ଜଗତସିଂହପୁରରେ ‘ଅମ୍ଫନ୍‌’ ପ୍ରଭାବ: ଭାଙ୍ଗିଲା କଚ୍ଚା ଘର, ବିଦ୍ୟୁତ୍‌ ସେବା ଠପ୍‌; ଗଛ ଉପୁଡ଼ି ଗମନାଗମନ ବାଧାପ୍ରାପ୍ତ

ଜଗତସିଂହପୁର ଅଫିସ, ୨୦।୫: ବାତ୍ୟା ଅମ୍ଫନକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲା l ସୌଭାଗ୍ୟବଶତଃ ବାତ୍ୟା ଟଳି ଯାଇଥିବାବେଳେ କୌଣସି ଲୋକଙ୍କ ଜୀବନହାନୀ ଘଟିନାହିଁ। କିନ୍ତୁ ଜିଲାର ବିଭିନ୍ନ ସ୍ଥାନରେ ଗଛ ପଡି ଗମନାଗମନରେ ବାଧା ସୃଷ୍ଟି ହେବା ସହ କଚ୍ଚା ଓ ଚାଳ ଛପର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛିି। ରାସ୍ତା ପାର୍ଶରେ ଗଛ ପଡି ଏରସମା-ଚଟୁଆ ରାସ୍ତାର ଏରସମା ଉଚ୍ଚବିଦ୍ୟାଳୟ ନିକଟରେ ଗମନାଗମନ ବାଧାପ୍ରାପ୍ତ ହୋଇଛି l ସେହିପରି ଢ଼ିଙ୍କିଆ ଗୋବିନ୍ଦପୁରରେ ଜଣଙ୍କ ଘର ଉପରେ ନଡ଼ିଆ ଗଛପଡ଼ି଼ଥୁବାର ଖବର ମିଳିଛି l ବାଲିକୁଦା-ବୋରିକିନା ରାସ୍ତାର ତିତିରା, ବାଲିକୁଦା-ନାଉଗାଁ ରାସ୍ତାର ବୋଦା ଓ ତିହୁ ରାସ୍ତାରେ ଗଛ ପଡିଛି l ପାରାଦୀପର ନେହେରୁ ବଙ୍ଗଳା, ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନା, କୁମ୍ଭୀର ଛକ ସମେତ ଜଗତସିଂହପୁରର ହାଟବଜାର, ସଁlପୁର, ଢିଅସହି ଆଦି ଏକାଧିକ ସ୍ଥାନରେ ଗଛ ପଡି ଗମନାଗମନରେ ବାଧା ସୃଷ୍ଟି କରିଛି l ଜଗତସିଂହପୁର ସହର ସମେତ ଜିଲାର ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଡିଯାଇଥିବାରୁ ବିଦ୍ୟୁତ ସେବା ଠପ ହୋଇଯାଇଛି l


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପକ୍ଷରୁ ୪୯ ନଂ. ଜାତୀୟ ରାଜପଥ ଅବରୋଧ : ଯାନବାହନ ଚଳାଚଳ ବ୍ୟାହତ

ଦେବଗଡ଼,୩୦।୮(ଡି.ଏନ୍‌.ଏ.) : ଦେବଗଡ଼ ସହର ଦେଇଯାଇଥିବା ୪୯ ନଂ. ଜାତୀୟ ରାଜପଥ ଶୋଚନୀୟ ହୋଇପଡ଼ିଥିବାରୁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏନେଇ ପ୍ରଶାସନଙ୍କୁ ବାରମ୍ବାର ଦାବି କରାଯାଉଥିଲେ...

ଭୋଗରାଇ କଲେଜରେ ତାଲା

ଭୋଗରାଇ, ୧୮।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ର୍ରତିଷ୍ଠାନ (ଆର୍‌ଆଇଏଚ୍‌ଏସ୍‌) ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ନାଟ୍ୟ ସଂସଦ ବାର୍ଷିକ ଉତ୍ସବରେ ଓଲିଉଡ଼ର ନାମୀଦାମୀ ଷ୍ଟାର ଏବଂ...

ସିଡ଼ିଏମଓଙ୍କୁ ସ୍ବାସ୍ଥ୍ୟକର୍ମୀ ଦେଲେ ଦାବିପତ୍ର

ବରଗଡ଼ ଅଫିସ୍‌,୧୮।୫: ସରକାର ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ଅଭିହିତ କରିଛନ୍ତି । ଏହା ସହିତ ଅଗ୍ରୀମ ଦରମା ପ୍ରଦାନ ପାଇଁ ମଧ୍ୟ ଘୋଷଣା ହୋଇଛି...

ଚାଷୀଙ୍କୁ ସ୍ବାବଲମ୍ବୀ କରୁଛି ‘ମୋ ମାଛ ପୋଖରୀ’

ବାସୁଦେବପୁର, ୨୩।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ମାଛ ଚାଷ ଓ ଉପତ୍ାଦନ କ୍ଷେତ୍ରରେ ଏହି ବ୍ଲକ ଅଞ୍ଚଳରେ ଆବଶ୍ୟକ...

ଯୁବତୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି ଅଭିଯୋଗ

ଅନୁଗୋଳ ଅଫିସ୍‌, ୧୭।୩ ଅନୁଗୋଳ ଜିଲା କିଶୋରନଗର ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ଗଁାର ଜଣେ ଲୋକ ପ୍ରତିନିଧି ମଧ୍ୟପ୍ରଦେଶ ଚାଲାଣ କରିଥିବା ଅଭିଯୋଗ ହୋଇଛି।...

ବର୍ଷାଙ୍କ ସାକ୍ଷ୍ୟଗ୍ରହଣ, ଓଡ଼ିଆରେ ଉତ୍ତର ଦେଲେ

କଟକ ଅଫିସ, ୨୧ା୧୨: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ମଙ୍ଗଳବାର...

ଅନ୍ଧବିଶ୍ୱାସ ଗଳିରେ ମଣିଷ: ସାପ କାମୁଡ଼ିଥିବା ଯୁବକଙ୍କୁ ଡାକ୍ତରଖାନା ପରିସରରେ ଝଡ଼ାଫୁଙ୍କା, ଭିଡିଓ ଭାଇରାଲ

ବାଲେଶ୍ୱର ଅଫିସ, ୨୬।୯- ଆଜିବି ଅନ୍ଧବିଶ୍ୱାସ ଗଳିରେ ମଣିଷ। ଏଭଳି ଏକ ଘଟଣା ବାଲେଶ୍ୱର ଜିଲାର ଜଳେଶ୍ବର ବ୍ଲକରେ ଦେଖିବାକୁ ମିଳିଛି। ଏଠାରେ ବିଷାକ୍ତ ସାପ...

ଜେଲ ଗଲେ ଅଭିଯୁକ୍ତ ବାପା, ମା’ ଓ ପୁଅ

ଅମରପାଲି, ୨୧।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ କମିରା ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପ୍ରକାଶ ବିଶ୍ୱାଳ(୨୨)ଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ଘଟଣାରେ...

Advertisement
Archives

Model This Week