ଆବାସ ଯୋଜନାରୁ ବଁଚିତ୍‌ ଦ୍ରୌପଦୀ

ପର୍ଲା, ୧୭।୧ (ଡି.ଏନ୍‌.ଏ)-  ମୁଇଁ ଘର ଖଁଡ଼େ ଲାଗି ବଡ଼ା ଗୁଲ୍‌ଗୁଲା ହେଉଛେଁ। ବରଷା ମାସ୍‌ ସାରା ନାଇଁ ଶୁଇ, ପାଏନ୍‌ ଛେଦେଇ ଛେଦେଇ ରାଏତ୍‌ ସାରା ଉଜାଗର ରହିଛେଁ। କୁଟେ କାଁଥି ମାଡ଼ି ବସିଛେ। ଏନ୍‌ତାଥି ମୁଇଁ ବଡ଼ା ଗୁଲ୍‌ଗୁଲା ହେଇ ରହୁଛେଁ ଆଗିଆଁ। ଇ ମରମ ଭେଦ୍‌ଲା କଥା ପଦ୍‌ଦୁକ କହିଛନ୍‌ ଝନେ ନିସାହା ବୁରୁଧ୍‌ ବିଧବା ଦ୍ରୌପଦୀ ସମରଥ(୬୦)।
ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଁଚେତ୍‌ ରଇନଗୁଡ଼ା ଗାଁ ର ନିସାହା ବିଧବା ମହିଲା ଦ୍ରୌପଦୀ ସମରଥ। ପରିବାର କହେଲେ ୨ ଝି’ ଆର ୪ ପୁଓକୁ ନେଇ ସଁସାର। ଆପ୍‌ନେ କାଶୀ ସମରଥ ଅନେକ ବଛର ହେଲା ଆରପାରକେ ଚାଲିଯାଇଛନ୍‌। ୨ ଝି’ ଆର ୩ ପୁଓ ବିହାଚୁରା ହେଇ ଅଲ୍‌ଗେ ରହୁଥିଲାବେଲେ ସାନ୍‌ ପୁଓର ସଂଗେ ଦ୍ରୌପଦୀ ରହୁଛନ୍‌। ପରିବାରଟା ନିହାତି ଗରିବ୍‌, ଅଭାବ ଅନାଟନ ତାକର ସାଥି ପାଲଟିଛେ। ଏନ୍‌ତାଥି ସାନପୁଓ ବି ମାସ୍‌କେତେ ହେଲା ବାହାର ରାଏଜ୍‌କେ ଦାଦନ ଯାଇଛନ୍‌। ଦ୍ରୌପଦୀ ପଁଚେତ୍‌ରୁ ଚାଉଲ ଦୁରା ପାଉଛନ୍‌ ସତ୍‌। ହେଲେ ସେଟା ନିଅଁଟ୍‌ ପଡ଼ୁଛେ। ସେଥିରଲାଗି ଇ ବୁଢ଼ି ବଏସେ ସେ ପରହର କାମ୍‌ବୁତା କରି ତେଲନୁନ୍‌, କପଡ଼ାଲତା କରୁଛନ୍‌। ସେ ରହୁଥିବାର ଘରର ଅବସ୍‌ତା ନାଇଁ କହେବାର ଭଲ। ତାକର ଘରନୁ ଲୁକ୍‌କର ଗାଈ ଗୁହାଲ ଭଲ୍‌ଥିବା। ଛାଉଁନିର ଅବସ୍‌ତା ଏନ୍‌ତା ଯେ, ଦିନ୍‌ବେଲା ସୂର୍ଯ୍ୟ ଆର ରାଏତ୍‌ ବେଲା ଚନ୍ଦ୍ର ଫଟିକ୍‌ ଦେଖି ହେଉଛେ। ଗଲା ବଛର ବରଷାରେ ଘରର ଗୁଟେ କାଁଥି ମାଡ଼ିବସିଛେ। ସରକାରୀ ଯୋଜନାରେ ଘରଖଁଡ଼େ ଲାଗି ଦ୍ରୌପଦୀ ଓ୍ବାର୍ଡ ମେମରନୁ ମୂଲ କରି ସରପଁଚ୍‌ ଆର ଉନିଆଁ ସରକାରୀ ଅଧ୍‌କାରୀମାନକୁ ଗୁହାରି କରିଛନ୍‌। ହେଲେ ଘରର ତ ଦୂରର କଥା ଆଏଜ୍‌ତକ ତାହାକୁ ପଲିଥିନ୍‌ ଖଁଡ଼େ ନାଇଁ ମିଲିପାରି। ସାହାଯ୍‌ ପାଏବାର ଆଶ୍‌ରେ ୪ରୁ ୫ଥର ରାଜସ୍ବ ନିରୀକ୍ଷକକଁର ଅଫିସ୍‌କେ ଯାଇ ନିରାଶ ହେଇଥିବାର ସେ କହିଛନ୍‌। ଯେନ୍‌ଥେଇ ସେନ୍‌ଥେଇ ଖାଏବାର ମୁଠାକ ଚଲିଯାଉଛେ। ହେଲେ ଘରଖଁଡ଼େ ନାଇଁ ହେଲେ ଖରା, ବରଷା, ଶୀତ୍‌ କାକରରେ କେନ୍‌ନେ ମୁଡ୍‌ ଗୁଁଜ୍‌ମି ବଲି କହିଛନ୍‌ ଦ୍ରୌପଦୀ। ଇ ବାବ୍‌ଦେ ଥାନୀଅ ସରପଁଚ୍‌ ରମଣୀ ଦୁରିଆକୁଁ ପଚ୍‌ରାଲାରୁ ଚଲତି ସରର୍ଭେରେ ତାକର ନାଁ ଦିଆଯାଇଛେ। ତାକର ନାଁ ଆଏଲେ ଘର ଦିଆଯିବା ବଲି ସେ କହିଛନ୍‌। ସେନ୍‌ତା ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ନିହାତି ଭାବେ ଏନ୍‌ତା ଗରିବ୍‌ ଦୁଖିକୁ ଆବାସ ଯୋଜନାରେ ସାମିଲ କରି ଘର ଦିଆଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବ ଭାରତୀୟ ପ୍ରଶାସନିକ ସେବାରେ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା

