କରୋନା ଯୁଦ୍ଧରେ ହାରିଗଲେ ସିଆଇଏସ୍‌ଏଫ୍‌ର ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟର

କୋଲକାତା,୧୨।୫: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏଥିରେ ଶହ ଶହ କରୋନା ଯୋଦ୍ଧା ସଂକ୍ରମିତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏମିତି ଜଣେ ଆଗଧାଡିର କରୋନା ଯୋଦ୍ଧା ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ(ସିଆଇଏସ୍‌ଏଫ୍‌)ର ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟରଙ୍କ ମୃତ୍ୟୁ କରୋନାକୁ ନେଇ ଉପୁଜିଥିବା ଚିନ୍ତାକୁ ଆହୁରି ବଢାଇ ଦେଇଛି। କୋଲକତାରେ କାର୍ଯ୍ୟରତ ଏହି ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟର ଜଣକ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ୭୦ ହଜାର ଅତିକ୍ରମ କରିଥିବା ବେଳେ ବେଳକୁ ବେଳ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ

ମୁମ୍ବାଇ,୨୯।୬: ଲଗାଣ ବର୍ଷାରେ ବେହାଲ୍‌ ହୋଇଥିବା ମାୟାନଗରୀକୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ। କାରଣ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ସୋମବାର...

ବସ୍‌-ଅଟୋ ମୁହାଁମୁହିଁ, ୯ ମୃତ …

କୋଲକାତା, ୯।୮ : ପଶ୍ଚିମବଙ୍ଗର ବୀରଭୂମ ଜିଲାର ଜାତୀୟ ରାଜପଥ ନମ୍ବର ୬୦ରେ ଏକ ଯାତ୍ରୀବାହୀ ବସ୍‌ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।...

କୋଭିଡ୍‌-୧୯: ଆଫ୍ରିକାନ୍‌ କ୍ଲବ ଫାଇନାଲ୍ସ ସ୍ଥଗିତ

କାଏରୋ,୧୯।୪(ଏଏଫ୍‌ପି): ଆଫ୍ରିକାନ୍‌ ଚାମ୍ପିୟନ୍ସ ଲିଗ୍‌ ଓ ଆଫ୍ରିକାନ କନ୍‌ଫେଡେରେଶନ କପ୍‌ ଫାଇନାଲ୍ସକୁ ସ୍ଥଗିତ ରଖାଯାଇଛି। କୋଭିଡ୍‌-୧୯ ମହାମାରୀ ରୂପ ନେଇଥିବା ବେଳେ ଏହି ଦୁଇଟି ଟୁର୍ନାମେଣ୍ଟକୁ...

ମାଡିଆସୁଛି ଅତି ଭୟଙ୍କର ବାତ୍ୟା ‘ତଉକତେ’

ନୂଆଦିଲ୍ଲୀ,୧୪।୫: ଦକ୍ଷିଣପୂର୍ବ ଆରବ ସାଗର ଓ ଲକ୍ଷଦ୍ୱୀପରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଶନିବାର ଏହା ବାତ୍ୟା(ସାଇକ୍ଲୋନ)ରେ ପରିଣତ...

୨୪୫୧ ବେଡ୍‌ ବିଏମ୍‌ସିକୁ ନିଅଣ୍ଟ: ଘରେ ଚିକିତ୍ସିତ ହେବେ ଲକ୍ଷଣ ନ ଥିବା ରୋଗୀ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଘରେ ରହି କରୋନା ଆକ୍ରାନ୍ତ ଚିକିତ୍ସିତ ହେବେ ବୋଲି ବିଏମ୍‌ସି ନୂଆ ନିର୍ଦ୍ଦେଶନାମା ଜାରି...

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଇଣ୍ଡିଆନ୍‌ ରେଲଓ୍ବେ ବଡ ପଦକ୍ଷେପ ନେଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବା ସୂଚନା...

୨୧ଦିନରେ ୭ ଗୁଣ ବଢ଼ିଗଲେ ଆକ୍ରାନ୍ତ

ଭୁବନେଶ୍ୱର, ୨୨।୫ (ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ଠାରୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ବିଶେଷକରି ମେ’ ମାସରେ ସ୍ଥିତି ଅଧିକ ବିଗିଡିବାରେ...

ରାଜ୍ୟରେ ଜଣେ ନ ଥିଲେ କରୋନା ପଜିଟିଭ ଏବେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ୨୯

ଗୁଆହାଟୀ,୧୨।୪: କରୋନା ଭାଇରସ କେତେବେଳେ କେଉଁଠି କିଭଳି ତାଣ୍ଡବ ରଚୁଛି ତାହା ବୁଝିବା କଷ୍ଟକର ବ୍ୟାପାର ପାଲଟିଯାଇଛି। କରୋନା ସଂକ୍ରମଣରେ ଆମେରିକା ଭଳି ବିଶ୍ୱର ଶକ୍ତିଶାଳୀ...

Advertisement
Archives

Model This Week