ଚାଇନା ରାଷ୍ଟ୍ରପତିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କଲେ ମୋଦି

ବିଶକେକ, ୧୪।୬: କିର୍ଗିଜିସ୍ତାନର ରାଜଧାନୀ ବିଶେକେକରେ ଆୟୋଜିତ ଚାଲିଥିବା ଏସସିଓ ସମ୍ମିଳନୀରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଚଳିତ ବର୍ଷ ଭାରତ-ଚାଇନା ଦ୍ୱିପାକ୍ଷିକ ଆଲୋଚନାକୁ ୭୦ ବର୍ଷ ପୂରୁଛି। ଏହାକୁ ସ୍ମରଣୀୟ କରିବା ପାଇଁ ଦୁଇଦେଶ ମଧ୍ୟରେ ୭୦ଟି କାର୍ଯ୍ୟକ୍ରମ କରାଯିବ। ଉଭୟ ଦେଶରେ ୩୫ଟି ଲେଖାଏ କାର୍ଯ୍ୟକ୍ରମ କରାଯିବ। ଉଭୟ ମୋଦି ଏବଂ ଜିନପିଙ୍ଗ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ଅର୍ପଣ କରିଛନ୍ତି। ଏହି ଅବସରରେ ସେ ଜିନପିଙ୍ଗଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକାରେ କରୋନାର ମାରାତ୍ମକ ଭାରିଏଣ୍ଟ, ଇଂଲଣ୍ଡ-ଇସ୍ରାଏଲ ଲଗାଇଲେ ପ୍ରତିବନ୍ଧକ, ଭାରତ ସରକାର ସଜାଗ

ଜୋହାନସର୍ଗ,୨୬ ।୧୧: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ ସଂକ୍ରମଣର ସବୁଠାରୁ ମାରାତ୍ମକ ଭାରିଏଣ୍ଟ ଦେଖାଦେଇଛି । ଯାହା ସାରା ଦେଶକୁ ଚିନ୍ତାରେ ପକାଇ ଦେଇଛି ।...

ଆମେରିକାରେ କରୋନା ସୁନାମୀ

ୱାଶିଂଟନ,୨୦ ।୧୨: ଆମେରିକାରେ କରୋନା ମହାମାରୀ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି । ଗତ ଦୁଇଦିନ ମଧ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ସଂଖ୍ୟା...

ଓ୍ବାର୍କଶପ୍‌ରେ ଲାଗିଲା ନିଆଁ: ୩୬ ମୃତ

ବେଜିଂ,୨୨।୧୧: ଚାଇନାର କେନ୍ଦ୍ରୀୟ ଅନ୍ୟାଙ୍ଗ ସହରରେ ଥିବା ଏକ ଓ୍ବାର୍କଶପ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୬ ଜଣ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ଚାଇନା ଗଣମାଧ୍ୟମ ଏହି...

ଏହି ପନିପରିବା ଜୀବନ ପାଇଁ ଅମୃତ ତୁଲ୍ୟ…

ବିଭିନ୍ନ ପନି ପରିବାର ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ତେବେ ପନିପରିବାର ଏହି ରଙ୍ଗ କଣିକା ମଣିଷ ଜୀବନ ପାଇଁ ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ।...

ଚାଇନିଜ୍‌ ଟିକା ନ ନେଲେ ଭାରତୀୟଙ୍କୁ ଚାଇନା ମନା

ବେଜିଂ, ୧୭ା୩: ଚାଇନା ଯିବାକୁ ଚାହୁଁଥିବା ଭାରତୀୟ ଚାଇନିଜ୍‌ ଟିକା ନେବାକୁ ବାଧ୍ୟ। ଚାଇନାରେ ନିର୍ମିତ ଭ୍ୟାକ୍ସିନ ନେବା ପରେ ହିଁ ଭାରତୀୟଙ୍କ ଭିସା ଆବେଦନ...

ମାଟି ତଳେ ୫୦ ଘଣ୍ଟା ରହିଲେ ୟୁଟ୍ୟୁବର

ଓ୍ବାଶିଂଟନ,୩।୪: ୟୁଟ୍ୟୁବ୍‌ରେ ପ୍ରତିଦିନ ନୂଆ ନୂଆ ଘଟଣା ସମ୍ପର୍କରେ ଭିଡ଼ିଓ ଅପଲୋଡ୍‌ ହେଉଛି। ସମ୍ପ୍ରତି ଆମେରିକାର ଜଣେ ୟୁଟ୍ୟୁବର ମାଟି ତଳେ କଫିନ୍‌ରେ ୫୦ ଘଣ୍ଟା...

ସାଙ୍ଘାଇରେ ଲକ୍‌ଡାଉନ୍‌, ଦୂତାବାସ ସହିତ ଯୋଗାଯୋଗ କରିବାକୁ ଭାରତୀୟଙ୍କୁ ପରାମର୍ଶ…

ବେଜିଂ, ୧୩।୪ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ପୁଣି ଅଣାୟତ୍ତ ହେବାରେ ଲାଗିଛି। ଏଠାରେ ନୂତନ ସଂକ୍ରମଣ ମାମଲା ପ୍ରତିଦିନ ରେକର୍ଡ ଭାଙ୍ଗୁଛି ।...

ଓ୍ବାଶିଂଟନରେ ସିଏଏ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ,୨୪ା୧୨(ପି.ଟି.): ଆମେରିକାରେ ମଧ୍ୟ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଥିତ୍ବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱରେ...

Advertisement
Archives

Model This Week