Posted inଜାତୀୟ

ଜୟ ଶ୍ରୀରାମ ସ୍ଲୋଗାନ ମୌଳିକ ଅଧିକାର ହେଉ

କୋଲକାତା,୧୫ା୬(ପି.ଟି.): ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ମୌଳିକ ଅଧିକାର କରିବା ଲାଗି କାଲକାଟା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ସ୍ଲୋଗାନ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏଥିରେ ହସ୍ତକ୍ଷେପ କରିବା ନିମନ୍ତେ ଅଦାଲତଙ୍କୁ ଅନୁରୋଧ କରାଯାଇଥିଲା। ହାଇକୋର୍ଟ ଶୁକ୍ରବାର ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଭଗବାନ ରାମଙ୍କୁ ପୂଜା କରୁଥିବା କିମ୍ବା ତାଙ୍କ ନାମ ଜପ କରୁଥିବା ବ୍ୟକ୍ତିଙ୍କୁ ବାଧା ନ ଦେବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ଆବେଦନକାରୀ ଆଇନଜୀବୀ ପାର୍ଥ ଘୋଷ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ତୁରନ୍ତ ହସ୍ତକ୍ଷେପ କରିବାକୁ ମନା କରି ଖଣ୍ଡପୀଠ ମାମଲାର ଶୁଣାଣିକୁ ୪ ସପ୍ତାହ ଲାଗି ସ୍ଥଗିତ ରଖିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଜୟଶ୍ରୀରାମ ସ୍ଲୋଗାନକୁ ନେଇ ଭାଜପା ଓ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏକାଧିକ ସଂଘର୍ଷ ହେଲାଣି। ଏପରିକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାଉଥିତ୍ବାବେଳେ ଭାଜପା କର୍ମୀ ଜୟଶ୍ରୀରାମ କହିବାରୁ ସେ ଗାଡିରୁ ଓହ୍ଲାଇ ସେମାନଙ୍କୁ ଧମକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ: ଆସିବ ରେଡି ଟୁ ୟୁଜ୍‌ ଅକ୍ସିଜେନ୍‌ ପ୍ଲାଣ୍ଟ୍‌…

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହୋଇଥିବାବେଳେ ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବ ଯୋଗୁ ସଙ୍କଟ ଅଧିକ ଜଟିଳ ହେବାରେ ଲାଗିଛି।...

ଉତ୍ତର ପ୍ରଦେଶ ବନ୍ୟାରେ ବିଗିଡିଲା ସ୍ଥିତି ୬୦୦ ଗାଁ ପ୍ରଭାବିତ, ୭ ମୃତ

ଲକ୍ଷ୍ନୌ,୯ ।୧୦: ଲଗାଣ ବର୍ଷା ଯୋଗୁ ଉତ୍ତର ପ୍ରଦେଶରେ ବନ୍ୟା ପରିସ୍ଥିତି ଜଟିଳ ହୋଇ ପଡିଛି । ରାପ୍ତି ନଦୀରେ ଆସିଥିବା ବନ୍ୟା ଫଳରେ ଶ୍ରାବସ୍ତି...

ଅଜିତ ପାୱାରଙ୍କ ଦାବି ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ନିକଟରେ ରହିଛି ବହୁମତ

ମୁମ୍ବାଇ,୨୪ ।୬: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏବେ ଶିବସେନା ମେଣ୍ଟ ସରକାର ଏକ ପ୍ରକାର ଭାଙ୍ଗିବାକୁ ଯାଉଛି କହଲେ ଚଳେ । ହେଲେ...

ଚାଓମିନ ଚଟ୍‌ନୀ ଖାଇବାରୁ ଅକାମୀ ହେଲା ଶିଶୁଙ୍କ ଫୁସ୍‌ଫୁସ୍‌

ଯମୁନାନଗର,୨୪।୬: ଯଦି ଆପଣ ଚାଓମିନ ଖାଇବାକୁ ପସନ୍ଦ କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ୍‌। ହରିୟାଣାର ଯମୁନାନଗରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ...

ଆସାମ ବନ୍ୟା: ୫ ଲକ୍ଷ ଲୋକ ପ୍ରଭାବିତ, ୧୪,୦୦୦ ବାସହୀନ, ଜଣେ ମୃତ

ଗୁଆହାଟୀ,୨୩।୬: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ରାଜ୍ୟରେ ଲଗାତାର ବର୍ଷା ହେତୁ ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇରହିଛି। ଏହି କାରଣରୁ ପ୍ରାୟ...

ଗେହଲଟଙ୍କ ଚିନ୍ତନ ବନାମ ପାଇଲଟଙ୍କ ମିଶନ…

ଜୟପୁର,୧୬।୧ : ବିଧାନସଭା ନିର୍ବାଚନର ପ୍ରାୟ ୧୦ ମାସ ପୂର୍ବରୁ ରାଜସ୍ଥାନରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ରାଜସ୍ଥାନ ସରକାର ‘ଚିନ୍ତନ’ ଶିବିର...

କରୋନା ମୁକାବିଲା: ଏପ୍ରିଲ୍‌ ୧୦-୧୧ରେ ଦେଶବ୍ୟାପୀ ମକ୍‌ ଡ୍ରିଲ୍‌…

ନୂଆଦିଲ୍ଲୀ,୯।୪ : ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶର ୩୨ରୁ ଅଧିକ ଜିଲାରେ କରୋନା ସଂକ୍ରମଣ ହାର ୧୦ ପ୍ରତିଶତ ଥିବାବେଳେ ୬୩ରୁ ଅଧିକ...

୫ ରାଜ୍ୟରେ ବିଧାନସଭା ନିର୍ବାଚନ, ସେପ୍ଟେମ୍ବର ଶେଷ ସୁଦ୍ଧା ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୩୦ା୮: ରାଜନୈତିକ ଦଳଗୁଡ଼ିକ ସହିତ ମଧ୍ୟପ୍ରଦେଶ, ଛତିଶଗଡ଼ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗ ମଧ୍ୟ ସକ୍ରିୟ ହୋଇଛନ୍ତି। ନିର୍ବାଚନ କମିଶନ...

Advertisement
Archives

Model This Week