ଜିମ୍‌ ଲୁକ୍‌କୁ ନେଇ ଚିନ୍ତାରେ ଜାହ୍ନବୀ!

ମୁମ୍ବାଇ: ବଳିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ତାଙ୍କ ଅଭିନୟ ପାଇଁ ଯେତିକି ପପୁଲାର ତା’ଠାରୁ ଅଧିକ ପପୁଲାର ତାଙ୍କ ଜିମ୍‌ ଲୁକ୍‌କୁ ନେଇ। ଏପର୍ଯ୍ୟନ୍ତ ଜାହ୍ନବୀଙ୍କ ଅଭିନୀତ ମାତ୍ର ଗୋଟିଏ ଫିଲ୍ମ ରିଲିଜ୍‌ ହୋଇଥିବା ବେଳେ ଅନ୍ୟ ସବୁ ରିଲିଜ୍‌ ଅପେକ୍ଷାରେ ରହିଛନ୍ତି। ତେବେ ନିକଟରେ ଏକ ସାକ୍ଷାତ୍‌କାରରେ ଜାହ୍ନବୀ କହିଛନ୍ତି ପ୍ରଥମେ ଯେତେବେଳେ ମୋର ପ୍ରଥମ ଫିଲ୍ମ ‘ଧଡକ’ ରିଲିଜ୍‌ ହେଲା ସେତେବେଳେ ଦର୍ଶକେ ମୋର ଫିଲ୍ମ ଲୁକ୍‌କୁ ପସନ୍ଦ କରୁଥିଲେ। ଏବେ ବେଶି ମୋ ଜିମ୍‌ ଲୁକ୍‌କୁ ପସନ୍ଦ କରୁଛନ୍ତି। ଅବଶ୍ୟ ଏଥିରେ ସେ କାହାର ଦୋଷ ଦେଇ ନାହାନ୍ତି। କିନ୍ତୁ ସେ ତାଙ୍କ ଫିଲ୍ମ ଲୁକ୍‌କୁ ବେଶୀ ପସନ୍ଦ କରୁ ଥିବାରୁ ଦର୍ଶକେ ମଧ୍ୟ ତାକୁ ପସନ୍ଦ କରନ୍ତୁ ବୋଲି ସେ ପରୋକ୍ଷରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମାତ୍ର ଗୋଟିଏ ଫିଲ୍ମ ରିଲିଜ୍‌ ହୋଇଥିବାରୁ ଦର୍ଶକେ ବୋଧହୁଏ ପରବର୍ତ୍ତି ସିନେମାକୁ ଅପେକ୍ଷା ରଖିଛନ୍ତି। ତେବେ ତାଙ୍କର ଅନ୍ୟସବୁ ଫିଲ୍ମ ରିଲିଜ୍‌ ହେବା ପରେ ଦର୍ଶକେ ତାଙ୍କ ଫିଲ୍ମ ଲୁକ୍‌କୁ ଅଧିକ ପସନ୍ଦ କରିବେ ବୋଲି ସେ ଆଶା ରଖିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରୋଜେକ୍ଟ କେ’ର ନୂଆ ପୋଷ୍ଟର ରିଲିଜ କରି ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଲେ ପ୍ରଭାସ

ବମ୍ବେ: ସିନେପ୍ରେମୀଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ସିନେମାକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳେ। କିଛିଦିନ ପୂର୍ବେ ସୁପରଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ରିଲିଜ ହୋଇଥିଲା।...

୨୨ କ୍ୟାରେଟ ସୁନା ମେକଅପ୍‌ରେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ କୁଇନ୍ ଉର୍ବଶୀ ରୌତେଲା ଅନେକଙ୍କୁ ଦିୱାନା ବନାଉଥିବା ବେଳେ ତାଙ୍କର ନୂଆ ନୂଆ ଫଟୋ ଶୁଟକୁ ନେଇ ସେ ଅଧିକାଂଶ ସମୟରେ ଆସିଥାଆନ୍ତି...

ଶାହାରୁଖଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଏହି ପାକିସ୍ତାନୀ ଅଭିନେତା

ବମ୍ବେ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ସହ କାମ କରିବାକୁ କଳାକାରମାନେ ଚାହିଁ ରହିଛନ୍ତି। ହେଲେ ଜଣେ ପାକିସ୍ତାନୀ ଅଭିନେତା ଏବେ ତାଙ୍କ ସହ କାମ...

ରାକେଶ ରୋଶନଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାର୍ପସୁଟର ଗିରଫ

ମୁମ୍ବାଇ,୧୦ ।୧୦: ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଉପରେ ୨୦୦୦ମସିହାରେ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇ ପାରୋଲରେ ଥିବା ଜଣେ ସାର୍ପ ସୁଟର ପାରୋଲ...

‘ଦ କେରଲା ଷ୍ଟୋରି’କୁ କିଣିବାକୁ ପ୍ରସ୍ତୁତ ନୁହଁ ଓଟିଟି ପ୍ଲାଟଫର୍ମ

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ର ଟ୍ରେଲର ରିଲିଜ ହେବା ପରଠୁ ବିବାଦରେ ରହିଥିଲା। ଅନେକ ଲୋକ ଏହାକୁ ଏକ ପ୍ରୋପାଗଣ୍ଡା ଚଳଚ୍ଚିତ୍ର ବୋଲି କହୁଥିଲେ।...

‘ବାପ୍‌’ର ଫାର୍ଷ୍ଟ ଲୁକ୍‌ ଜାରି

ଆକ୍ସନ ଡ୍ରାମା ଫିଲ୍ମ ‘ବାପ୍‌’ର ଫାର୍ଷ୍ଟ ଲୁକ୍‌ ଜାରି ହୋଇଛି। ଏହି ଫିଲ୍ମରେ ୮୦ ଏବଂ ୯୦ ଦଶକର ସୁପରଷ୍ଟାର – ଜ୍ୟାକି ଶ୍ରଫ, ସଞ୍ଜୟ...

ନୂଆ ଲୁକ୍‌ରେ ଦେଶୀ ଗର୍ଲ

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ଅନେକ ସମୟରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଏବେ ସେ ହଲିଉଡ ମୁଭି ପାଇଁ ବ୍ୟସ୍ତଥିବା ବେଳେ ସୋସିଆଲ...

ସୋସିଆଲ ମିଡିଆକୁ ବାଏ କହିଲେ ଅଭିନେତ୍ରୀ !

ବମ୍ବେ: ସୋସିଆଲ ମିଡିଆକୁ ବାଏ କହିଛନ୍ତି ଚୁଲବୁଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଲଗାତାର ଭାବେ ନିଜ ଫ୍ୟାଶନ ସେନ୍ସ, ଅଭିନୟ, ଫିଟନେସ ଏବଂ ନୃତ୍ୟକୁ ନେଇ...

Advertisement
Archives

Model This Week