ଗୋଟିଏ କୋଣରେ ବସିରହିଲେ ଇମ୍ରାନ: ମୋଦି ହାତମିଳେଇଲେ ନାହିଁ କି କଥା ବି ହେଲେନି

ବିଶକେକ, ୧୪।୬: କିର୍ଗିଜିସ୍ତାନର ରାଜଧାନୀ ବିଶେକେକରେ ଆୟୋଜିତ ହେଉଥିବା ଏସସିଓ ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ପାକିସ୍ତାନ ଏବଂ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଯଦି ଆଲୋଚନା ଚାହୁଁଛି, ତେବେ ପ୍ରଥମେ ଆତଙ୍କବାଦକୁ ମୂଳପୋଛ କରୁ। ଏହି ପ୍ରସଙ୍ଗ ଭାରତ ସମସ୍ତ ଫୋରମରେ ଉଠାଇ ଆସୁଥିବାବେଳେ ପୁଲୱାମା ପରେ ଭାରତର ସୱର ସହିତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସ୍ବର ମିଶାଇଛନ୍ତି। ଆତଙ୍କବାଦ ଏବଂ ଆଲୋଚନା ଏକସଙ୍ଗେ ହେବା ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଜି ପୁଣିଥରେ ସ୍ପଷ୍ଟ କରି ଦେଇଛନ୍ତି। ଏହି ସମ୍ମିଳନୀ ଭାଗ ନେଇ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଗୋଟିଏ କୋଣରେ ବସିଥିଲେ। ମୋଦି ତାଙ୍କ ହାତ ମଧ୍ୟ ମିଳାଇ ନ ଥିଲେ କି କଥା ବି ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌-ବସ୍‌ ମୁହାଁମୁହିଁ, ୭ ଛାତ୍ର-୪ ଶିକ୍ଷକ ମୃତ…

ଢାକା, ୩୦।୭ : ବାଂଲାଦେଶର ଚଟଗାଁସ୍ଥିତ ଜଗୁଆଳୀ ବିହୀନ ରେଳ କ୍ରସିଂରେ ଏକ ମିନିବସର ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୭ଜଣ...

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍ : ୧୧୮ ଭୋଟ ପାଇ ପୁଣି ଶୀର୍ଷରେ ରହିଲେ ଋଷି ସୁନକ

ଲଣ୍ଡନ,୨୦ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବେଳକୁ ବେଳ ତାଙ୍କର ସ୍ଥିତିକୁ ମଜଭୁତ କରିବାରେ ଲାଗିଛନ୍ତି । ଚତୁର୍ଥ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଅଡିଓ ଲିକ୍‌

ଇସଲାମାବାଦ,୧୫ା୧୦: ଆମେରିକାର ସାଇଫର (ଗୁପ୍ତଚର ସଫ୍ଟଓ୍ବେୟାର)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଆଉ ଏକ ଅଡିଓ ଲିକ୍‌ ହୋଇଛି। ଶେହବାଜଙ୍କ...

ନାଟୋ ସଦସ୍ୟତା ପାଇଁ ଆବେଦନ କରିବ ୟୁକ୍ରେନ

କିଭ୍‌,୩୦।୯: ୟୁକ୍ରେନର ୪ଟି ଅଞ୍ଚଳ ରୁଷିଆରେ ବିଲୟ ହେବା ପରେ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ...

ଭାରତରେ ବଢୁଛି ଆର୍ଥିକ ଅସମାନତା

ଡାଭୋସ୍‌,୧୭ା୧: ଭାରତୀୟ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି ବୋଲି କେନ୍ଦ୍ର ସରକାର ଦାବି କରୁଥିବାବେଳେ ଦେଶରେ ଆର୍ଥିକ ଅସମାନତା ଅତ୍ୟଧିକ ବୃଦ୍ଧି ପାଇଛି।...

ଘନେଇଲା ଯୁଦ୍ଧ ଆଶଙ୍କା, ୟୁକ୍ରେନ୍‌ ଉପରେ ବୁଧବାର ଆକ୍ରମଣ ପାଇଁ ରୁଷିଆର ଯୋଜନା…

ମସ୍କୋ, ୧୨।୨ : ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ଉପରେ ବୁଧବାର...

ଇରାନରେ ମାନବାଧିକାରର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆମେରିକାର କଟକଣା…

ଓ୍ବାଶିଂଟନ,୧୩।୧୨ : ଯେଉଁମାନେ ଇରାନରେ ମାନବିକ ଅଧିକାରର ଉଲ୍ଲଂଘନ ଏବଂ ଦମନ କରୁଛନ୍ତି ସେମାନଙ୍କ ବିରୋଧରେ ଆମେରିକା କଟକଣା ଘୋଷଣା କରିଛି। ଇରାନରେ ପ୍ରଦର୍ଶନକାରୀଙ୍କୁ ସମର୍ଥନ...

ମହସାଙ୍କ ସମର୍ଥନରେ ମଡେଲ

ତେହରାନ, ୨୬ା୯: ଇରାନରେ ମହସା ଆମିନିଙ୍କୁ ନ୍ୟାୟ ଦାବି ଏବଂ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିବାବେଳେ ବିକ୍ଷୋଭକୁ ସମର୍ଥନ ଜଣାଇଛନ୍ତି ଇରାନୀୟ ସୁପରମଡେଲ...

Advertisement
Archives

Model This Week