କୋକସରା,୨୩।୦୫ (ଡି.ଏନ.ଏ): ଆଜି ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା...

ଫାର୍ମହାଉସରେ ବନବିଭାଗର ଚଢାଉ: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ଭବାନୀପାଟଣା,୧୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମ.ରାମପୁର ରେଞ୍ଜ ବୁରାଟ ଗାଁରେ ଏକ ଫାର୍ମହାଉସ୍‌ ଭିତରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ବନ ବିଭାଗ ଜବତ କରିଛି। ଏହି...

ଏନ୍‌ଏସି ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

କେସିଙ୍ଗା,୩୦ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ନବ ନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନ୍‌ଏସିର ନିର୍ବାହୀ ଅଧିକାରିଣୀ ମିସ୍‌ କିରଣ...

ଲୋକଙ୍କ ସମସ୍ୟା ଦୂର କର, ଆବଶ୍ୟକତା ପୂରଣ କର

ଜୁନାଗଡ଼,୧୫।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭାଜପା ପକ୍ଷରୁ ବୁଧବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବିପତ୍ର ସ୍ଥାନୀୟ ବିଡ଼ିଓ ଦୁଲାରାମ ମାରାଣ୍ଡିଙ୍କୁ ପ୍ରଦାନ...

ଅଭିଯୁକ୍ତଙ୍କ ମାମଲା ଲଢ଼ିବାକୁ ମନାକଲା ଜିଲା ଓକିଲ ସଂଘ: ୩୦ରେ କଳାହାଣ୍ଡିର ସମସ୍ତ କେନ୍ଦ୍ର, ରାଜ୍ୟ ସରକାର କାର୍ଯ୍ୟାଳୟ ବନ୍ଦ କରାଯିବ

ଭବାନୀପାଟଣା,୨୬।୯ (ଡି.ଏନ.ଏ.)  କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଜିଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆସନ୍ତା ୩୦ ତାରିଖରେ କୋର୍ଟ କଚେରୀ,...

ପରିବାର ସଦସ୍ୟଙ୍କୁ ବାନ୍ଧି ପକାଇ ସବୁ ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୯ା୫(ସ୍ବ.ପ୍ର.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେ ଡକାୟତି ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ,ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସୁବାସ ଅଗ୍ରଓ୍ବାଲ୍‌ଙ୍କ ଘରେ ରବିବାର ବିଳମ୍ବିତ...

ସରକାରୀ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ବାସନ୍ତି

  କଲମପୁର, ୧୮।୧ (ଡି.ଏନ୍‌.ଏ)- କଳାହାଣ୍ଡି ଜିଲା କଲମପୁର ବ୍ଲକ ପଣ୍ଡିଗଁା ପଁଚେତ୍‌ ଅଧୀନ ପାତ୍ରବସା ଗାଁର ବାସନ୍ତି ପୁଝାରୀ(୬୫)। ଅନେକ ଦିନ୍‌ ହେଲା ଆପ୍‌ନେ...

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ସହକାରୀ ନିର୍ଦ୍ଦେଶକ

ଭବାନୀପାଟଣା,୧୨ା୧(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ଭବାନୀପାଟଣା ଜଳ ବିଭାଜିକା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ। ଭବାନୀପାଟଣା ସହର ଉପକଣ୍ଠସ୍ଥିତ ଜଳଶକ୍ତି...

Advertisement
Archives

Model This Week