ୍କାନାଳ ଜିଲାଆଡ଼ୁ ଆସି ପାଟଲା, ତଳମୂଳ, ମହୀଧରପୁର ନିକଟରେ ଥିବା କାଳିଲଙ୍ଗା ଆମ୍ବତୋଟା ଦେଇ ଧାନ ବିଲକୁ ପଶିଥିଲେ। ସନ୍ଧ୍ୟା ସୁଦ୍ଧା ହାତୀସବୁ ମହୀଧରପୁର ବନ୍ଧ ନିକଟରେ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର,୧୮ା୬(ଡି.ଏନ୍‌.ଏ.) : ଭାରତ-ଚାଇନା ସୀମାରେ ଶହୀଦ ହୋଇଥିବା ଓଡ଼ିଶା ମାଟିର ଦୁଇ ବୀରପୁତ୍ର ଯଥା କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ...

କମ୍ପାନୀ ବସ୍‌-ହାଇଓ୍ବା ଧକ୍କା: ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି

ଝାରସୁଗୁଡ଼ା ଅଫିସ,୧୭ା୯: ଝାରସୁଗୁଡ଼ା ଜିଲା ସଦର ଥାନା ବାଇପାସ ପାଓ୍ବାର ହାଉସ୍‌ ନିକଟରେ ଶୁକ୍ରବାର ସମ୍ବଲପୁର ଜିଲା ଠେଲକୁଲିସ୍ଥିତ ଭୂଷଣ ଜେଏସ୍‌ଡବ୍ଲ୍ୟୁ କମ୍ପାନୀର ୧୫ ନଂ...

ଦୁର୍ଘଟଣା ଉଜାଡ଼ି ଦେଲା ସୁନାର ସଂସାର: ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ

ଉଦଳା, ୨୧ା୬(ଡି.ଏନ୍‌.ଏ.)-ସବୁଦିନ ପରି ସେଦିନ ମଧ୍ୟ ସିଏ କାମରେ ଯାଇଥିଲେ। ସନ୍ଧ୍ୟା ହେଲା ବେଳକୁ ସ୍ତ୍ରୀ ଏବଂ ଛୋଟ ଝିଅ ଚାହିଁ ରହିଥିଲେ ଫେରିବା ବାଟକୁ।...

ଗାଁରେ ନାହିଁ ନେଟୱର୍କ

କେନ୍ଦୁଝର, ୧୮।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତ ଅଞ୍ଚଳରେ ମୋବାଇଲ ନେଟଓ୍ବାର୍କ ସୁବିଧା ନ ଥିବାରୁ ଛାତ୍ରୀଛାତ୍ରମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି।...

କୁଲଡ଼ିହାରୁ ହାତୀର ମୃତଦେହ ଉଦ୍ଧାର: ହତ୍ୟା ପରେ ଦାନ୍ତ କାଟି ନିଆଯାଇଥିବା ସନ୍ଦେହ

ସଜନାଗଡ଼, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟର ଭାଲୁବସା ନିକଟରେ ବୁଧବାର ପୂର୍ବାହ୍ନରେ ଦନ୍ତାହାତୀର ମୃତଦେହ ପଡିଥିବା ଦେଖି ବନ କର୍ମଚାରୀମାନେ ଉଦ୍ଧାର...

୭ନମ୍ବର ୱାର୍ଡରେ ସରକାରୀ ଡ୍ରେନ ଅବରୋଧ: ଦୁର୍ଦ୍ଦଶା ଭୋଗୁଛନ୍ତି ଆମ୍ବେଦକର କଲୋନୀବାସୀ

ଯାଜପୁର ଅଫିସ,୧୬ା୧୦- ଦୀର୍ଘ ବର୍ଷ ହେଲା ବ୍ୟାସନଗର ସହରର ବିଭିନ୍ନ ସମସ୍ୟା ଅସମାହିତ ହୋଇରହିଛି। ବାର୍ଷିକ କୋଟିକୋଟି ଟଙ୍କା ବ୍ୟୟବରାଦ ହେଉଥିଲେ ସୁଦ୍ଧା ଆଜି ବି...

ବରପାଲି ଶୀତଳଷଷ୍ଠୀ ଯାତ୍ରା: କପିଳେଶ୍ୱରଙ୍କ ବରାନୁଗମନ

ବରପାଲି, ୬।୬ (ଡି.ଏନ.ଏ): ବରପାଲି ଶୀତଳଷଷ୍ଠୀ ଯାତ୍ରାର ଚତୁର୍ଥ ଦିବସରେ ବାବା କପିଳେଶ୍ୱର ଓ ମାତା ପାର୍ବତୀଙ୍କ ଶୁଭବିବାହ ପାଇଁ ଗୁରୁବାର ସକାଳେ ଗଣ୍ଠିଆଳ ଫିଟା...

ପିପିଲି ଉପନିର୍ବାଚନ: ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ପିପିଲି, ୩।୪(ଡି.ଏନ୍‌.ଏ/ସ୍ବ.ପ୍ର.): ଆସନ୍ତା ୧୭ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଚାଲିଥିବାବେଳେ ଶୁକ୍ରବାର ରାଇଗୁରପୁର ଗ୍ରାମରେ ପ୍ରାକ୍‌ ନିର୍ବାଚନୀ...

Advertisement
Archives

Model This Week