ଆଫଗାନିସ୍ତାନରେ ଭୟାନକ ବିସ୍ଫୋରଣ: ୧୧ ମୃତ

କାବୁଲ, ୧୪।୬: ଆଫଗାନିସ୍ତାନର ଜଲାଲାବାଦରେ ପୋଲିସ ସୁରକ୍ଷାକର୍ମୀଙ୍କ ଚେକିଂ ପୋଷ୍ଟ ନିକଟରେ ଭୟାନକ ଆତଙ୍କବାଦୀ ବିସ୍ପୋରଣ ଘଟିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଇସଲାମିକ ଷ୍ଟେଟ (ଆଇଏସ) ଦ୍ୱାରା କରାଯାଇଛି ବୋଲି ରାଜ୍ୟପାଳଙ୍କ ମୁଖପାତ୍ର ଅତାହୁଲ୍ଲାହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୦୦ କି.ମି. ଟ୍ରାଫିକ୍‌ ଜାମ୍‌

ପ୍ୟାରିସ୍‌,୧।୧୧: କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ପ୍ରତିହତ କରିବା ଲାଗି ଫ୍ରାନ୍ସ ସରକାର ପୁଣି ଥରେ ୪ ସପ୍ତାହ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିଛନ୍ତି।...

ଊର୍ଦ୍ଦୁ କବି ନାସିର ତୁରାବିଙ୍କ ପରଲୋକ

କରାଚୀ, ୧୨ା୧:ଭାରତ ଜନ୍ମିତ ପାକିସ୍ତାନର ଖ୍ୟାତାନାମା ଊର୍ଦ୍ଦୁ କବି ନାସିର ତୁରାବିଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ଯୋଗୁ...

କର୍କଟରେ ଆକ୍ରାନ୍ତ ଶିଶୁ ଲାଗି ରଙ୍ଗିନ ପୋଷାକ ପିନ୍ଧି ନାଚିଲେ ଡାକ୍ତର: ଭିଡିଓ ଭାଇରାଲ

କର୍କଟ ଏକ ଗମ୍ଭୀର ରୋଗ। ଏହି ରୋଗରେ ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ସହ ତାଙ୍କୁ ଖୁସି ରଖିବା ନିତାନ୍ତ ଜରୁରୀ। ତେବେ ଏହି କଥାକୁ ବୁଝିଛନ୍ତି,...

ଫାଟିଗଲା ରେଡ୍‌ ଓ୍ବାଇନ ଟ୍ୟାଙ୍କର, ଆଉ ତା’ ପରେ…

ମାଡ୍ରିଡ୍‌,୨୭ା୯: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ରେଡ୍‌ ଓ୍ବାଇନ୍‌ ଟ୍ୟାଙ୍କର ଫାଟି...

ଦୁଇଟି କୁକୁରଙ୍କ ଯତ୍ନ ନେଲେ ମାସକୁ ମିଳିବ ଏତିକି ଲକ୍ଷ…

ଲଣ୍ଡନର ନାଇଟ୍ସବ୍ରିଜ୍‌ରେ ଜଣେ ଦମ୍ପତି ଏକ ବିଜ୍ଞାପନ ଦେଇଛନ୍ତି, ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଉକ୍ତ ଦମ୍ପତି ନିଜର ଦୁଇଟି କୁକୁରର ଯତ୍ନ...

୨୦୨୪ ପର୍ଯ୍ୟନ୍ତ ରହିବ କରୋନା, ବଢ଼ାଇବାକୁ ପଡ଼ିବ ଭାକ୍ସିନ୍‌ ଉତ୍ପାଦନ: ଫ୍ରାନ୍ସ୍‌…

ପ୍ୟାରିସ୍‌,୬।୫: କରୋନା ମହାମାରୀ ସଂକ୍ରମଣ ନେଇ ଜି-୭ ସମ୍ମିଳନୀରେ ଫ୍ରାନ୍ସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଭାକ୍ସିନ୍‌ ଉତ୍ପାଦନ ନ ବଢ଼ାଇଲେ କରୋନା ସଂକ୍ରମଣ ୨୦୨୪ ପର୍ଯ୍ୟନ୍ତ...

ଟ୍ରେନ୍‌ ଦୁର୍ଘଟଣାରେ ଗଲା ୨୯ଜଣଙ୍କ ଜୀବନ

ଇସ୍‌ଲାମାବାଦ,୩।୭: ପାକିସ୍ତାନରେ ଶୁକ୍ରବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ୨୯ଜଣଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଶେଖପୁରା ଅଞ୍ଚଳରେ ମାନବ ବିନୀନ ଫାଟକରେ ତୀର୍ଥଯାତ୍ରୀଙ୍କୁ ନେଇ...

ଟିକ୍‌ଟକ୍‌ ସେପ୍ଟେମ୍ବର ୧୫ ସୁଦ୍ଧା ହେବ ବିକ୍ରି: ଚାଇନାର ବଢ଼ିଲା ଚିନ୍ତା

ଓ୍ବାଶିଂଟନ, ୪।୮: ଶର୍ଟ ଭିଡ଼ିଓ ମେକିଂ ଆପ୍‌ ଟିକ୍‌ଟକ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଇଥିବା ମନ୍ତବ୍ୟ ଯୋଗୁ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି।...

Advertisement


Archives

Model This Week